Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୋଲେରୋ ଗାଡି ସହ ୧୦୪ କେଜି ଗଞ୍ଜେଇ ଜବତ
ହରଭଙ୍ଗା : ହରଭଙ୍ଗା ବ୍ଲକ ନୂଆପଡା ଜଙ୍ଗଲରୁ ବୋଲେରୋ ଗାଡି ସହ ୧୦୪ କେଜି ଗଂଜେଇ ଜବତ କରାଯାଇଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୋମବାର ରାତି ୭ଟା ରେ ସୂଚନା ଜାରି କରାଯାଇଛି । ବୌଦ୍ଧ ସଦର ଥାନା ଅନ୍ତର୍ଗତ ନୂଆପଡା ଡ୍ୟାମ ନିକଟସ୍ଥ ଜଙ୍ଗଲରୁ ୧୦୪ କେଜି ଗଂଜେଇ ଜବତ କରାଯାଇଛି । ଏହା ସହ!-->…
Read More...
Read More...
ମଣ୍ଡିରେ ଧାନ ନ ଉଠିବା ପ୍ରତିବାଦରେ ରାସ୍ତାରୋକ
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ମଣ୍ଡିରେ ଅବ୍ୟବସ୍ଥା ଓ ଧାନ କିଣା ଯାଉ ନ ଥିବା ଅଭିଯୋଗ ନେଇ ଚାଷୀ ଏବଂ ବିଜେପି କାର୍ମକର୍ତ୍ତାଙ୍କ ପକ୍ଷରୁ ରାସ୍ତାରେ ଧାନ ବସ୍ତା ରଖି ରାସ୍ତାରୋକ କରାଯାଇଛି । ଦୀର୍ଘ ଦିନ ଧରି ଚାଷୀ ମଣ୍ଡିକୁ ଧାନ ଆଣି ୧୫୦୦ ପକେଟରୁ!-->…
Read More...
Read More...
ଜିଲ୍ଲା ମତ୍ସ୍ୟ ବିଭାଗ ଦ୍ୱାରା ନିର୍ମିତ ମତ୍ସ୍ୟ ଅବତରଣ କେନ୍ଦ୍ର ଉଦଘାଟିତ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ଅନ୍ତର୍ଗତ ହରଭଙ୍ଗୀ ଜଳଭଣ୍ଡାରରେ ନିର୍ଭର କରୁଥିବା ହରଭଙ୍ଗୀ ଆଦିବାସି ପ୍ରାଥମିକ ସମବାୟ ସମିତିର ସଭ୍ୟମାନଙ୍କ ନିମନ୍ତେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗ ଦ୍ୱାରା ନିର୍ମିତ ଅବତରଣ କେନ୍ଦ୍ରକୁ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଦ୍ୱାରା!-->…
Read More...
Read More...
ମୋବାଇଲ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ
ହରଭଙ୍ଗା : ମୋବାଇଲ ବିସ୍ଫୋରଣରେ ଘରେ ନିଆଁ ଲାଗି ଆସବାବପତ୍ର ସହ ନଗଦ ଟଙ୍କା ପୋଡ଼ି । ସୌଭାଗ୍ୟବଶତଃ ଆଠ ମାସର ଶିଶୁ ସହିତ ଦୁଇ ବାପା, ମାଆ ବର୍ତ୍ତିଲେ ଅଳ୍ପକେ । ସୂଚନା ଅନୁସାରେ ହରଭଙ୍ଗା ବ୍ଲକ ପୁରୁଣାକଟକ ବଜାରର ବ୍ୟବସାୟୀ ପ୍ରଦୀପ କୁମାର ସାହୁ ଘରେ ମୋବାଇଲ ଚାର୍ଜ ବସାଇ ଗାଧୋଇବାକୁ!-->…
Read More...
Read More...
ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଶଙ୍କର ମହାଦେବନ
ପୁରୀ : ବଲିଉଡର ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଶଙ୍କର ମହାଦେବନ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶଙ୍କର ମହାଦେବନ ପ୍ରଥମେ ପ୍ରଭୁ ପତିତପାବନଙ୍କୁ ପ୍ରଣାମ କରି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ଶ୍ରୀମନ୍ଦିର ରତ୍ନ ସିଂହାସନରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ!-->…
Read More...
Read More...
ମା’ ଭଟ୍ଟାରିକାଙ୍କ ପୀଠର ଉନ୍ନତି ପାଇଁ ବଡମ୍ବା-ନରସିଂହପୁର-ଖଣ୍ଡପଡା ରେଳ ପ୍ରକଳ୍ପ ଖୁବ୍ଶୀଘ୍ର: ରେଳମନ୍ତ୍ରୀ
କଟକ: ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକା ଓ ଚମ୍ପେଶ୍ୱର ସ୍ଥିତ ଚମ୍ପାନାଥଙ୍କ ପୀଠର ଉନ୍ନତି ସହ ବଡମ୍ବା-ନରସିଂହପୁର- ଖଣ୍ଡପଡା ରେଳ ସଂଯୋଗ ଖୁବ୍ ଶୀଘ୍ର ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରକାଶ କରିଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର!-->…
Read More...
Read More...
କଟକରୁ ନିର୍ବାଚନ ଲଢ଼ିବେ କି ରେଳମନ୍ତ୍ରୀ, ଏମିତି କହିଲେ ଅଶ୍ୱିନୀ ବୈଷ୍ଣବ
କଟକ: ପାଖେଇଲାଣି ନିର୍ବାଚନ । ସଜବାଜ ହେଲେଣି ସମସ୍ତେ । ନେତାଏ ପାଗ ଭିଡ଼ିଲେଣି ।ଖାସ୍ କରି କଟକ ଲୋକସଭା ନିର୍ବାଚନ ମଣ୍ଡଳୀକୁ ନେଇ ଯେଉଁ କଥା ଶୁଣିବାକୁ ମିଳୁଛି, ସେଥିରେ ବିଜେପି କର୍ମୀ ଓ ସଙ୍ଗଠନ ଉତ୍ସାହିତ ।ଚର୍ଚ୍ଚା ହେଉଛି, କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ଅଶ୍ୱିନୀ!-->…
Read More...
Read More...
ଶ୍ରୀମନ୍ଦିରରେ ପୁଣି ପ୍ରବେଶ କଲେ ବିଦେଶୀ
ପୁରୀ : ଶ୍ରୀ ମନ୍ଦିର ଭିତରେ ପୁଣି ପ୍ରବେଶ କଲେ ଜଣେ ବିଦେଶୀ । ଯାହାକୁ ନେଇ ସେବାୟତ ଓ ଭକ୍ତ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ସୂଚନା ଅନୁଯାଇ ଆଜି ଜଣେ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିର ଭିତରୁ ବାହାରିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା । ଉକ୍ତବିଦେଶୀ ପର୍ଯ୍ୟଟକ ଜଣଙ୍କ!-->…
Read More...
Read More...
ମହାପ୍ରଭୁଙ୍କୁ ଦର୍ଶନ କଲେ ଗୋଆ ମୁଖ୍ୟମନ୍ତ୍ରୀ
ପୁରୀ: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତ । ଦୀର୍ଘ ବର୍ଷ ପରେ ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍ ଖୁସି ଅନୁଭବ କରିଥିବା ପ୍ରତିକ୍ରିୟାରେ କହିଛନ୍ତି । ତେବେ ଆଜାଦି କି ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଖିଥିବା!-->…
Read More...
Read More...
କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୪ ଦ୍ୱିତୀୟ ଦିବସର ସାଂସ୍କୃତିକ ସଂଧ୍ୟା
ଫୁଲବାଣୀ : କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୪ ଦ୍ୱିତୀୟ ଦିବସର ସାଂସ୍କୃତିକ ସଂଧ୍ୟାର କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ଅବ୍ୟବହିତ ପୂର୍ବରୁ ଛାତ୍ରଛାତ୍ରୀ ଓ ମହିଳା ମାନଙ୍କ ମଧ୍ୟରେ କେତେ ଗୁଡ଼ିଏ ପ୍ରତିଯୋଗିତା କରାଯାଇଥିଲା । ସେଥିମଧ୍ୟରୁ ସୁନ୍ଦର!-->…
Read More...
Read More...