Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତି ଏସ୍ପିଙ୍କ ନିର୍ଦ୍ଦେଶ: ନୋ ମାସ୍କ୍, ନୋ ପେଟ୍ରୋଲ, ଡିଜେଲ୍
ପାରଳାଖେମୁଣ୍ଡି: କରୋନା ଆକ୍ରାନ୍ତରୁ ଲୋକଙ୍କୁ ସୁରକ୍ଷା ରଖିବା ପାଇଁ ଆଜିଠାରୁ ବାହାରକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ମାସ୍କ୍ ବ୍ୟବହାର କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ଗଜପତି ଜିଲ୍ଲାରେ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ପାଇଁ ଗଜପତି!-->…
Read More...
Read More...
ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରଦାମ ବୃଦ୍ଧିରେ ଅଙ୍କୁଶ ଲଗାଇବାକୁ ଦାବି
ବୌଦ୍ଧ : କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ସମସ୍ତ ଜିଲ୍ଲା ପ୍ରଶାସନ ମଧ୍ୟ ଲକଡାଉନ ଗାଇଡ୍ ଲାଇନକୁ ଜନସାଧାରଣ ପାଳନ କରିବା ପାଇଁ ବାରମ୍ବାର ଆହ୍ୱାନ ଦେବା ସହ ସଚେତନତା ସୃଷ୍ଟି କରିଚାଲିଛି । ଅମାନିଆ ଲୋକଙ୍କୁ ସବାଡ୍ କରିବା ପାଇଁ ପ୍ରଶାସନ ଓ ପୁଲିସ!-->…
Read More...
Read More...
ତ୍ରିପୂରା ରାଜ୍ୟରୁ ଆସିଥିବା ମିନାବଜାର କର୍ମଚାରୀଙ୍କୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ
ଓ ଆର ଡିଏ ବନବାସୀ କଳା ସାଂସ୍କୃତିକ ବିକାଶ ପରିଷଦ ଓ ବିଜୁ ଯୁବ ବାହିନୀ ଅନୁଷ୍ଟାନ ଟିକାବାଲି ରୟାଲ ଯୁବକ ସଂଘ ଟିିପାରିଗାଁ ଓ ଦଳଗୋବିନ୍ଦ ଯୁବକ ସଂଘ ଛତିଝାର ଙ୍କ ମିଳିତ ଉଦ୍ୟମ ସହିତ ସମାଜ ସେବୀ କ୍ରିଷ୍ଟା ଚନ୍ଦ୍ର ଦିଗାଲଙ୍କ ନେତୃତ୍ୱରେ ଟିକାବାଲି, ଛାତିଝାର ଓ ଆଖ ପାଖ ଗ୍ରାମରେ ଖାଦ୍ୟ!-->…
Read More...
Read More...
ମାନବିକତାର ମହତ୍ୱ ଦେଖାଇଲେ ସ୍ୱେଚ୍ଛାସେବୀ ପ୍ରିୟଦର୍ଶନୀ
ଫୁଲବାଣୀ :ସମ୍ପ୍ରତି ସମଗ୍ର ବିଶ୍ୱରେ ମହାମାରୀ କୋରୋନା କୋକୁଆ ଭୟ ସୃଷ୍ଟି କରିବା ସହ ଏହାର କାୟା ବିସ୍ତାର କରିଥିବା ବେଳେ ଏହାକୁ ରୋକିବା ପାଇଁ ଭାରତରେ ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା ହୋଇଛି । ସେହିପରି ଓଡ଼ିଶାରେ ଆଜି ଆଗାମୀ ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା ହୋଇଛି ।!-->…
Read More...
Read More...
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 6000 ଟଙ୍କାର ଚେକ ପ୍ରଦାନ କରିଛନ୍ତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପା ଙ୍କୁ ସାକ୍ଷାତ କରି ଗଜପତି ଜିଲ୍ଲା କୃଷକ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ କୋରନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଜନ କଲ୍ୟାଣ ନିମନ୍ତେ 6000 ଟଙ୍କାର ଚେକ ପ୍ରଦାନ!-->…
Read More...
Read More...
ସ୍କୁଲ ଫି’ ହ୍ରାସ କିମ୍ବା ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର: ଅପ୍ରେଲ୍ରୁ ଜୁନ୍ ସ୍କୁଲ ଫି' (ଦରମା) କମାଇବା କିମ୍ବା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇ ରାଜ୍ୟର ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି । କରୋନା ମହାମାରୀର!-->…
Read More...
Read More...
ପାରଳା ପୌରପରିଷଦ ପକ୍ଷରୁ ବୁଲା ଗାଈଗୋରୁ ଓ କୁକୁର ମାନଙ୍କୁ ଖାଦ୍ୟ ବଣ୍ଟନ
ଲକଡାଉନ ଯୋଗୁଁ ବୁଲା ଗାଈ ଗୋରୁ ଓ କୁକୁରମାନଙ୍କର ଖାଦ୍ୟ ପାଇବା କଷ୍ଟକର ହୋଇପଡିଛି ଏହି ଆଶଙ୍କା ଦୁର କରିବା ପାଇଁ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ବୁଲା ଗାଈ ଗୋରୁ ମାନଙ୍କୁ ପନିପରିବା ଓ କୁକୁର ମାନଙ୍କୁ ବିସ୍କୁଟ ପ୍ରଦାନ କରା ଯାଉଛି।ପାରଳା ପୌରପରିଷଦର କାର୍ଯ୍ୟ ନିର୍ବାହୀ!-->…
Read More...
Read More...
କୋଇଲା ଟ୍ରକ୍ ଜବତ ଘଟଣା : ପୁଲିସକୁ ସୂଚନା ଦେଇଥିବା ସନ୍ଦେହରେ ଆକ୍ରମଣ
ବୌଦ୍ଧ : ଗତ ବୁଧବାର ଦିନ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଂଚଳରୁ ଦୁଇଟି କୋଇଲା ବୋଝେଇ ଟ୍ରକ୍ ଜବତ ହୋଇ ଉଭୟ ଟ୍ରକର ଡ୍ରାଇଭର ଅଟକ ହେବା ମାମଲା ଭିନ୍ନ ମୋଡ ନେଇଛି । କୋଇଲା ଚୋରାଚାଲାଣ ହେଉଥିବା ସଂପର୍କରେ ପୁଲିସକୁ ସୂଚନା ଦେଇଥିବା ସନ୍ଦେହ କରି ବାଉଁଶୁଣୀ ଥାନା ସଂପର୍କରେ ପୁଲିସକୁ!-->…
Read More...
Read More...
ରାଜ୍ୟବାସୀଙ୍କୁ ଗଜପତି ମହାରାଜାଙ୍କ ବାର୍ତ୍ତା
ଭୁବନେଶ୍ୱର : ରଜ୍ୟାବାସୀଙ୍କ ଉଦ୍ଦେଶ୍ୟରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହଦେବ ବାର୍ତ୍ତା ଦେଇଛନ୍ତି । ରାଜ୍ୟ ସରକାର ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ସମୟକୁ ବୃଦ୍ଧି କରିଥିବାରୁ ଆମେ ସମସ୍ତେ ସମସ୍ତ ସରକାରୀ ନିୟମକୁ ମାନି ଚଳିବା । ଆନ୍ତରିକତା ସହ ଆମେ ଏହାକୁ ମାନିଲେ ପ୍ରଭୁ!-->…
Read More...
Read More...
ଶିତଳାପଲ୍ଲୀ କୋଭିଡ୍-୧୯ ହସ୍ପିଟାଲ ଲୋକାର୍ପିତ
ଭୁବନେଶ୍ୱର: ୨୦୦ ଶଯ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲା ଶିତଳାପଲ୍ଳୀ କୋଭିଡ୍-୧୯ ହସ୍ପିଟାଲ ଆଜି ଲୋକାର୍ପିତ ହୋଇଛି । ଟାଟାଷ୍ଟିଲ୍ ମେଡ଼ିକା ହସ୍ପିଟାଲକୁ ଗଂଜାମ ଜିଲ୍ଲପାଳ ଲୋକାର୍ପିତ କରିଥିଲେ । କରୋନା ପୀଡ଼ିତଙ୍କ ପାଇଁ ଆଜିଠାରୁ ଉତ୍ସର୍ଗିକୃତ ସେବା ଯୋଗାଇବେ । ଡାକ୍ତର, ସେବିକା, ଏଥିପାଇଁ!-->…
Read More...
Read More...