Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଯୁବ ଦିବସ ପାଳିତ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ନ୍ୟାସନାଲ କଲେଜ ଠାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଯୁବ ଦିବସ ପାଳିତ ହୋଇଯାଇଅଛି । ଏହି ଯୁବ ଦିବସ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଯୋଗ ଦେଇ ଦେଶ ସେବା ହିଁ ଛାତ୍ର ଛାତ୍ରୀଙ୍କ ମନୋଭାବ ହେବା ପାଇଁ ଆହ୍ୱାନ କରିଥିଲେ । ସେହିପରି!-->…
Read More...
Read More...
ପୁରୀ ପୁଲିସକୁ ସଫଳତା ; ୧୨୩ ମୋବାଇଲ ଜବତ, ୮୭ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ
ପୁରୀ : ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ୨୦୨୩ । ଭକ୍ତଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ଥିଲା ପୁରୀ ପୋଲିସର ମୂଳ ଉଦ୍ଦେଶ୍ୟ । ତେବେ ରାଜ୍ୟ ତଥା ରାଜ୍ୟ ବାହାରର ଲୁଟେରା ମାନେ ଘୋଷଯାତ୍ରା ସମୟରେ ପୁରୀ ଆସି ଏହାର ଫାଇଦା ଉଠାଇବା ସହ ଅନେକ ଭକ୍ତ ଓ!-->…
Read More...
Read More...
ଗୋବର୍ଦ୍ଧନ ମଠରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ ପାଳିତ
ପୁରୀ : ଭଗବତ୍ ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ପୁରୀ ଗୋବର୍ଦ୍ଧନମଠ ଶଙ୍କରାଚାର୍ଯ୍ୟ ପୀଠରେ ଆଷାଢ଼ ପୂର୍ଣ୍ଣିମାରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ ପାରମ୍ପରିକ ରୀତିନୀତିରେ ମହା ଆଡ଼ମ୍ବରରେ ପାଳିତ ହୋଇଛି । ପ୍ରାତଃ ୮ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ପୀଠର ଆଚାର୍ଯ୍ୟ ଓ!-->…
Read More...
Read More...
ପାତାଳି ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ଦର୍ଶନରୁ ୫-ଟି ସଚିବ ପାଣ୍ଡିଆନ ଆରମ୍ଭ କଲେ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ
ସୁବର୍ଣ୍ଣପୁର: ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି କେ ପାଣ୍ଡିଆନ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ପ୍ରଥମେ ସକାଳ ୯ଘଣ୍ଟାରେ ଜିଲ୍ଲାର ପ୍ରସିଦ୍ଧ ତଥା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାତାଳି ଶ୍ରୀକ୍ଷେତ୍ରରେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ । ପ୍ରଥମେ!-->…
Read More...
Read More...
କଳାହାଣ୍ଡି ବିଶ୍ୱ ବିଦ୍ୟାଳୟରେ ଏନସିସି କ୍ୟାମ୍ପ ଉଦଯାପିତ
ଭବାନୀପାଟଣା: କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ପରିସରରେ ୨(ଓଡ଼ିଶା) ଏୟାର ସ୍କ୍ୱାଡ୍ରନ ଫ୍ଲାଇଂ ଏନ.ସି.ସି, ଝାରସୁଗୁଡ଼ା ଆନୁକୂଲ୍ୟରେ ୧୦ଦିନିଆ ବାର୍ଷିକ ଟ୍ରେନିଂ କ୍ୟାମ୍ପ ଉଦଯାପିତ ହୋଇଯାଇଅଛି ।ଏହି ଅବସରରେ କେଡେ଼ଟଙ୍କ ଦ୍ୱାରା ଏକ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।!-->…
Read More...
Read More...
ବର୍ଷା ଉଭାନ, ଚିନ୍ତାରେ ଚାଷୀ ; ଗଜା ମରୁଡି ଆଶଙ୍କା
ନୂଆପଡ଼ା : ରାଜ୍ୟରେ ଚଳିତ ବର୍ଷ ୧୦ ଦିନ ବିଳମ୍ବରେ ମୌସୁମୀ ଛୁଇଁଥିଲା । ଗତ କିଛି ଦିନ ରାଜ୍ୟର ସମସ୍ତ ଜିଲ୍ଲାରେ ମୌସୁମୀ ବର୍ଷା ହୋଇଥିଲା । ମୌସୁମୀ ବର୍ଷା ହେବା ପରେ ଚାଷୀକୂଳ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଦିନ କେଇଟା ଯାଇନି ବର୍ଷା ପୁଣି ଉଭାନ ହୋଇଛି । ଏହାକୁ ନେଇ ରାଜ୍ୟର!-->…
Read More...
Read More...
ଆସନ୍ତାକାଲିଠାରୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୫ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା!-->…
Read More...
Read More...
ଜଙ୍ଗଲରୁ ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ଜବତ, ପୋଲିସକୁ ଦେଖି ମାଫିଆ ଚମ୍ପଟ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ବେଆଇନ୍ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ବୃଦ୍ଧି ପାଉଥିବା ବେଳେ ପୋଲିସ ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଗୁଇନ୍ଦା ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ ଜାରି!-->…
Read More...
Read More...
ପ୍ରଶାସନିକ ସ୍ତରରେ ଅଦଳବଦଳ,ନୃସିଂହ ଚରଣ ସ୍ବାଇଁ ହେଲେ ବୌଦ୍ଧ ଜିଲ୍ଲାପାଳ
ଭୁବନେଶ୍ବର: ରାଜ୍ୟ ସରକାର ସୋମବାର ପ୍ରଶାସନିକ ଅଧିକାରୀ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ସରକାର ୨୦୦୮ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଯାମିନୀ ଷଡ଼ଙ୍ଗୀଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନର!-->…
Read More...
Read More...
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ )ର ସର୍ବୋତ୍ତମ ପରିଚାଳନା ଉପରେ ଜାତୀୟ କର୍ମଶାଳା
ସୁବର୍ଣ୍ଣପୁର : ଜୁନ ୩୦ ଓ ଜୁଲାଇ ୧ ଦୁଇଦିନ ଧରି ତାମିଲନାଡୁ କୋଡାଇକନଲ ଠାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ )ର ସର୍ବୋତ୍ତମ ପରିଚାଳନା ଉପରେ ଜାତୀୟ ଦକ୍ଷିଣାଞ୍ଚଳ ରାଜ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ!-->…
Read More...
Read More...