Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମିସ୍ ଇଣ୍ଡିଆ କନିଷ୍ଠ ପ୍ରତିଯୋଗିତାରେ ଓଡ଼ିଆ ଝିଅର କମାଲ
ପାରଳାଖେମୁଣ୍ଡି : ଗ୍ଳାମର ଦୁନିଆରେ ଓଡ଼ିଆ ଝିଅର କମାଲ । ମିସ୍ ଇଣ୍ଡିଆ କନିଷ୍ଠ ପ୍ରତିଯୋଗିତାରେ ମନ ଜିଣିଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନୂଆନଡିଆତୋଟା ସାହିର ପାୟଲ ପାତ୍ର । STAR ENTERTAINMENT ଜାତୀୟ ସ୍ତରରେ ଗତ ଡିସେମ୍ବର ଠାରୁ ଆରମ୍ଭ ହୋଇଛି ମିସ୍ ଇଣ୍ଡିଆ କନିଷ୍ଠ!-->…
Read More...
Read More...
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁ ରଘୁନାଥ ପାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି : ଗୁରୁ ଶ୍ରୀ ରଘୁନାଥ ପାତ୍ର , ଭୂଗୋଳ ବିଭାଗର ବରିଷ୍ଠ ପ୍ରଶିକ୍ଷକ ଭାବେ ଦୀର୍ଘଦିନ ଧରି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାଦାନ କରି ୩୦-୬-୨୦୨୩ ତାରିଖରେ ଚାକିରି ଭଳି କର୍ମମୟ କ୍ଷେତ୍ରରୁ ଅବସର ନେଇଛନ୍ତି । ସେ ଶିକ୍ଷକତାକୁ ଜୀବନର ପରମବ୍ରତ ରୂପେ ଗ୍ରହଣ କରି!-->…
Read More...
Read More...
ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ;ଜଣେ ମୃତ, ଜଣେ ଗୁରୁତର
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜକିକିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ମୃତକ କ.ନୂଆଗାଁ ଥାନା ରାଜଘରା ଗ୍ରାମର!-->…
Read More...
Read More...
୧୦୪ ଗ୍ରାମ ହେରୋଇନ ଜବତ, ଜଣେ ଅଭିଯୁକ୍ତ
ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ସାତପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ କଣାସ ଥାନା ଅଧୀନ କେସରପୁର ଛକ, ଶନି ମନ୍ଦିର ନିକଟରେ ଚଢ଼ାଉ କରି ଜୀବନ ଭୋଇ(୨୨)କୁ ଗିରଫ କରିଛନ୍ତି । ତାଙ୍କ ନିକଟରୁ!-->…
Read More...
Read More...
ନୀଳକନ୍ଦରକୁ ବହୁଡ଼ିଲେ ମହାପ୍ରଭୁ, ଆଜି ବାହାରିବ ନୀଳାଚଳ ଅବଢା
ପୁରୀ : ଶୃଙ୍ଖଳିତ ଭାବେ ଶେଷ ହୋଇଛି ମହାପ୍ରଭୁଙ୍କର ନିଳାଦ୍ରିବିଜେ ନୀତି । ନବଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡି ଯାଇଛନ୍ତି ନିଳାଦ୍ରୀ ନାଥ । ନିର୍ଦ୍ଧାରିତ ସମୟ ଅନୁଯାଇ ସନ୍ଧ୍ୟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା । ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ!-->…
Read More...
Read More...
୨୦୯ ଜଣ ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ ନିଯୁକ୍ତ,ପ୍ରାଣୀଧନର ବିକାଶରେ ରୂପାନ୍ତର ଆଣିବା ପାଇଁ 5T ଉପକ୍ରମର ପ୍ରୟୋଗ…
ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀ ଚିକିତ୍ସକଙ୍କ ପାଇଁ ଆୟୋଜିତ ଏକ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାଣୀଧନର ବିକାଶ କ୍ଷେତ୍ରରେ ରୂପାନ୍ତର ଆଣିବା ପାଇଁ ପ୍ରାଣୀ ଚିକିତ୍ସକମାନେ 5T ଉପକ୍ରମର ପ୍ରୟୋଗ କରିବାକୁ ପରାମର୍ଶ ଦେଇଛନ୍ତି ।!-->…
Read More...
Read More...
ଶ୍ରୀ ଗୋପାଳଜୀ ଯୋଗାଳୟକୁ ପରିଦର୍ଶନ କଲେ ବଲାଙ୍ଗୀର ସାଂସଦ
ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲାର ସର୍ବ ପୁରାତନ ଅନୁଷ୍ଠାନ ଗୋପଳଜୀ ତଡିତ ମନ୍ତ୍ର ଯୋଗାଳୟ ଅନୁଷ୍ଠାନକୁ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ପରିଦର୍ଶନ କରିଥିଲେ । ଶ୍ରୀମତୀ ସିଂ ଦେଓଙ୍କୁ ଯୋଗାଳୟ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇ ଥିବା ବେଳେ ଏକ ସମ୍ବର୍ଦ୍ଧନା ସଭାର!-->…
Read More...
Read More...
ବିଜେପି ସରସର । ମଣ୍ଡଳର ମହା ଜନସମ୍ପର୍କ ଅଭିଯାନ ସମ୍ମିଳନୀ
ବୌଦ୍ଧ,୩୦/୬:- ବିଜେପି ବୌଦ୍ଧ ଜିଲ୍ଲାର ୭ ନମ୍ୱର ମଣ୍ଡଳ ସରସରାର ମହା ଜନ ସମ୍ପର୍କ ଅଭିଯାନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମଣ୍ଡଳ ସଭାପତି ଶମ୍ଭୁ ପ୍ରସାଦ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ!-->…
Read More...
Read More...
ତ୍ରିଦିବସୀୟ ବିଜ୍ଞାନସମ୍ମତ ଯୋଗ ସାଧନା ଶିବିର ଉଦଘାଟିତ
ଜହ୍ନାପଙ୍କ,୩୦/୬:- ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଆନନ୍ଦମାର୍ଗ ଜାଗୃତିରେ ଗଞ୍ଜାମ ଡ଼ାୟୋସିସର ପ୍ରଥମ ଡ଼ାୟୋସିସ୍ ତ୍ରିଦିବସୀୟ ସେମିନାର ଶୁକ୍ରବାର ଉଦଘାଟିତ ହୋଇଯାଇଛି । ସେମିନାରର ପ୍ରଥମ ଦିବସରେ ଆଧ୍ୟାତ୍ମିକ ଦର୍ଶନ ଉପରେ ଦୁର୍ଲଭ ମାନବ ଜୀବନର ସମ୍ପର୍କ କିପରି!-->…
Read More...
Read More...
୫ ଶିକ୍ଷକଙ୍କୁ ଅବସରକାଳୀନ ପ୍ରାପ୍ୟ ପ୍ରଦାନ
ବୌଦ୍ଧ,୩୦/୬:- ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ଶିକ୍ଷକ ଶରଦ ଚନ୍ଦ୍ର ବେହେରା, କଳା ଶିକ୍ଷକ, ନିରଞ୍ଜନ ବେହେରା, ଶାରିରୀକ ଶିକ୍ଷା ଶିକ୍ଷକ, ବାବା ବୈ÷ଦ୍ୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, ସରସରା, ଜଗନ୍ନାଥ ବେହେରା, ଶାରିରୀକ ଶିକ୍ଷା ଶିକ୍ଷକ, ଜହ୍ନାପଙ୍କ!-->…
Read More...
Read More...