Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କାଳବୈଶାଖୀର ତାଣ୍ଡବ, ଦୁଇ ପରିବାର ବେସାହାରା
ବୌଦ୍ଧ : ଦୁଇଦିନ ତଳେ ବୌଦ୍ଧ ବ୍ଲକ ଅଂଚଳରେ ମଧ୍ୟରାତ୍ର ସମୟରେ ଆସିଥିଲା କାଳବୈଶାଖୀ । ଏହି କାଳବୈଶାଖୀର ପ୍ରଭାବରେ ଦହ୍ୟା ହାଟପଦା ନିକଟରେ ଧର କରି ରହିଆସୁଥିବା ଚମରା କଟୁଆଳ ଓ ବିମ୍ବାଧର କଟୁଆଳଙ୍କ ପରିବାରକୁ ବେସାହାରା କରିଦେଇଛି । ସେମାନେ ପିଲାଛୁଆଙ୍କୁ ନେଇ ମୁଣ୍ଡ ଗୁଞ୍ଜୁଥିବା!-->…
Read More...
Read More...
ଅନ୍ତରଙ୍ଗ ଯୁବକ ସଂଘର ସଦସ୍ୟ ଆକାଶ ପ୍ରଧାନ କରୋନା ସଚେତନତା ସୃଷ୍ଟି କରୁଛନ୍ତି ଚିତ୍ର ଆଙ୍କି
ଅନ୍ତରଙ୍ଗ କନ୍ଧମାଳ ତରଫରୁ ବିଭିନ୍ନ ପଞ୍ଚାୟତରେ କାନ୍ଥରେ ଚିତ୍ର ଅଙ୍କନ କରି ସଚେତନତା ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ଅନ୍ତରଙ୍ଗ ଯୁବକ ସଂଘର ସଦସ୍ୟ ଆକାଶ ପ୍ରଧାନ ନିଜର ଅଭିଜ୍ଞତାକୁ ସଚେତନତା କାର୍ଯ୍ୟରେ ଲଗେଛନ୍ତି। ବିଭିନ୍ନ ପ୍ରକାରର ଭାଇରସ୍ ଚିତ୍ର ଅଙ୍କନ କରି!-->…
Read More...
Read More...
ବ୍ରିଜ କାମରେ ଅବ୍ୟବସ୍ଥା : ଲକ୍ଡ଼ାଉନ୍ ବେଳେ ଚାଲିଛି ନିମ୍ନମାନର ପୋଲ ନିର୍ମାଣ କାମ !
ଦେବଗଡ: ସାରା ଦେଶରେ କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ତାଲା ବନ୍ଦ ଅବଧିକୁ ମଇ ୧୭ ତାରିଖ ରାତି ପର୍ଯ୍ୟନ୍ତ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ସମଗ୍ର ଦେଶକୁ ଗ୍ରୀନ୍, ଅରେଞ୍ଜ ଓ ରେଡ ଜୋନରେ ବିଭକ୍ତି କରିଛନ୍ତି । ପରିବର୍ତ୍ତୀତ ନିର୍ଦ୍ଦେଶନାମା ଅନୁଯାୟୀ!-->…
Read More...
Read More...
ଘଣ୍ଟାଘଣ୍ଟା ଧରି କ୍ୱାରେଣ୍ଟାଇନ କେନ୍ଦ୍ର ବାରଣ୍ଡାରେ ବସିଲେ ବାହାରୁ ଆସିଥିବା ଲୋକେ
ବୌଦ୍ଧ: ଆମଜିଲ୍ଲାରେ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ କିଭଳି ରଖାଯାଉଛି ତାର ନଗ୍ନଚିତ୍ର ଆଜି ଦେଖିବାକୁ ମିଳିଛି ତିଲେଶ୍ୱରରେ । ଆନ୍ଧ୍ରପ୍ରଦେଶକୁ ଯାଇ ଲକଡାଉନରେ ଫସିଥିବା ଜଣେ ପୁରୁଷ ଓ ଜଣେ ମହିଳାଙ୍କ ସହିତ ତୀର୍ଥ କରିବାକୁ ଯାଇ ହରିଦ୍ୱାରରେ ଅଟକିଥିବା ୨ଜଣ!-->…
Read More...
Read More...
କରୋନା କାଳରେ ଜଳସଙ୍କଟ ଅସୁବିଧା ବଢାଉଛି
ସମ୍ବଲପୁର : କରୋନା ସ°କ୍ରମଣ ପ୍ରତିଷେଧ ପାଇଁ ଲକଡାଉନ ର ତୃତୀୟ ପର୍ଯ୍ୟାୟ କ୍ରମେ ବର୍ତ୍ତମାନ ସମସ୍ତେ ଏକ ପ୍ରକାରେ ମାନସିକ ଚାପରେ ରହିଛନ୍ତି । ଅନେକ ସ୍ଥାନରେ ଖାଦ୍ୟ ସ°କଟ ମଧ୍ୟ ଦେଖାଯିବାରୁ ସେଥି ପାଇଁ ପ୍ରଶାସନ ଓ ସ୍ବେଛାସେବୀ କାନ୍ଧରେ କାନ୍ଧ ମିଶାଇ ଚେଷ୍ଟା କରୁଛନ୍ତି । କିନ୍ତୁ!-->…
Read More...
Read More...
ବିଶ୍ୱ ରେଡ଼କ୍ରସ ଦିବସରେ ରକ୍ତଦାତା ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ମୁଖ୍ୟ ଚିକିତ୍ସା ଳୟ ପରିସର ରେ ଥିବା ରକ୍ତ ଭଣ୍ଡାର ରେ ଗଜପତି ଜିଲ୍ଲାର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବିଶ୍ୱ ରେଡ଼କ୍ରସ ଦିବସରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ!-->…
Read More...
Read More...
ଭଗବାନ ଭରସାରେ ଯାଆଁଳା ଭାଇ ଜଗାବଳିଆ
ବୌଦ୍ଧ : ବାପା ମା ନାଁ ଦେଇଥିଲେ ଜଗାବଳିଆ । ଯାଆଁଳା ପୁଅ ଦୁଇଟିକୁ କୋଳରେ ପାଇ ଦେଖିଥିଲେ ଅନେକ ସ୍ୱପ୍ନ । ଖୁସିରେ ହୋଇଥିଲେ ଆତ୍ମହରା । ଆସ୍ତେଆସ୍ତେ ବୟସ ବଢିବା ପରେ ବିଦ୍ୟାଳୟରେ ଖଡି ଛୁଆଁଇ ପାଠପଢା ଆରମ୍ଭ କରାଇଥିଲେ । ସବୁ ଠିକଠାକ୍ ଚାଲିଥିଲା । ପଞ୍ଚମଶ୍ରେଣୀ ଯାଏଁ ପାଠ ପଢି!-->…
Read More...
Read More...
ଠେଲାବାଲା ଓ ଚା ଦୋକାନୀଙ୍କୁ ଲକ୍ଡାଉନର ଛାଟ
ବୌଦ୍ଧ: ତୃତୀୟ ପର୍ଯ୍ୟାୟ ଲକ୍ଡାଉନକୁ ଆଉ ୮ଦିନ ଥିବାବେଳେ କେବେ କଟକଣା ସରିବ ସେଥିପାଇଁ ଦିନ ଗଣୁଛନ୍ତି ଠେଲାବାଲା ଓ ଚା ଦୋକାନୀ । ଅତି କମ୍ ପଇସା ବିନିଯୋଗ କରି ଠେଲାରେ ରାସ୍ତାପାଶ୍ୱର୍ରେ ଦୋକାନ ଖୋଲି ପରିବାର ପ୍ରତିପୋଷଣ କରିଥାନ୍ତି ଗରିବ ଲୋକମାନେ । ସେହିପରି ଚା, ପାନ ଦୋକାନଟିଏ!-->…
Read More...
Read More...
ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ବିଶ୍ୱ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ, ଲକଡାଉନରେ ମାଛଚାଷ କରି ଜୀବିକା ନିର୍ବାହ…
ଦେବଗଡ: ଲକଡାଉନ ସମୟରେ ଜୀବନ ଓ ଜୀବିକାର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି ରିଆମାଲ ବ୍ଲକ ଆଡସ ଗ୍ରାମପଂଚାୟତ ସିଆରିଆ ଗ୍ରାମର ବିଶ୍ୱ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ । କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ଲାଗୁ କରାଯାଇଥିବା ଲକଡାଉନର ସମସ୍ତ ନିୟମକୁ ଶୃଙ୍ଖଳାର ସହିତ ପାଳନ କରି!-->…
Read More...
Read More...
ରାଜ୍ୟରେ ପୁଣି ୧୭ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ହୁତୁହୁତୁ ହୋଇ ବଢିଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ପୁଣି ରାଜ୍ୟରେ ୧୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗଞ୍ଜାମରୁ ୧୨ଜଣ, ମୟୁରଭଞ୍ଜରୁ ୩, ସୁନ୍ଦରଗଡରୁ ଜଣେ ଓ ଭଦ୍ରକ ଜିଲ୍ଲାରୁ ଜଣେ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ!-->…
Read More...
Read More...