Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ହରଭଙ୍ଗା ପୋଲିସକୁ ସଫଳତା…..୨ବାଇକ ଜବତ ସହିତ ୪ ଗଞ୍ଜେଇ ମାଫିଆ ଗିରଫ
ହରଭଙ୍ଗା,୨୮/୫:- ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ ଗ୍ରୀନ ଡାଇମଣ୍ଡ ବା ଗଂଜେଇକୁ ଭୂ-ସ୍ୱର୍ଗ କୁହାଯାଉଥିବା ବେଳେ ଶନିବାର ଏହି ସ୍ଥାନରୁ ଗଂଜେଇ ଚୋରାଚାଲାଣ କରୁଥିବା ୪ଜଣ ଗଞ୍ଜେଇ ମାଫିଆଙ୍କୁ ହରଭଙ୍ଗା ପୋଲିସ ଗିରଫକରି କୋର୍ଟଚାଲାଣ କରୁଥିବା ଜଣାପଡିଛି । ସୂଚନାମତେ ହରଭଙ୍ଗା!-->…
Read More...
Read More...
ଖଡ଼ିଆଳ ପାଟଣା କ୍ଷେତ୍ରୀୟ ସମାଜର ୫୧ ତମ ବାର୍ଷିକ ଉତ୍ସବ
ଖଡ଼ିଆଳ,୨୭/୫:- ନୂଆପଡା ଜିଲ୍ଲା ଖଡ଼ିଆଳ ଅଗ୍ରେସନ ଧର୍ମଶାଳା ପରିସର ମଧ୍ୟରେ ଖଡ଼ିଆଳ ପାଟଣା କ୍ଷେତ୍ରୀୟ ସମାଜର ୫୧ ତମ ବାର୍ଷିକ ଉତ୍ସବ ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ସଭାରେ ସମାଜର କୁଳପତି ଶମ୍ଭୁୁ କିଶୋର ଦଣ୍ଡସେନା ଅଧକ୍ଷତା କରିଥିବାବେଳେ ମୁଖ୍ୟଅତିଥି ରୂପେ ଶଙ୍କର!-->…
Read More...
Read More...
ଧାନ ମଣ୍ଡି ଉଦଘାଟିତ
ସିନାପାଲି,୨୭/୫:- ନୂଆପଡା ଜିଲ୍ଲାରେ ରବି ଧାନ ବିକ୍ରୟ ପାଇଁ ମଣ୍ଡି ଉଦଘାଟିତ ହୋଇଯାଇଛି । ଖଡ଼ିଆଳ, ସିନାପାଲି, କୋମନା ଓ ବୋଡେ଼ନ ବ୍ଲକରେ ମଣ୍ଡି ଖୋଲିଥିବା ବେଳେ ନୂଆପଡା ବ୍ଲକରେ ଆରମ୍ଭ ହୋଇନାହିଁ । ଜିଲ୍ଳାରେ ମୋଟ ୨୬ ପେକ୍ସ ଅଧୀନରେ ୩୪ ଟି ମଣ୍ଡି ଖୋଲିବାକୁ ଥିବାବେଳେ ୮୫୩୪ ଚାଷୀ!-->…
Read More...
Read More...
ଅଗ୍ନିକାଣ୍ଡରେ ଜଳିଗଲା ହୋଟେଲ, ଲକ୍ଷାଧିକ ଟଙ୍କାର ସଂପତ୍ତି ଜଳି ପାଉଁଶ
ବାଲିଗୁଡ଼ା,୨୭/୫:- କନ୍ଧମାଳ ଜିଲ୍ଲା କ.ନୂଆଗାଁ ହନୁମାନ ମନ୍ଦିର ନିକଟରେ ଥିବା କୁନା ହୋଟେଲରେ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସଂପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ହୋଟେଲ ଆଜି ବନ୍ଦ ଥିବା ବେଳେ ସନ୍ଧ୍ୟା ପ୍ରାୟ ୫ଟା ସମୟରେ କୌଣସି କାରଣରୁ ହୋଟେଲରେ!-->…
Read More...
Read More...
ସ୍ୱରୂପ ପାତ୍ର ହେଲେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି
ସୁବର୍ଣ୍ଣପୁର,୨୭/୫:- ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଭାବରେ ସ୍ୱରୂପ ପାତ୍ରଙ୍କୁ ନିଯୁକ୍ତି ମିଳିଛି । ସେ ପୂର୍ବରୁ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ । ଏହି ନିଯୁକ୍ତି ପାଇଁ ସ୍ୱରୂପ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ!-->…
Read More...
Read More...
ହୀରାଞ୍ଚଳର ପ୍ରଭାବ.. ତୁରନ୍ତ ସମାଧାନ ହେବ ନନ୍ଦାଗାଡୁ ସମସ୍ୟା ,ସମସ୍ୟାର ସମୀକ୍ଷା ପାଇଁ ଜିଲ୍ଲାପାଳ ପଠାଇଲେ…
ହରଭଙ୍ଗା ,୨୭/୫- ହରଭଙ୍ଗା ବ୍ଲକ ଉପାନ୍ତ ପଞ୍ଚାୟତ ମହାଲିକପଡା ଅନ୍ତର୍ଗତ ମହାନଦୀ ବନ୍ୟପ୍ରାଣୀ ଅଂଚଳ ଆଦିମ ଅଧିବାସୀ ଜନବସତି ନନ୍ଦାଗାଡୁ ଗ୍ରାମର ବିଭିନ୍ନ ମୌଳିକ ଅସୁବିଧାର ସମୀକ୍ଷା ଓ ସମାଧାନ ପାଇଁ ଆଜି ଏକ ତଦନ୍ତକାରୀ ଦଳ ପହଞ୍ଚିଥିବା ସୂଚନା ମିଳିଛି । ଗତକାଲି ଗ୍ରାମର ରାସ୍ତା,!-->…
Read More...
Read More...
ବୁଡାଗୁଡ଼ା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ
:ଅଭିଯୋଗର ୪ଦିନ ମଧ୍ୟରେ ୪ ଅଭିଯୁକ୍ତ ଗିରଫ
ବାଲିଗୁଡ଼ା,୨୭/୫: ମାର୍ଚ୍ଚ ମାସରେ ହତ୍ୟା, ମେ ମାସରେ ଅଭିଯୋଗ । ତଥାପି ଅଭିଯୋଗର ୪ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି ବାଲିଗୁଡ଼ା ପୋଲିସ୍ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ୍ ପକ୍ଷରୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଘଟଣା!-->…
Read More...
Read More...
ଅଲାରନାଥଙ୍କ ଅନବସର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ପୁରୀ: ଆସନ୍ତା ୫ ତାରିଖରୁ ହେବାକୁ ଥିବା ଅଲାରନାଥ ଅନବସର ଯାତ୍ରା ପାଇଁ ବ୍ରହ୍ମଗିରି ଅଲାରନାଥ ମନ୍ଦିର ଚୈତିନ୍ୟ ଚକଡ଼ାରେ ହୋଇଛି ପ୍ରସ୍ତୁତି ବୈଠକ । ଉପଜିଲ୍ଲାପାଳ ପୁରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ପୋଲିସ!-->…
Read More...
Read More...
ଛାମୁଣ୍ଡିଆରେ ମିଲେଟ ଅମଳ ଉତ୍ସବ ପାଳିତ
ଦଶପଲ୍ଲା : ଆସନ୍ତା ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ ସହ ଆନ୍ତର୍ଜାତୀୟ ମିଲେଟ ଦିବସ ପାଳନ ପାଇଁ ଓଡିଶା ମିଲେଟ ମିଶନ ତରଫରୁ ଛାମୁଣ୍ଡିଆ ବାରନାଳିଆ ମଠ ପରିସରରେ ମିଲେଟ ଅମଳ ଉତ୍ସବ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଡିପିଡି ସ୍ୱାଗତିକା ପତି ଓ ଗଣିଆ ସିଡିପିଓ ଉଷାରାଣୀ ସାହୁ!-->…
Read More...
Read More...
ରବି ଧାନ ମଣ୍ଡି ଉଦଘାଟନ
ସିନାପାଲି : ନୂଆପଡା ଜିଲ୍ଲାରେ ଆଜିଠାରୁ ରବି ଧାନ ବିକ୍ରୟ ପାଇଁ ମଣ୍ଡି ଉଦଘାଟିତ ହୋଇଯାଇଛି । ଖଡ଼ିଆଳ, ସିନାପାଲି, କୋମନା ଓ ବୋଡେ଼ନ ବ୍ଲକରେ ମଣ୍ଡି ଖୋଲିଥିବା ବେଳେ ନୂଆପଡା ବ୍ଲକରେ ଆରମ୍ଭ ହୋଇନାହିଁ ।ଜିଲ୍ଳାରେ ମୋଟ ୨୬ ପେକ୍ସ ଅଧୀନରେ ୩୪ ଟି ମଣ୍ଡି ଖୋଲିବାକୁ ଥିବା ବେଳେ ୮୫୩୪ ଚାଷୀ!-->…
Read More...
Read More...