Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୧୦ ଫୁଟ୍ ତଳକୁ ଖସିଲା ୧୦୮ ଆମ୍ବୁଲାନ୍ସ
ଭାରସାମ୍ୟ ହରାଇ ରାସ୍ତାରୁ ୧୦ ଫୁଟ୍ ତଳକୁ ଖସିଲା ୧୦୮ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ରୋଗୀ, ଡ୍ରାଇଭର ଓ କର୍ମଚାରୀ । ସୂଚନା ପ୍ରକାରେ ଆଜି ସକାଳୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରୁ ଜଣେ ରୋଗୀକୁ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ!-->!-->!-->…
Read More...
Read More...
କେନ୍ଦ୍ରର ଆଇକନିକ୍ ପର୍ଯ୍ୟଟନସ୍ଥଳୀ ତାଲିକା ପ୍ରସଂଗ : ସଂସଦରେ ଦାବି ଉଠାଇଲେ ଅଚ୍ୟୁତ ସାମନ୍ତ
ଭୁବନେଶ୍ୱର ,୧୯/୭(ସ୍ୱ.ପ୍ର): କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଆଇକନିକ୍ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡ଼ିଶାର ଗୋଟିଏ ହେଲେ ବି ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇ ନଥିବାରୁ ସେଥିନେଇ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନ!-->…
Read More...
Read More...
Scribe assaulted by police
Sambalpur- An on duty scribe Gunamani Biswal of Kalinga TV was assaulted by police inspector Kamal Lochan Panda in the forenoon today. This is another incident soon after Patkura, where angry Kendrapada SP raised his hand to slap a media!-->…
Read More...
Read More...
ପାଙ୍ଗାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୦ତମ ବନ ମୋହତ୍ସବ ପାଳନ
https://youtu.be/BuQP1-hMgZk
ବନ ବିଭାଗ ସହାୟତାରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ପାଙ୍ଗାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡାବର ବୈତରଣୀ ଇନିସିଏଟିଭ ଦ୍ୱାରା ଆୟୋଜିତ ୭୦ତମ ବନ ମୋହତ୍ସବ ପାଳନ ହୋଇଛି, ଏଥିରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ରୋପଣ!-->!-->!-->…
Read More...
Read More...
କ୍ରୀଡ଼ା ଓ ଆଦିବାସୀଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ କଲେ ଡଃ.ସାମନ୍ତ
ଭୁବନେଶ୍ୱର: କ୍ରୀଡ଼ା ଓ ଯୁବ ବ୍ୟାପାର ଭାରତ ପାଇଁ ଅନେକ ଗୁରୁତ୍ୱ ବହନ କରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ଓଡ଼ିଶା ଆଜି ଭାରତର କ୍ରୀଡ଼ା ରାଜଧାନୀ ହୋଇପାରିଛି ବୋଲି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ବୁଧବାର ସଂସଦର ବଜେଟ ଅଧିବେଶନ ଅବସରରେ ସୂଚନା ଦେଇଛନ୍ତି ।!-->…
Read More...
Read More...
ବର୍ଷା ଉଭାନ : କିଆକଟା ଅଞ୍ଚଳରେ ଗଜା ମରୁଡ଼ି ଆଶଙ୍କା
ଆଠମଲ୍ଲିକ : ଶ୍ରାବଣ ମାସରେ ବୈଶାଖର ତାତି । ଶ୍ରାବଣ ମାସକୁ କଥା କଥାରେ ସାଧାରଣତଃ ଧାରା ଶ୍ରାବଣ କୁହାଯାଏ ଅର୍ଥାତ୍ ଏହି ମାସଯାକ ବର୍ଷା ଲାଗି ରହେ । ଏଭଳି ସମୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ କିନ୍ତୁ ଭାଗ୍ୟର ବିଡମ୍ବନା ଯେ, ଓଡିଶାର ଏଭଳି କେତେକ ଅଂଚଳ ଅଛି ଯେଉଁଠି ବର୍ଷା ସମୟରେ!-->…
Read More...
Read More...
ବ୍ରହ୍ମପୁର ମେଡିକାଲ ପରିସରରେ ଗଛ କଟାକୁ ବିରୋଧ
ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ପରିସରରୁ ଗଛ କାଟିବା ପାଇଁ ପୂର୍ତ୍ତ ବିଭାଗ ଓ ବନବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶକୁ ବ୍ରହ୍ମପୁରବାସୀ ସହ୍ୟ କରିପାରିନାହାନ୍ତି। ମେଡିକାଲ ପରିସରରୁ ରବିବାର ଗଛକଟା ଆରମ୍ଭ ହେବା ପରେ ବ୍ରହ୍ମପୁରବାସୀ ଅଧିକାରୀମାନଙ୍କୁ ଘେରିଛନ୍ତି।!-->…
Read More...
Read More...
ସମସ୍ତଙ୍କୁ କନ୍ଦେଇ ଚାଲିଗଲେ ସଲିଲ
ଭୁବନେଶ୍ୱର : ହସେଇ ହସେଇ ବେଦମ୍ କରୁଥିବା ସଲିଲ ଶେଷରେ ସମସ୍ତଙ୍କୁ ଦୁଃଖର ସାଗରରେ ଭସେଇ ଚାଲିଗଲେ ଆରପାରିକୁ। ହଜାରେ ଦୁଃଖରେ ଥିଲେ ମଧ୍ୟ ଯାହାଙ୍କ ଅଭିନୟ ସମସ୍ତଙ୍କୁ ହସାଇ ଦେଉଥିଲା ସେ ଆଜି ସମସ୍ତଙ୍କ ଆଖିରେ ଲୁହ ଭରିଦେଲେ। ଦୁର୍ଘଟଣାରେ ଆହତ ହୋଇ କିମ୍ସ ହସ୍ପିଟାଲ୍ରେ ଚିକିତ୍ସିତ!-->…
Read More...
Read More...
ମହାବାତ୍ୟା “ଫନି” ଯୋଗୁଁ ସମ୍ବଲପୁରରେ ବର୍ଷାର ସମ୍ଭାବନା
ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ହେଲା
ସମ୍ବଲପୁର, ବଙ୍ଗୋପସାଗରରେ ଘନୀଭୂତ ମହାବାତ୍ୟା "ଫନି"ର ପ୍ରଭାବ ସ୍ବରୂପ ସମ୍ବଲପୁରରେ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ଆଲର୍ଟ ଅନୁସାରେ ଏଠାରେ ପାଗ କୋହଲା ରହିବା ସହିତ ସାମାନ୍ୟ ବର୍ଷା ର ଆଶଙ୍କା କରାଯାଉଛି । ଅବଶ୍ୟ ଏହି!-->!-->!-->…
Read More...
Read More...
ଭିମସାରରେ ଏକାଡେମିକ ସମ୍ପାନ ଆୟୋଜିତ
ସମ୍ବଲପୁର, ଏଠାକାର ପ୍ରସିଦ୍ଧ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ଓ ଗବେଷଣା ଅନୁଷ୍ଠାନ (ଭିମସାର) ରେ ଚିକିତ୍ସା ଅଧ୍ୟାପନାର ଅଗ୍ରଗତି ପାଇଁ ଚିକିତ୍ସା ଅଧ୍ୟାପକମାନଙ୍କୁ ନେଇ ଏକ ଉଚ୍ଚଶିକ୍ଷଣୀୟ ସମ୍ପାନ ଆୟୋଜିତ ହୋଇଥିଲା ଏବଂ ଏଥିରେ ବହୁ ସଂଖ୍ୟକ ଚିକିତ୍ସା ଅଧ୍ୟାପକମାନେ ସାମିଲ ହୋଇଥିଲେ ।!-->…
Read More...
Read More...