Browsing Category

ରାଜ୍ୟ

ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଫୋକସରେ ବୌଦ୍ଧ

ବୌଦ୍ଧ : ଚର୍ଚ୍ଚାରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । କନ୍ଧମାଳର ସାଂସଦଙ୍କୁ ପାର୍ଲାମେଣ୍ଟରେ ଏଭଳିଭାବେ ଦୃଢ ଉପସ୍ଥାପନା କରିବା ସଂସଦୀୟ ନିର୍ବାଚନ ମଣ୍ଡଳୀର ଲୋକେ ଦେଖିନଥିଲେ । ସେହିପରି ଦେଖିନଥିଲେ ପ୍ରାତଃ ଭ୍ରମଣରେ ପାଦରେ ଚାଲିଚାଲି ଯାଉଥିବା ତାଙ୍କ ସାଂସଦଙ୍କୁ ଯିଏକି
Read More...

କିଆକଟା ଅଞ୍ଚଳରେ ବନ୍ୟାଞ୍ଚଳ ବୁଲି ଦେଖିଲେ ଆଠମଲ୍ଲିକ ବିଧାୟକ

ଆଠମଲ୍ଲିକ : ଲଘୁଚାପ ପ୍ରଭାବରେ ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଚଳିତ ବର୍ଷର ପ୍ରଥମ ବନ୍ୟା ପରିସ୍ଥିତି ମହାନଦୀରେ ଦେଖାଦେଇଛି । ଆଠମଲ୍ଲିକ ବ୍ଲକ ବିଭିନ୍ନ ସ୍ଥାନରେ ବନ୍ୟା ଜଳ ପ୍ରବେଶ କରି ଜନଜୀବନ ନଷ୍ଟ କରିଛି । ଫଳସ୍ୱରୂପ କିଆକଟା ପଞ୍ଚାୟତ ଅନ୍ତର୍ଗତ ହଲେଇ ଗ୍ରାମରେ
Read More...

ବୁରଘାଟ ଶୈବପୀଠରେ କାଦପଡା ବୋଲବମ୍ କମିଟି ଦ୍ୱାରା ଜଳାଭିଷେକ

ଆଠମଲ୍ଲିକ : ଗତକାଲି ଥିଲା ପୂଣ୍ୟମାସ ଶ୍ରାବଣର ଶେଷ ସୋମବାର । ଏଇଥି ପାଇଁ ବାସୁଦେବପୁର ପଞ୍ଚାୟତ ଅନ୍ତର୍ଗତ ବୁରୁଘାଟ ଶୈବପୀଠ ଚଳଚଞ୍ଚଳ ହୋଇଉଠିଥିଲା । ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ କିଆକଟା ପଞ୍ଚାୟତ ଅନ୍ତର୍ଗତ କାଦପଡା ଗ୍ରାମର ବୋଲବମ୍ କମିଟି ଦ୍ୱାରା ବୁରଘାଟ ଶୈବପୀଠରେ ଜଳାଭିଷେକ
Read More...

ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

କଟକ: ଓଡିଶା ପୁଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଶ୍ରୀ ବିଜୟ କୁମାର ଶର୍ମା ଆଜି ପୂର୍ବାହ୍ନରେ କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଶର୍ମା ପୁଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବା ସହ ଉପସ୍ଥିତ ବରିଷ୍ଠ
Read More...

ମଙ୍ଗଳବାରରେ ହନୁମାନଙ୍କୁ ପୂଜା କରନ୍ତୁ

ମଙ୍ଗଳବାର ଭଗବାନ ହନୁମାନଙ୍କ ଦିନ । ଏହି ଦିନ କେତେକ ଲୋକ ବ୍ରତ ମଧ୍ୟ କରିଥାନ୍ତି । ମଙ୍ଗଳବାର ମଙ୍ଗଳ ଗ୍ରହକୁ ଶାନ୍ତ କରିବା ପାଇଁ ବିଭିନ୍ନ ପୂଜା ମଧ୍ୟ କରାଯାଇଥାଏ । କୁହାଯାଏ କି ଏହି ପୂଜା ଦ୍ୱାରା ଜମି ସମ୍ବନ୍ଧିତ କାର୍ଯ୍ୟରେ ବିଶେଷ ଲାଭ ମିଳିପାରେ ଏବଂ ଆପଣଙ୍କ ଉପରେ ପ୍ରଭୂ
Read More...

ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ : କନ୍ଧମାଳ ଜିଲ୍ଲାରେ ମସଲା କାରଖାନା ପ୍ରତିଷ୍ଠା କରିବ ଏମଡିଏଚ୍

ନୂଆଦିଲ୍ଲୀ : ଓଡ଼ିଶାର ସ୍ୱାର୍ଥ ଓ ବିକାଶ ପାଇଁ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ବିଭିନ୍ନ ସମୟରେ ଅଭିନବ ପ୍ରୟାସ କରି ଆସୁଛନ୍ତି । ଏହି ପ୍ରୟାସରେ ସେ ସଫଳତା ମଧ୍ୟ ଲାଭ କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟକୁ ପୂରଣ କରିବା କ୍ଷେତ୍ରରେ ମଧ୍ୟ ସେ ନିଷ୍ଠାର
Read More...

ଲଗାଣ ବର୍ଷାରେ ବେହାଲ୍ ବାଲିଗୁଡା

ବାଲିଗୁଡା : ସାରା ରାଜ୍ୟରେ ଲାଗିରହିଛି ବର୍ଷା । ଲଗାଣ ବର୍ଷାରେ ବେହାଲ୍ କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳ । ଲଗାଣ ବର୍ଷାରେ ବାଲିଗୁଡା ବ୍ଲକ୍ ବାଟାଗୁଡା ୫୯ନଂ ଜାତୀୟ ରାଜପଥର ଅସ୍ଥାୟୀ କଲଭର୍ଟ ଉପରେ ଚାଲିଛି ପାଣି । ଉଭୟ ପାର୍ଶ୍ଵରେ ଅଟକି ରହିଛି ଶହଶହ ଗାଡ଼ି । ସେପଟେ
Read More...

ଗଞ୍ଜେଇ ସହ ଚାଲାଣକାରୀଙ୍କୁ କାବୁ କଲା ପୁଲିସ

ଗଞେଇ ଚୋରା ଚାଲାଣବବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାରଖମା- ରେବିଙ୍ଗିଆ ରାସ୍ତା ଗ୍ୟାସ୍ ଡିପୋ ନିକଟରେ ବାଲିଗୁଡା ପୋଲିସ୍ ର ଚଢ଼ାଉ । ପୂର୍ବ ସୂଚନା ଅନୁଯାୟୀ ବାଲିଗୁଡା ଥାନା ଆଇଆଇସି ପ୍ରଶାନ୍ତ କୁମାର ବେହେରା ନିଜ ସହଯୋଗୀଙ୍କସହ ଅଚାନକ ଚଢ଼ାଉ କରିଛନ୍ତି । ଗୋଟିଏ ଟିଭିଏସ୍
Read More...

ଟ୍ରାନ୍‍ସଜେଣ୍ଡର ଅଧିକାର ସୁରକ୍ଷା ବିଲ୍‍-୨୦୧୯- ଟ୍ରାନ୍‍ସଜେଣ୍ଡରଙ୍କ ସମ୍ମାନର ବଞ୍ଚିବାର ଅଧିକାର ସୁନିଶ୍ଚିତ କରିବ:…

ଭୁବନେଶ୍ୱର: ଟ୍ରାନ୍‍ସଜେଣ୍ଡର (ଅଧିକାର ସୁରକ୍ଷା) ବିଲ୍‍-୨୦୧୯ ଟ୍ରାନ୍‍ସଜେଣ୍ଡରଙ୍କୁ ସମାଜରେ ଅନ୍ୟମାନଙ୍କ ଭଳି ସମ୍ମାନର ସହ ବଞ୍ଚିବାର ଅଧିକାର ସୁନିଶ୍ଚିତ କରିବ ବୋଲି ସାଂସଦ ଅଚ୍ୟୁତ ସାମନ୍ତ କହିଛନ୍ତି । ଆଜି ଲୋକସଭାରେ ଟ୍ରାନ୍‍ସଜେଣ୍ଡର (ଅଧିକାର ସୁରକ୍ଷା) ବିଲ୍‍ ୨୦୧୯ ଆଲୋଚନାରେ
Read More...

୬ରେ ଆଉ ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବହୀନ ହେବା ପରେ ଆସନ୍ତା ୬ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଯାହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଏହା ୭ ତାରିଖ ଯାଏଁ ଲାଗି ରହିବ
Read More...