Browsing Category

ରାଜ୍ୟ

ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ଜବତ,ମାଫିଆ ଫେରାର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡ଼ି ବସିଲା ପୋଲିସ୍‌ । ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ପୋଲିସ୍‌ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ପାଞ୍ଚଜଣ ମାଫିଆ ଚମ୍ପଟ ମାରିଥିବା ପୋଲିସ୍‌ ପକ୍ଷରୁ
Read More...

ପୁରୀ ସମୁଦ୍ରରେ ଅଘଟଣ, ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ: ପୁରୀ ସମୁଦ୍ରରେ ଅଘଟଣ । ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ। ଜଣେ ପର୍ଯ୍ୟଟକ ଗୁରୁତର ଆହତ ହୋଇ ପୁରୀ ବଡଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପଶ୍ଚିମବଙ୍ଗର ୫ଜଣ ପର୍ଯ୍ୟଟକ ୧୩ନଂ ସେକ୍ଟରରେ ସ୍ନାନ କରୁଥିବା ସମୟରେ ହଠାତ ଏକ ବଡ ଲହଡିରେ ଭାସିଗଲେ ତିନିଜଣ ପର୍ଯ୍ୟଟକ । ଜଣଙ୍କୁ ଉଦ୍ଧାର
Read More...

ସୀମାରେ ମାଓ ନିହତ, ବିପୁଳ ମାଓ ସାମଗ୍ରୀ ଜବତ

ସିନାପାଲି : ନୂଆପଡ଼ା ପଡୋଶୀ ଛତିଶଗଡ ପୋଲିସର ବଡ଼ ସଫଳତା । ପୋଲିସ ଓ ମାଓବାଦୀ ଗୁଳି ବିନିମୟରେ ପୋଲିସ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛି । ଗରିଆ ବନ୍ଧ ଏସପି ଅମିତ ତୁକାରାମ କାମ୍ବଲେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନିହତ ନକ୍ସଲ ଉଦାନ୍ତୀ ଏଲ୍‌ଓଏସ୍‌ର ଡେପୁଟି କମାଣ୍ଡର
Read More...

ସର୍ଭେ କାମରେ କର୍ମଚାରୀ ନିୟୋଜିତ ଯୋଗୁଁ ଖରିଆର ରୋଡ ଏନଏସି କାର୍ଯ୍ୟ ବାଧାପ୍ରାପ୍ତ ; ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଜନ…

ନୂଆପଡ଼ା : ନୂଆପଡା ଜିଲ୍ଲା ସୀମାନ୍ତ ଖରିଆର ରୋଡ଼ ଏନଏସିର ସରକାରୀ କର୍ମଚାରୀମାନେ ଓବିସି ଏବଂ ଏସଇବିସି ସର୍ଭେ କାର୍ଯ୍ୟରେ ନିୟୋଜନ ହୋଇଛନ୍ତି । ଫଳରେ ଏନଏସିରେ ଅନ୍ୟ ସବୁ କାମ ଠପ ପଡିରହିଅଛି । ଫଳରେ ସାଧାରଣ ଜନସାଧାରଣ ନିଜର କାର୍ଯ୍ୟ ପାଇଁ ଆସି ଅନେକ ସମସ୍ୟା ସମ୍ମୁଖୀନ ହେଉଛନ୍ତି ।
Read More...

ଭୁଶୁଡିଲା ବ୍ରିଟିଶ ଅମଳର ବ୍ରିଜ୍‌

ବ୍ରହ୍ମପୁର : ଭୁଶୁଡିଲା ବ୍ରିଟିଶ ଅମଳର ବ୍ରିଜ୍‌ । ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ମଣ୍ଡଳ ଲୁଦୂପୁଟି ପଞ୍ଚାୟତରେ ୧୯୨୬ ମସିହାରେ ନିର୍ମାଣ ହୋଇଥିବା ଏକ ବ୍ରିଜ୍‌ ଭୁଶୁଡି ପଡିଛି । ଏହି ବ୍ରିଜ୍‌ ଦ୍ୱାରା ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ହେଉଥିଲା । ଆନ୍ଧ୍ର ଜିଲ୍ଲା
Read More...

୪ ମଦ୍ୟପ ଗାଡି ଚାଳକଙ୍କୁ କୋର୍ଟ ଚାଲାଣ

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ ଓ ଆଞ୍ଚଳିକ ପରିବହନ ବିଭାଗ ନୂଆପଡା ପକ୍ଷରୁ ମଙ୍ଗଳବାର ଅମ୍ବେଦକର ଛକଠାରେ ଗାଡ଼ି ଯାଞ୍ଚ କରାଯାଇଥିଲା । ଗାଡି ଚାଳକଙ୍କ ଠାରୁ ୫,୦୧୦୦୦ ଟଙ୍କା ଜରିମାନା ଆଦାୟ ସହ ଚାରି ମଦ୍ୟପ ଗାଡି ଚାଳକଙ୍କୁ କୋର୍ଟ ଚାଲାଣ କରାଯାଇଛି । ମଦ୍ୟପାନ କରି କୋର୍ଟ
Read More...

ଐତିହାସିକ ପାଟ ବାଲିଯାତ୍ରା ଉଦଯାପିତ

ତେନ୍ତୁଳିଖୁଣ୍ଟି: ଗତକାଲି ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଂଚଳଗୁମ୍ମା ଗ୍ରାମପଞ୍ଚାୟତର ଚିତ୍ରକଟ ଗ୍ରାମଠାରେ ଐତିହାସିକ ପାଟ ବାଲିଯାତ୍ରାର ଉଦଯାପନୀ ଉତ୍ସବ ପାଳନ କରାଯାଇଛି । ପରମ୍ପରା ଅନୁଯାୟୀ ଗୁରୁମାଇ, ଶିରା, ପୂଜାରୀ ସହ ଗ୍ରାମର ହଜାର,ହଜାର ଲୋକ ବାଲି ଚାଙ୍ଗଡ଼ା ଓ ଗାଦି,ଲାଠି
Read More...

ମା’ ବିମଳା ମହିଳା ଆରୋଗ୍ୟ ସମିତି ଆନୁକୁଲ୍ୟରେ ଜଳ ଛତ୍ର ଉଦଘାଟିତ

ପୁରୀ : ରାମଚଣ୍ଡୀ ବାଲିକୁଦ ସାହି ମା' ବିମଳା ମହିଳା ଆରୋଗ୍ୟ ସମିତି ଆନୁକୁଲ୍ୟରେ ଜଳଛତ୍ର ଉଦଘାଟିତ ହୋଇଯାଇଛି । ସାଂସଦଙ୍କ ପ୍ରତିନିଧି ଘନଶ୍ୟାମ ମର୍ଦରାଜ୍‌ ଏହାକୁ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରିଥିଲେ । ଯୁବନେତା ଲୋକନାଥ ମହାପାତ୍ର, ଲକ୍ଷ୍ମୀପ୍ରିୟା ପଣ୍ଡା, ଦୀପ୍ତି ମୟୀ
Read More...

ପୋଖରୀରେ ବୁଡି ଜଣେ ମୃତ

ଘୁ ଉଦୟଗିରି: ଗତକାଲି ସ୍ଥାନୀୟ ବ୍ଲକ ଅଧିନରେ ଥିବା ମାଲିକାପୋଡି ପଞ୍ଚାୟତ ଅନ୍ତର୍ଗତ ବତୀଙ୍ଗିଆ ତିଡିନାଯୁର ଶରତ ନାୟକଙ୍କ ପୁତ୍ର କଣ୍ଟେଶ୍ୱର୍‌ ନାୟକ (୫୨) ପୋଖରୀକୁ ଗାଧେଇବା ପାଇଁ ଯାଇଥିବା ବେଳେ କୌଣସି କାରଣରୁ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ସେ ବାହାରେ ନିଜ ଡ୍ରେସ୍‌ ଓ
Read More...

ପଛୁଆବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତ ସର୍ଭେ କେନ୍ଦ୍ର ପର୍ଯ୍ୟବେକ୍ଷଣ କଲେ ବିଡିଓ

ନୂଆଗାଁ : ନୂଆଗାଁ ବ୍ଲକର ପଛୁଆବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତ ସର୍ଭେ ମେ ୧ ତାରିଖରୁ ୯୬ ଟି ସେଣ୍ଟର ମଧ୍ୟରେ ଆରମ୍ଭ ହୋଇଯାଇଛି । ଆଜି ନୂଆଗାଁ ବ୍ଲକ ବିଡିଓ ସଚିଦାନନ୍ଦ ମିଶ୍ର ପର୍ଯ୍ୟବେକ୍ଷଣରେ ବିଭିନ୍ନ କେନ୍ଦ୍ର ଭ୍ରମଣ କରି ସ୍ଥିତି ପରଖିଥିଲେ । ସାଧାରଣ
Read More...