Browsing Category

ରାଜ୍ୟ

ସରୁନାହିଁ ଦାଦନଙ୍କ ଦୁଃଖ, କର୍ଣ୍ଣାଟକରେ ଫସିଛନ୍ତି ୭ ଶ୍ରମିକ

ବୌଦ୍ଧ: କର୍ଣ୍ଣାଟକ ରାଜ୍ୟ ବେଙ୍ଗାଲୁର ଗ୍ରାମାଞ୍ଚଳ ଜିଲ୍ଲାକୁ କାମ କରିବାକୁ ଯାଇ ବୌଦ୍ଧଜିଲ୍ଲା ଓ ନୂଆପଡା ଜିଲ୍ଲାର ୭ଜଣ ଶ୍ରମିକ ଅଟକି ରହିଥିବା ସୂଚନା ମିଳିଛି । ବେଙ୍ଗାଲୁର ଗ୍ରାମାଞ୍ଚଳ ଜିଲ୍ଲା ଅନ୍ତର୍ଗତ ହୋସାକୋଟ ବ୍ଲକ ଥିରୁମାଲାଶ୍ରୀତିହାଲି ଗ୍ରାମରେ ଥିବା ମହିନ୍ଦ୍ରା ଲଜିଷ୍ଟିକ
Read More...

ତାମିଲନାଡୁରୁ ଫେରିଲେ ୨୨ ଶ୍ରମିକ

ବୌଦ୍ଧ : ଆଜି ଭୋର ୫ଟା ବେଳେ ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଅଞ୍ଚଳର ତାମିଲନାଡୁ ଫେରନ୍ତା ୨୨ଜଣ ଶ୍ରମିକ ଜିଲ୍ଲାକୁ ଫେରିଥିବା ଜଣାପଡିଛି । ତାମିଲନାଡୁରୁ ସେମାନେ ଟ୍ରେନ ଯୋଗେ ଆସି ଏକ ବସ୍‌ରେ ବୌଦ୍ଧ ବସଷ୍ଟାଣ୍ଡ ଯାଏଁ ଆସିଥିଲେ । ତାଙ୍କ ସହିତ ବରଗଡ, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାର
Read More...

ରାଜ୍ୟରେ ସଂକ୍ରମିତ ସଂଖ୍ୟା ୭୦୦ ପାର୍‌, ୬୫ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟାରେ ବ୍ରେକ ଲାଗୁନି । ଆଜି ପୁଣି ୬୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୬୫ଜଣଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର ସର୍ବାଧିକ ୩୧ଥିବା ବେଳେ ଗଞ୍ଜାମରୁ ୧୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୩,
Read More...

ସୁଙ୍ଗୁଡା ସରପଞ୍ଚ ଅଧ୍ୟାଦେଶ ପ୍ରତ୍ୟାହାର କଲେ

ଚଣ୍ଡିଖୋଲ,: ବଡଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡା ପଞ୍ଚାୟତକୁ ସଟଡାଉନ ଘୋଷଣାକୁ ସରପଞ୍ଚ ଚାଚାଲିନ୍ ସ୍ୱାଇଁ ପ୍ରତ୍ୟାହାର କରିନେଇଛନ୍ତି । ସୁଙ୍ଗୁଡା ସରପଞ୍ଚଙ୍କର ଏହି ଘୋଷଣାକୁ ନେଇ ବଡଚଣା ବିଡିଓ ଗତକାଲି ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା । କୋଭିଡ-୧୯ ଆଇନ ଉଲ୍ଲଂଘନ
Read More...

ଆଜ୍ଞାମାଳ ଆସିଲା, ଚକରେ ଲାଗିଲା ଅଖ

ପୁରୀ : ଆଜି ପବିତ୍ର ଭଉଁରୀ । ଏହି ଦିବସରେ ପ୍ରଥା ଅନୁଯାୟୀ ତିନି ରଥର ଚକ ଡେରା ଅନୁକୂଳ ହୋଇଥାଏ । ତଦନୁସାରେ ଆଜି ତିନି ରଥଙ୍କର ଚକ ଡେରା ସଂପନ୍ନ ହୋଇଛି । ଆଜ୍ଞାମାଳ ଆସିବା ପରେ ଏହି ନୀତି ଆରମ୍ଭ ହୋଇଥିଲା । ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଦୁଇଟି ଲେଖାଏଁ ଏହିପରି ମୋଟ ୬ଟି ଚକ,
Read More...

ଦଇତାପତି ସେବକଙ୍କ ପାଇଁ କରୋନା ସଚେତନତା କାର୍ଯ୍ୟକ୍ରମ

ପୁରୀ : କରୋନା ସଂକ୍ରମଣରୁ ନିଜକୁ କିପରି ରକ୍ଷା କରିବ ସେ ନେଇ । ଦଇତାପତି ସେବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏ ନେଇ
Read More...

ଆଉ ୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : କରୋନା ପାଇଁ ଓଡିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରତିଦିନ ପୁଳାପୁଳା କରୋନା ପଜିଟିଭ ମିଳୁଥିବାରୁ ଏବଂ ଗୋଟିଏ ପରେ ଗୋଟିଏ ଜିଲ୍ଲା କରୋନା କବଳରେ କବଳିତ ହେଉଥିବାରୁ ଏହି ଭୟ ରାଜ୍ୟବାସୀଙ୍କୁ ମନରୁ ଛାଡି ନାହିଁ । ଏଭଳି ସ୍ଥିତିରେ ରାଜ୍ୟରେ କରୋନା ଆକ୍ରାନ୍ତ
Read More...

ଘନାଇଲା ବାତ୍ୟା ଭୟ : ଉତ୍ତର ଉପକୂଳ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବାତ୍ୟା ମାଡ ଆଶଙ୍କା

ଭୁବନେଶ୍ୱର : ସୃଷ୍ଟି ହୋଇଥିବା ଲଘୁଚାପ ଓ ଏହାର ଅବପାତ ରୂପ ଓଡିଶାରେ ବାତ୍ୟା ଭୟକୁ ଅଧିକ ଘନାଇଛି । ଉତ୍ତର ଓଡିଶା ଉପକୂଳ କିମ୍ବା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗରେ ବାତ୍ୟା ମାଡ ହେବା ଆଶଙ୍କା ଅଧିକ ଘନିଭୂତ ହୋଇଛି । ଭାରତୀୟ ପାଣିପାଗ ବିଭାଗ କେଉଁଠି ସ୍ଥଳ ଭାଗ ଛୁଇଁବ ତାହା ସ୍ପଷ୍ଟ
Read More...

ତାମିଲନାଡୁରୁ ଶ୍ରମିକଙ୍କୁ ଗଜପତି ଜିଲ୍ଲା ପ୍ରଶାସନ ରାୟଗଡା ଜିଲ୍ଲାରୁ ଆଣିଲା

ତାମିଲନାଡୁରେ କାର୍ଯ୍ୟରତ ଥିବା 28 ଜଣ ଶ୍ରମିକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ରାୟଗଡ଼ା ରେଲୱେ ଷ୍ଟେସନରେ ପହଞ୍ଚି ଥିଲେ।ସେମାନଙ୍କୁ ଆଣିବା ପାଇଁ ଗଜପତି ପ୍ରଶାସନ ତରଫରୁ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଦଳ ରାୟଗଡା ଷ୍ଟେସନରେ ମଧ୍ୟ
Read More...

ହୋମ କ୍ୱାରେଣ୍ଟାଇନ ଗଲେ ଆମ୍ବୁଲାନସ ଡ୍ରାଇଭର

ବୌଦ୍ଧ: ବୌଦ୍ଧ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଆମ୍ବୁଲାନ୍ସ ଡ୍ରାଇଭରକୁ ହୋମ କ୍ୱାରେଣ୍ଟାଇନକୁ ପଠାଯାଇଥିବା ଭଳି ଏକ ଘଟଣା ଘଟିଛି ବୌଦ୍ଧଜିଲ୍ଲାରେ । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ସରସରା ଗ୍ରାମକୁ ଗଞ୍ଜାମ ଜିଲ୍ଲାରୁ ୩ଜଣ ଲୋକ ବୁଧବାରଦିନ ଫେରିଥିବା ଖବରପାଇ ଜିଲ୍ଲା ମୁଖ୍ୟ
Read More...