Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟସଭା ସାଂସଦଙ୍କ ଦ୍ୱାରା ଶ୍ରମିକ ଭବନ ଭୂମିପୂଜନ ଓ ମା ପାଟଣେଶ୍ୱରୀ କଲେଜ ପରିଦର୍ଶନ
ପାଟଣାଗଡ : ପାଟଣାଗଡ଼ ସ୍ଥାନୀୟ ଗଡ଼ଭିତର ବିଶ୍ୱକର୍ମା ମନ୍ଦିର ପାଖରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ତାଙ୍କ ରାଜ୍ୟସଭା ସାଂସଦ ପାଣ୍ଠିରୁ ଶ୍ରମିକ ଭବନର ଭୂମିପୂଜନ କରିଛନ୍ତି । ଏହି ଶ୍ରମିକ ଭବନ ପାଞ୍ଚ ଲକ୍ଷ ଅଟକଳରେ ନିର୍ମାଣ ହେବ । ଏହା ନିର୍ମାଣ ହେଲେ ଶ୍ରମିକମାନେ ସୁବିଧାରେ ସଭା!-->…
Read More...
Read More...
ଗଜପତି ସ୍ମରଣିକା କମିଟିର ପ୍ରଥମ ବୈଠକ
ପାରଳାଖେମୁଣ୍ଡି : ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ମରଣିକା କମିଟିର ଅଧ୍ୟକ୍ଷ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି । ଏହି ପରିପ୍ରେକ୍ଷୀରେ ସ୍ମରଣିକାର ବଜେଟ୍!-->…
Read More...
Read More...
ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ସମିତି ସଭ୍ୟଙ୍କ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ମେଣ୍ଟ୍ରୀ ପଞ୍ଚାୟତର ସମସ୍ତ ୧୧ ଗୋଟି ୱାର୍ଡର ସଭ୍ୟ ସଭ୍ୟା ଓ ନାଏବ ସରପଞ୍ଚ ଉପସ୍ଥିତ ରହି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି!-->…
Read More...
Read More...
ପାରିବାରିକ କହଳର କରୁଣ ପରିଣତି,ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
ଦାନଗଦୀ : କଳିଙ୍ଗନଗର ଥାନା ଅନ୍ତର୍ଗତ ବାରଗାଡିଆ ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଖବର ମୁତାବକ ବାରଗାଡିଆ ଗ୍ରାମର ପ୍ରଫୁଲ୍ଲ ସାହୁଙ୍କ ବାସ ଗୃହ ମଧ୍ୟରେ ତାଙ୍କ ସ୍ତ୍ରୀ କୁନି ସାହୁ(୪୫)ଙ୍କର ମୃତ୍ୟୁ ହୋଇଛି । କଳିଙ୍ଗନଗର ପୋଲିସ ସୂଚନା ପାଇ!-->…
Read More...
Read More...
ଦୁଇ ଶିଶୁଙ୍କୁ ସାବତ ମା’ର ଅମାନୁଷିକ ଆକ୍ରମଣ ଘଟଣା;ଜେଲ୍ ଗଲେ ଅଭିଯୁକ୍ତ ମା’ ଓ ବାପ
ଆଠଗଡ଼:ଆଠଗଡ ସହର ଉପକଣ୍ଠ ଷୋଳଘରିଆ ଗ୍ରାମରେ ଦୁଇ ନାବାଳକ ଶିଶୁଙ୍କୁ ହୋଇଥିବା ଅମାନୁଷିକ ତଥା ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଅଭିଯୁକ୍ତ ସାବତ ମା' ପୁଷ୍ପଲତା ଶତପଥି ଓ ବାପା ସୁନିଲ ନନ୍ଦଙ୍କୁ ଗିରଫ କରି ଆଠଗଡ କୋର୍ଟକୁ ଚାଲାଣ କରିଥିଲା । କୋର୍ଟରେ ତାଙ୍କର ଜାମିନ ନ ହେବାରୁ ତାଙ୍କୁ!-->…
Read More...
Read More...
ଗଜପତିକୁ ମରୁଡି ପ୍ରଭାବିତ ଜିଲ୍ଲା ଘୋଷଣା ପାଇଁ ବିଧାୟକଙ୍କ ଚିଠି
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରୁ ପ୍ରାୟ ଗତ ଦୁଇ ମାସ ହେଲାଣି ବର୍ଷା ହଜିଯାଇଥିବା ଯୋଗୁଁ ଚାଷୀ ଓ ଚାଷ ଅବସ୍ଥା ଚିନ୍ତାଜନକ । ଜିଲ୍ଲାର ମୁଖ୍ୟତଃ କାଶୀନଗର, ଗୋଷାଣୀ, ଗୁମା ବ୍ଲକରେ ଚାଷୀ ଧାନ ଚାଷ କରୁଥିବା ବେଳେ ଏଠାରେ କୌଣସି ବଡ଼ ଜଳ ଉତ୍ସ ନଥିବା ଯୋଗୁଁ ଚାଷୀ ସବୁବେଳେ ବର୍ଷା ଜଳକୁ!-->…
Read More...
Read More...
ଲାଞ୍ଚୁଆ ଅଭିଯୁକ୍ତକୁ ୪ ବର୍ଷ ଜେଲ୍
ଫୁଲବାଣୀ: ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ଏକ ଲାଞ୍ଚ ନେବା ମାମଲାର ବିଚାରଣ କରି ମାମଲାର ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ମାର୍କଫେଡର ପୂର୍ବତନ ଏରିଆ ମ୍ୟାନେଜର ଦାୟିତ୍ୱରେ ଥିବା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ବେଣୁପୁର ଗ୍ରାମର ଭୁବନ!-->…
Read More...
Read More...
ବାଞ୍ଜିଝାଲ ଗାଁରେ ୨୧ ତମ ଗଜଲକ୍ଷ୍ମୀ ପୂଜା ସମ୍ପନ୍ନ
ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଳକ କେରବେଡା ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିଝାଲ ଗ୍ରାମର କମିଟି ତଥା ଗ୍ରାମବାସୀ ପକ୍ଷରୁ ୨୧ ତମ ମାଁ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡମ୍ବର ସହ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହୋଇଯାଇଛି । ଅକ୍ଟୋବର ୨୭ ରୁ ୩୧ ତାରିଖ ପର୍ଯ୍ୟନ୍ତ ୪ ଦିନଧରି ଅନୁଷ୍ଠିତ!-->…
Read More...
Read More...
ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ନୀଳାଦ୍ରିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଅବସର ନେଇଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ଦାସ । ସେ ୧୯୯୦ ମସିହାରୁ ଶିକ୍ଷକତା ଜୀବନର ଆରମ୍ଭ କରିଥିଲେ । ଆଜି ସମୟରେ ଅନ୍ତରାଳରେ କାର୍ଯ୍ୟ ଅକ୍ଷତାର ଅନ୍ତିମ ପରିଣତି ହେଉଛି ଅବସର । ନୀଳାଦ୍ରିପୁର!-->…
Read More...
Read More...
ଖଇନି ବ୍ୟବସାୟୀଙ୍କ ଘରେ ଜିଏସଟି ଚଢାଉ
ଆଠଗଡ଼:କଟକ ଜିଲ୍ଲା ବଡମ୍ବା ବ୍ଲକର ବେଲିଆପାଳ ଗ୍ରାମରେ ୩ ଜଣ ଖଇନି ବ୍ୟବସାୟୀଙ୍କ ଘରେ ଜିଏସଟି ଚଢାଉ କରିଛି। ଟିକସ ଫାଙ୍କିବା ଅଭିଯୋଗରେ ଭୁବନେଶ୍ୱର ଜିଏସଟି କମିଶନର ଅଶୋକ ଜେନା ୧୫ ଜଣିଆ ଟିମ୍ ସହ ପୋଲିସ ଅଧିକାରୀଙ୍କୁ ନେଇ ଚଢାଉ କରିଥିଲେ। ବେଲିଆପାଳରେ ବେଆଇନ କାର୍ଯ୍ୟ ଚଳାଉଥିବା ମା'!-->…
Read More...
Read More...