Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରକମଳ ଏକ୍ସପ୍ରେସ ଆହତଙ୍କୁ ରକ୍ତଦେଲେ ବୌଦ୍ଧ ସ୍ୱେଚ୍ଛାସେବୀ
ହରଭଙ୍ଗା,୩/୬- ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଲୋମହାର୍ଷଣକାରୀ କରକମଳ ଏକ୍ସପ୍ରେସ ରେଳ ଦୁର୍ଘଟଣା ଓ ଯାତ୍ରୀମାନଙ୍କ ମୃତ୍ୟୁ ସାରାଦେଶରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ଆହତମାନେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଏଭଳି ପରିସ୍ଥିତିରେ ବହୁତ ଅନୁଷ୍ଠାନ ଦୁର୍ଘଟଣା!-->…
Read More...
Read More...
ଜାମୁସାହି ବସ୍ଷ୍ଟାଣ୍ଡରେ ଧରାଗଲା ୨୨ କେଜି ଗଞ୍ଜେଇ
ଦଶପଲ୍ଲା,୩/୬: - ଆଜି ବାଣିଗୋଛା ପୋଲିସକୁ ମିଳିଛି ବଡ଼ ସଫଳତା । ଆଜି ବାଣିଗୋଛା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଜାମୁସାହି ବସଷ୍ଟାଣ୍ଡରେ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ତନଖି କରିବାବେଳେ ତାଙ୍କ ନିକଟରୁ ୨୨ କେଜି ଗଞ୍ଜେଇ ଜବତ କରାଯାଇଛି । ଧରାପଡିଥିବା ବ୍ୟକ୍ତି ଜଣକ ହେଲେ!-->…
Read More...
Read More...
କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା: ବହୁ ଯାତ୍ରୀ ମୃତାହତ ଆଶଙ୍କା
ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଆଜି ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ (୧୨୮୪୧-ଅପ୍) ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତାହତ ହୋଇଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ଶତାଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର!-->…
Read More...
Read More...
ପାତାଳି ଶ୍ରୀକ୍ଷେତ୍ରରେ ପବିତ୍ର ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ
ସୁବର୍ଣ୍ଣପୁର: ଜିଲ୍ଲାର କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ସେହିକ୍ରମରେ ଆସନ୍ତା ୪ତାରିଖରେ ସକାଳ ୫ଘଣ୍ଟାରେ ମଙ୍ଗଳ ଆଳତୀ ୯ଘଣ୍ଟାରୁ ଧାଡ଼ି ପହଣ୍ଡି ପୂର୍ବାହ୍ନ୧୧ଘଣ୍ଟାରୁ ଶ୍ରୀଜିଉ ମାନଙ୍କ!-->…
Read More...
Read More...
ଉଠା ଜଳସେଚନ ପାଇଁ ଦାବି
ଖଡ଼ିଆଳ: ନୂଆପଡା ଜିଲ୍ଲାର ପ୍ରମୂଖ ଜଳସେଚନ ପ୍ରକଳ୍ପ ହେଉଛି ତିଖାଲି ଡ୍ୟାମ । ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନ ମହେଶ୍ୱର ଗ୍ରାମ ପଞ୍ଚାୟତର ତିଖାଲି ଗ୍ରାମ ଅନୁସାରେ ଏହାର ନାମକରଣ ହୋଇଛି । ଏହି ଡ୍ୟାମ ତିଆରି ପାଇଁ ଅଦ୍ୟାବଧି ଏକୋଇଶ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପୁଣି ୩ଶହ କୋଟି!-->…
Read More...
Read More...
ଗାଧୋଇବାକୁ ଯାଇ ବୃଦ୍ଧା ନିଖୋଜ ଘଟଣା,ଚାରିଦିନ ପରେ ଡାହୁକା ନଦୀପଠାରୁ ମିଳିଲା ମୃତଦେହ
ନୂଆଗାଁ : ଦୀର୍ଘ ଚାରି ଦିନ ପରେ ଆଜି ମିଳିଲା ବୃଦ୍ଧାଙ୍କ ମୃତଦେହ । ଆଜି ଅପରାହ୍ନ ୪ ଘଣ୍ଟିକା ସମୟରେ ପରିବାର ଖୋଜା ଖୋଜି କରୁଥିବା ବେଳେ ଡାହୁକା ନଦୀ ପଠାରେ ଥିବା ଏକ ଜୁଣ ବୁଦା ମୂଳରେ ବୃଦ୍ଧାଙ୍କ ମରଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଗତ ସୋମବାର ପୂର୍ବାହ୍ନରେ!-->…
Read More...
Read More...
ଏହି ସମୟରେ ଶ୍ରୀମନ୍ଦିରରେ ବନ୍ଦ ରହିବ ସର୍ବସାଧାରଣଙ୍କ ଦର୍ଶନ
ଭୁବନେଶ୍ୱର : ମହାପ୍ରଭୁଙ୍କ ପବିତ୍ର ସ୍ନାନ ଯାତ୍ରା ଉଦ୍ଦେଶ୍ୟରେ ଚାରମାଳ ବନ୍ଧା ତଥା ସେନାପଟା ଲାଗି ନୀତି ପାଇଁ ଆଜି ତା ୨.୬.୨୦୨୩ ଶୁକ୍ରବାର ଜ୍ୟେଷ୍ଠ- ଶୁକ୍ଳ ତ୍ରୟୋଦଶୀ ତିଥି ଆପାତତଃ ରାତ୍ର ଘ.୧୦.୦୦ ଟିକା ଠାରୁ ଆସନ୍ତାକାଲି ୩.୬.୨୦୨୩ (ଶନିବାର) ଅପରାହ୍ନ ଘ.୨.୦୦ ଟିକା ପର୍ଯ୍ୟନ୍ତ!-->…
Read More...
Read More...
ମାତୃ ମିଲେଟ୍ସ କାର୍ଯ୍ୟକ୍ରମ ପାଳିତ
ନନ୍ଦାହାଣ୍ଡି,୨/୬- ବିଶ୍ୱ ଜାତିସଂଘରେ ଭାରତର ଅନୁରୋଧ କ୍ରମେ ୨୦୨୩ ବର୍ଷକୁ ଆନ୍ତର୍ଜାତୀୟ ମିଲେଟ୍ସ୍ ବର୍ଷ ରୂପେ ଘୋଷଣା କରାଯାଇଛି । ମିଲେଟ୍ସ୍ ଉତ୍ପାଦନରେ ଭାରତ ସକ୍ଷମ ହୋଇ ରପ୍ତାନୀ କ୍ଷେତ୍ରରେ ମଧ୍ୟ ବିଶ୍ୱରେ ପଞ୍ଚମ ବୃହତ୍ ରାଷ୍ଟ୍ର ରୂପେ ମାନ୍ୟତା ହାସଲ କରିପାରିଛି । ମିଲେଟ୍ସ!-->…
Read More...
Read More...
୫୭ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବସ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ସହ ମଇଁଷିର ମୃତ୍ୟୁ
ହରଭଙ୍ଗା,୨/୬- ଗ୍ରାଣ୍ଡ ନାମକ ଏକ ରାତ୍ରି ଯାତ୍ରୀବାହି ବସ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ଼ ଫାଣ୍ଡି ରଙ୍ଗମାଟିଆ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ କଟକରୁ!-->…
Read More...
Read More...
ରଥ ଖଳା ଚଳଚଞ୍ଚଳ : ଜୋରସୋରରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ
ପୁରୀ : ପ୍ରବଳ ଗୁଳୁଗୁଳି ଗରମକୁ ଖାତିର ନ କରି ମହାପ୍ରଭୁଙ୍କ ରଥ ନିର୍ମାଣରେ ଲାଗିଛନ୍ତି ରଥ ନିର୍ମାଣକାରୀ ସେବକ ।ଗତକାଲି ସୁଦ୍ଧା ତିନିରଥର ପୋଲ ଗୟଳ ଏବଂ ଛନ୍ଦା ଗୟଳ ପଡିଥିଲା । ଆଜି ତିନିରଥର ମୋଟ ୪୪ ଗୋଟି 'ଯୋଖା' ଫିଟିଙ୍ଗ କରାଯାଇ ଅଛି । ତାଳଧ୍ୱଜ ରଥରେ ୧୬ ଟି, ଦର୍ପଦଳନ ରଥରେ ୧୨!-->…
Read More...
Read More...