Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନିରୀକ୍ଷଣ ଦଳର ଗୃହ ପରିଦର୍ଶନ
କୋରନା ଭୁତାଣୁରୁ ଗଜପତି ଜିଲ୍ଲାକୁ ମୁକ୍ତ ରଖିବା ପାଇଁ ଜିଲ୍ଲା ରେ ଥିବା 136 ଜଣ ଏଏନଏମ୍ ଙ୍କ ନେତୃତ୍ୱରେ 136ଟି ନିରୀକ୍ଷକ ଦଳ ଗଠିତ ହୋଇଛି ଏହି କାର୍ଯ୍ୟରେ 2375 ଅଙ୍ଗନବାଡି କର୍ମୀ ଓ 1274 ଜଣ ଆଶା କର୍ମୀ ସହାୟତା କରୁଛନ୍ତି।ଗଠିତ ଦଳ ନିଜ ଅଞ୍ଚଳର ପ୍ରତ୍ୟେକ ଘରକୁ ଯାଇ ଲୋକଙ୍କ!-->…
Read More...
Read More...
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କରୋନା ସହାୟତା
ପାଟଣାଗଡ : ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ବାଦନ୍ୟ ବ୍ୟକ୍ତିମାନଙ୍କ ସହାୟତା ଧୀରେ ଧୀରେ ବଞି ଚାଲିଛି । ଆଜି ପାଟଣାଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ବିନୋଦ କୁମାର ଅଗ୍ରୱାଲ ୧୧ହଜାର, ଟିକୁ ଜୈନ ୫୧୦୦, ପ୍ରତୀକ୍ଷା ମହାସଂଘ ପାଟଣାଗଡ ୨ହଜାର, ଜୟ ମାଁ ଲକ୍ଷ୍ମୀ ଏସଏଚଜି ୧ ହଜାର, ମା!-->…
Read More...
Read More...
ପ୍ରଶାସନ ପାଇଁ ଗଣମାଧ୍ୟମ ହଠାତ ଅବାଂଛିତ କାହିଁକି ?
ସମ୍ବଲପୁର : ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇ ରାଜ୍ୟ ସରକାରଙ୍କ ସମସ୍ତ ସଫଳତା ଓ ଗୁଣଗାରିମା ବଖାଣିବା ପାଇଁ ଗଣମାଧ୍ୟମକୁ ବ୍ୟବହାର କରାଗଲା ତ ହଠାତ ଆଜି ସେହି ଗଣମାଧ୍ୟମକୁ ଅବା’ିତ କାହିଁକି କରିଦିଆଯାଇଛି କିଛି!-->…
Read More...
Read More...
ଗଜପତି ଜିଲ୍ଲା ମହିଳା ସ୍ବେଚ୍ଛାସେବୀ ସଙ୍ଗଠନ ତରଫରୁ ମାସ୍କ ଓ ସାନିଟାଇଜର ବଣ୍ଟନ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଏକ ନମ୍ବର ୱାଡ଼ରେ ରହୁଥିବା ସଫେଇ କର୍ମଚାରୀ ମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିବା ସହ ସେମାନଙ୍କୁ ଫୁଲ ମାଳ ଦେଇ ସଂମ୍ମାନୀତ କରିଥିଲେ । କରୋନା ଖାତିର ନ କରି ଯୋଦ୍ଧା ଭାବେ କାମ କରି ସଫେଇ କର୍ମଚାରୀ ମାନେ ନିଜର କର୍ତ୍ତବ୍ୟ!-->…
Read More...
Read More...
ଓଡିଶା ଫେରନ୍ତାଙ୍କ ପାଇଁ କାଲିଠୁ ପଞ୍ଜିକରଣ ହେବ ଆରମ୍ଭ
ଭୁବନେଶ୍ୱର : ଆସନ୍ତାକାଲିଠାରୁ ଓଡିଶା ଫେରନ୍ତାଙ୍କ ପାଇଁ ଅନଲାଇନ ପୋର୍ଟାଲର ପଞ୍ଜିକରଣ ଆରମ୍ଭ ହେବ । ଏହି ସରକାରୀ ପୋର୍ଟାଲ ବ୍ୟବହାର କରି ଓଡିଶା ବାହାରେ ରହୁଥିବା ପ୍ରବାସୀ ଓଡିଆମାନେ ପଞ୍ଜିକରଣ କରିବେ । କିମ୍ବା ପ୍ରବାସୀମାନଙ୍କ ଆତ୍ମୀୟମାନେ ଓଡିଶାରେ ଥାଇ ମଧ୍ୟ ପଞ୍ଜିକରଣ କରିପାରିବେ!-->…
Read More...
Read More...
ଗୁରୁବାର ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତି କାହିଁକି, ଜାଣନ୍ତୁ
ଆପଣ ଅନେକ ସମୟରେ ଲୋକଙ୍କଠାରୁ ଶୁଣିବାକୁ ପାଇଥିବେ ଯେ, ଗୁରୁବାର ଦିନ ହଳଦିଅ । ରଙ୍ଗର ପୋଷାକ ପରିଧାନ କରିବା ଉଚିତ୍ । କିନ୍ତୁ କ'ଣ ଆପଣ ଜାଣିଛନ୍ତି, ଏହି ରଙ୍ଗର ପୋଷାକ ଗୁରୁବାର ଦିନ କାହିଁକି ପିନ୍ଧାଯାଏ?ଖୁବ୍ କମ୍ ଲୋକ ଜାଣିଥିବେ ଯେ, ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନକୁ ଅଲଗା ଅଲଗା!-->…
Read More...
Read More...
ବାରହା ଆକ୍ରମଣରେ ଯୁବକ ଗୁରୁତର
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ମାଦାଗୁଡା ଗାଁ ରେ ଅଭାବନୀୟ ଘଟଣା । କାଜୁ ବଗିଚାରୁ କାମସାରି ଫେରିବା ବାଟରେ ବାରହା ଆକ୍ରମଣରେ ଯୁବକ ଗୁରୁତର । ସୂଚନା ପ୍ରକାରେ ମାଦାଗୁଡା ଗ୍ରାମର ରବି ମଲ୍ଲିକ ନାମକ ଜଣେ ଯୁବକ ନିକଟସ୍ଥ କାଜୁ ବଗିଚାରେ ବଗିଚା କାମସାରି ଫେରିବା ସମୟରେ ଏକ!-->…
Read More...
Read More...
ଜିଲ୍ଲା ସ୍କାଉଟ ଓ ଗାଇଡ଼ ପକ୍ଷରୁ କୋରନା ସଚେତନତା
ଗଜପତି ଜିଲ୍ଲା ସ୍କାଉଟ ଓ ଗାଇଡ଼ ପକ୍ଷରୁ ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ମାସ୍କ ବଣ୍ଟନ ଓ ପରିଛନ୍ନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଠାରୁ ଏହି ମାସ୍କ ବଣ୍ଟନ ଓ ପରିଛନ୍ନତା କାର୍ଯ୍ୟ ଜିଲ୍ଲାର
ସ୍କ।ଉଟ ଓ ଗାଇଡ଼ ତରଫରୁ ଆରମ୍ଭ!-->!-->!-->…
Read More...
Read More...
ଏଲ୍ଡିଏମ ଓ ପ୍ରଶାସନର ସ୍ୱତନ୍ତ୍ର ସମନ୍ୱୟ ବୈଠକ : ଚାଷୀଙ୍କୁ ଅଧିକରୁ ଅଧିକ ଋଣ ଯୋଗାଣ ଉପରେ ଗୁରୁତ୍ୱାରୋପ
ଭଦ୍ରକ : ନାମମାତ୍ର ଚାଷୀ, କ୍ଷୁଦ୍ର ଚାଷୀ, ଛତୁ, କୁକୁଡା ପାଳନ, ପଶୁପାଳନ ଆଦିଙ୍କ ନିମନ୍ତେ ସ୍ୱଳ୍ପକାଳୀନ ଋଣ ଯୋଗାଣ ନେଇ ଲିଡ ବ୍ୟାଙ୍କ ଓ ଜିଲ୍ଲା ପ୍ରଶାସନର ଲାଇନ ଡିପାର୍ଟମେଣ୍ଟର ଏକ ସମନ୍ୱୟ ବୈଠକ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ!-->…
Read More...
Read More...
ନିଖୋଜ ବିଧବା ମହିଳା ନିର୍ମଳାଙ୍କ ସନ୍ଧାନ ମିଳିଲା : ୭୨ ଦିନ ପରେ ମାଟିତଳୁ ଉଦ୍ଧାର ହେଲା ହାଡ କଙ୍କାଳ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା କୁମ୍ଭାରୀଗାଁ ପଂଚାୟତ ଅନ୍ତର୍ଗତ ଗୋବରକୁଟୀ ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ପଦାକୁ ଆସିଛି । ଗୋବରକୁଟୀ ଗ୍ରାମ ନିକଟ ଏକ ଜଙ୍ଗଲରେ ମାଟିତଳେ ପୋତା ଯାଇଥିବା ଏକ ମରଶରୀରର ହାଡ କଙ୍କାଳ ଉଦ୍ଧାର କରିଛି ପୋଲିସ୍ । ସୂଚନା ପ୍ରକାରେ!-->…
Read More...
Read More...