Browsing Category

ରାଜ୍ୟ

ଛାତ୍ରଛାତ୍ରୀମାନଙ୍କ ପାଇଁ ରେଡକ୍ରସ ଉପଦେୟତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ନୂଆଗାଁ : ନୂଆଗାଁ ସଦର ମହକୁମାରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ରେଡ କ୍ରସ ଅନୁକୂଲ୍ୟରେ ରେଡକ୍ରସ ଉପଦେୟତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ +୨ ପ୍ରଥମ ବର୍ଷରେ ନାମଲେଖାଇ ଥିବା ଛାତ୍ରଛାତ୍ରୀଙ୍କୁ ରେଡକ୍ରସର ଉପଦେୟତା ସମ୍ବନ୍ଧରେ ଅବଗତ କରାଇବା
Read More...

ଉତ୍ସବ ମୁଖର ସୁବର୍ଣ୍ଣପୁରର ଅଷ୍ଟଚଣ୍ଡୀଙ୍କ ପୀଠ, ତାରା ବେଶରେ ଦର୍ଶନ ଦେଉଛନ୍ତି ମା’ ସୁରେଶ୍ୱରୀ

ସୁବର୍ଣ୍ଣପୁର : ସୋନପୁରର ଇଷ୍ଟ ଦେବୀ ମା' ସୁରେଶ୍ୱରୀଙ୍କ ପୀଠରେ ଷୋଡଶ ଉପଚାର ପୂଜା ଚାଲୁ ରହିଥିବା ବେଳେ ଆଜି ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ହୋଇଥିବା ବେଳେ ଆଜି ତାରା ବେଶରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମନ୍ଦିରରେ ନବଦିନ ବ୍ୟାପୀ ଚଣ୍ଡୀ
Read More...

ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ୫୭ ୟୁନିଟ ରକ୍ତ ସଂଗ୍ରହ

ପାଟଣାଗଡ଼ : ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିନ ଉପଲକ୍ଷେ ପାଟଣାଗଡ଼ ବିଜୁ ପରିବାର ପକ୍ଷରୁ ବେଲପଡା ନବୀନ ମେହେର ଧର୍ମଶାଳାଠାରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ ରକ୍ତଦାନ
Read More...

ପୋଖରୀରେ ବୁଡି ଶିଶୁ ମୃତ

ଚମ୍ପୁଆ:ପଡୋଶୀ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଶିଶୁ ଝାଡ଼ଖଣ୍ଡ ରାଜ୍ୟର ଖୁଣ୍ଟିଆପଦା ମାମୁଁଘରକୁ ଆସି ସେଠାରୁ ନିକଟସ୍ଥ ଗୁଣୁଗାଁ ନିଜ ପିଉସୀ ଘରକୁ ମାଆ ସହିତ ବୁଲିବାକୁ ଆସିଥିବା ଶିଶୁ ସାଇ ରଞ୍ଜନ ନାଏକ(୪) ପିତା ଜଗନ୍ନାଥ ନାଏକ କୌଣସି କାରଣବଶତଃ ପାଣିରେ ବୁଡି ମୃତ୍ୟୁ ହୋଇଯାଇଥିବା
Read More...

ବିଜେଡିରେ ସାମିଲ ହେଲେ ଚିଲିକା ନିର୍ବାଚନମଣ୍ଡଳୀର ବିଜେପି କର୍ମକର୍ତ୍ତା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଓ ଏନଏସିର ବିଜେପି କର୍ମକର୍ତ୍ତା ଏବଂ କର୍ମୀ ଆଜି ଶଙ୍ଖଭବନ ଠାରେ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଦଳରେ
Read More...

୫୦ ଫୁଟ ତଳକୁ ଖସିଲା ଗାଡି

ହରଭଙ୍ଗା :୫୦ ଫୁଟ ସେତୁ ତଳକୁ ଖସିଲା ମ୍ୟାକ୍ସ ପିକଅପ । ଘଟଣା ସ୍ଥଳରେ ଜଣେ ବ୍ଯକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଜଣେ ଗୁରୁତର ଭାବେ ଆହାତ ହୋଇଛନ୍ତି । ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାଇ ସୋମବାର ବୌଦ୍ଧ
Read More...

୭୮ ବର୍ଷରେ ପଦାର୍ପଣ କଲେ ନବୀନ, ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ।ଆଜି ମୁଖ୍ୟମନ୍ତ୍ରୀଙ୍କୁ ୭୭ ବର୍ଷ ପୂରି ୭୮ ଚାଲିଲା । ଭଉଣୀ ଗୀତା ମେହେଟାଙ୍କ ମୃତ୍ୟୁ ହୋଇଥିବା କାରଣରୁ ଏଥର ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ । ଯେଉଁଥିପାଇଁ ସେ ନବୀନ ନିବାସ ନ ଆସିବା ପାଇଁ ନିଜ ଶୁଭେଚ୍ଛୁମାନଙ୍କୁ ଅନୁରୋଧ
Read More...

ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

ପୁରୀ : ପିପିଲିର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ହୋଇଛି । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୭୩ ବର୍ଷ ବୟସରେ ପରଲୋକ ହୋଇଛି । ସ୍ୱର୍ଗତ ଯୁଧିଷ୍ଠିର ସାମନ୍ତରାୟ ୧୯୯୫ ରୁ ୨୦୦୦ ମସିହା ଯାଏ କଂଗ୍ରେସ ଦଳ ର
Read More...

ଆଦର୍ଶ ବିଦ୍ୟାଳୟ ପାଚିକା ମାନଙ୍କ ବେତନ ବୃଦ୍ଧି ଦାବି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଚିକାମାନଙ୍କ ବେତନ ବୃଦ୍ଧି ସମ୍ବନ୍ଧରେ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଁ ଭଣ୍ଡାର ଘରଣୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଚିକା ସଂଘ ପକ୍ଷରୁ ଏହି ସଭାରେ ସଂଘର ଅଧ୍ୟକ୍ଷା ଗୁରୁବାରି ପୂଜାରୀ
Read More...

ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦର ଜିଲାସ୍ତରୀୟ ପ୍ରତିଯୋଗିତା

ପୁରୀ : ପୁରୀର ସଂସ୍କୃତିକ ତଥା ସାମାଜିକ ଅନୁଷ୍ଟାନ ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ଚଳିତ ମାସ ୨୮ ଏବଂ ୨୯ ତାରିଖ ଦୁଇଦିନ ଧରି ପୁରୀ ସ୍ୱର୍ଣ୍ଣାଭ ବେଳାଭୂମୀ ଠାରେ ୪୪ ତମ କୁମାର ଉତ୍ସବ ପାଳନ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରରୁ କଳାକାର
Read More...