Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦାୟିତ୍ୱରେ ଅବହେଳା : ୨ ଏଏସ୍ଆଇ ନିଲମ୍ବିତ
ବୌଦ୍ଧ : କାର୍ଯ୍ୟରେ ଅବହେଳା ଅଭିଯୋଗରେ ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗର ଦୁଇଜଣ ଆସିଷ୍ଟାଣ୍ଟ ସବ୍ଇନିସପେକ୍ଟରଙ୍କୁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ନିଲମ୍ବନ କରିଛନ୍ତି । ମିଳିଥିବା ତଥ୍ୟ ଅନୁସାରେ ଅବକାରୀ ଆସିଷ୍ଟାଣ୍ଟ ସବଇନିସପେକ୍ଟର କିଶୋର ଚନ୍ଦ୍ର ନାଏକଙ୍କୁ ମନମୁଣ୍ଡା ଥାନାରେ!-->…
Read More...
Read More...
ଶ୍ରୀଲଙ୍କାରେ ହୋଇପାରେ ଆଇପିଏଲ
ମୁମ୍ବାଇ: ଭାରତରେ ଏବର୍ଷର ଆଇପିଏଲ ଟୁର୍ନାମେଣ୍ଟ ସ୍ଥଗିତ ରହିଛି । ଟୁର୍ନାମେଣ୍ଟ କେବେ ହେବ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ । ଏଭଳି ସ୍ଥିତିରେ ଶ୍ରୀଲଙ୍କା ତା\'ନିଜ ଦେଶରେ ଆଇପିଏଲ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡର ସଭାପତି ସମ୍ମି ସିଲଭା!-->…
Read More...
Read More...
ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ୫୦୦୦ ପ୍ରୋତ୍ସାହନ ରାଶି
ଭୁବନେଶ୍ୱର : ଲକ୍ଡାଉନ୍ ଯୋଗୁଁ ଶ୍ରୀମନ୍ଦିରକୁ ପର୍ଯ୍ୟଟକଙ୍କ ଯାତାୟତ ବନ୍ଦ ହେବା ପରେ ସେମାନଙ୍କ ହାତ ଖାଲି ରହିଥିଲା । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିରରେ କାର୍ଯ୍ୟ କରୁଥିବା ୨୧୩୦ଜଣ ସେବାୟତଙ୍କୁ ଜଣକା ପାଞ୍ଚ ହଜାର ଟଙ୍କା ଲେଖାଏଁ ଲକ୍ଡାଉନ୍ ପ୍ରୋତ୍ସାହନ!-->…
Read More...
Read More...
କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ନେଇ ପ୍ରଶାସନ ପକ୍ଷରୁ ଔପଚାରିକ ଘୋଷଣା
ସମ୍ବଲପୁର : ସମ୍ବଲପୁର କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ କରିବା ଉପରେ ଓଡ଼ିଶା ହାଇକୋର୍ଟ କୌଣସି ରହିତାଦେଶ ଦେବା ପାଇଁ ମନା କରିବା ପରେ ଜିଲ୍ଲା ପ୍ରଶାସନ ବିଗତ ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଆରମ୍ଭ କରିବା ବିଷୟରେ ଅଧିକୃତ ଘୋଷଣା କଲେ । ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି!-->…
Read More...
Read More...
ବିିସିସିବି କର୍ମଚାରୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନରେ ବିଳମ୍ବ ଅଭିଯୋଗ
ବୈାଦ୍ଧ: ବୌଦ୍ଧସମବାୟ କେନ୍ଦ୍ର ବ୍ୟାଙ୍କର କର୍ମଚାରୀମାନଙ୍କୁ ସେମାନଙ୍କର ଯଥାର୍ଥ ପ୍ରାପ୍ୟ ପାଇବାରୁ ବଞ୍ଚିତ କରାଯାଉଥିବାର ଅଭିଯୋଗ ଆଣିଛି ବିସିସିବି ୱାର୍କର ୟୁନିଅନ । ଏ ସଂପର୍କରେ ସଂଗଠନର ସଭାପତି ଦିଲ୍ଲୀପ କୁମାର ପ୍ରଧାନ ଏକ ଅଭିଯୋଗପତ୍ର ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ମୁଖ୍ୟ!-->…
Read More...
Read More...
ମହିମା ଧର୍ମର ପୂଣ୍ୟପୀଠ-ମହୁଲ ମୂଳ
ଓଡିଶାରୁ ସୃଷ୍ଟି ହୋଇଥିବା ମହିମା ଧର୍ମ ଆଜି ମଧ୍ୟ ବଞ୍ଚିରହିଛି । ଇଂରେଜମାନଙ୍କ ଶାସନ ସମୟରେ ଭାରତୀୟମାନଙ୍କ ଧାର୍ମିକ ବିଶ୍ୱାସରେ ଦ୍ୱନ୍ଦ ଉପୁଜିଥିବା ବେଳେ ନୀତିପୂର୍ଣ୍ଣ ବୈପ୍ଲବିକ ଗଣଧର୍ମ ମହିମା ଧର୍ମର ସୃଷ୍ଟି ହୋଇଥିଲା . ଏହି ଧର୍ମର ସଂସ୍ଥାପକ ମହିମା ଗୋସାଇଁ ୧୮୨୬ ମସିହାରେ!-->…
Read More...
Read More...
ମହିଳା ସ୍ବାସ୍ଥ୍ୟ କର୍ମୀ ପ୍ରିୟତମାଙ୍କ ମହାନତା
ପାରାଦୀପ :ବିଶ୍ୱରେ ମହାମାରୀ ରୂପ ନେଇଥିବା କରୋନା ଭାରତରେ ତାର କାୟା ବିସ୍ତାର କରିସାରିଥିବା ବେଳେ ଏହା କୁ ଦୃଷ୍ଟିରେ ରଖି ମାନ୍ୟବର ପ୍ରଧାନ ମନ୍ତ୍ରୀ ଦେଶକୁ ଲକ ଡାଉନ୍ ଘୋଷଣା କରିଛନ୍ତି ଏହି ଘଡି ସନ୍ଧି ମୁହୂର୍ତ୍ତ ରେ ଦେଶରେ ଆର୍ଥିକ ସଙ୍କଟ ସହ ବିଭିନ୍ନ ପ୍ରକାର ଅସୁବିଧା ମାନ ଦେଖା!-->…
Read More...
Read More...
୨୧ରେ ଭିଡ଼ିଓ କନଫରେନ୍ସିଂରେ ଅଂଶଗ୍ରହଣ କରିବେ ବାଚସ୍ପତି ଡ. ପାତ୍ର
ଭୁବନେଶ୍ୱର : ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଚଳିତ ମାସ ୨୧ ତାରିଖ ପୂର୍ବାହ୍ନ ୧୧ଟା ବେଳେ ଦେଶର ସମସ୍ତ ରାଜ୍ୟର ବାଚସ୍ପତିମାନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ । ଏହି ଆଲୋଚନାରେ ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଅଂଶଗ୍ରହଣ!-->…
Read More...
Read More...
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଦଳୀୟ ମୁଖ୍ୟାଳୟରେ ମାଲ୍ୟାର୍ପଣ
ପ୍ରବାଦ ପୁରୁଷ, ଭାରତ ବର୍ଷର ମୁକ୍ତି ଆନ୍ଦୋଳନର ଅନନ୍ୟ ଜନ ନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆଜି ନିରଡାମ୍ବର ଭାବେ ପାଳିତ ହୋଇ ଯାଇଛି। ବିଜୁ ବାବୁଙ୍କ ତୈଳ ଚିତ୍ରରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ!-->…
Read More...
Read More...
୫ ହଜାର ଯାଏ ଟେଷ୍ଟ କ୍ଷମତା ବଢ଼ାଇବ ଓଡ଼ିଶା
ଭୁବନେଶ୍ୱର : ଭୁବନେଶ୍ୱର ହଟ୍ସ୍ପଟ୍ ଜୋନରେ ଆସୁଥିବାରୁ ଏହାକୁ ଅଧିକ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଆଜି ମଧ୍ୟାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ରାଜଧାନୀରୁ ନମୂନା ସଂଗ୍ରହ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ୍ ହେବ ।!-->…
Read More...
Read More...