Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟକାଳୀନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଜ୍ୱଳ ଭବିଷ୍ୟତ କାମନା କରି ବିଦ୍ୟାଳୟର ଶିକ୍ଷକ!-->…
Read More...
Read More...
ବାଲିଗୁଡାରେ ଚାଇଲ୍ଡ ଲାଇନର ସମ୍ମିଳନୀ:ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ୱାନ
ବାଲିଗୁଡା: କନ୍ଧମାଳ ଜିଲ୍ଲାରେ ଶିଶୁ ମାନଙ୍କୁ ସାହଯ୍ୟ, ସହଯୋଗ ଓ ସୁରକ୍ଷା ପ୍ରଦାନ ପାଇଁ ଅହରହ କାର୍ଯ୍ୟ କରି ଆସୁଥିବା ଚାଇଲ୍ଡ ଲାଇନ ପକ୍ଷରୁ ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି ସଭାଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମିତି ପରିସରରେ ଥିବା!-->…
Read More...
Read More...
ଶିକାର କରିବାକୁ ଗଲାବେଳେ ଦୁଇ ଶିକାରୀ ଗିରଫ
ଦଶପଲ୍ଲା : ଜଙ୍ଗଲ ମାଫିଆଙ୍କ ପାଇଁ ଶନିଗ୍ରହ ଭାବେ ଜଣାଶୁଣା ଫରେଷ୍ଟର ସୂର୍ଯ୍ୟ କାନ୍ତ ମହାରଣା । ନୟାଗଡ଼ ବନଖଣ୍ଡ ମହିପୂରୁ ବନାଞ୍ଚଳ ଅଧୀନସ୍ଥ ଗାତେରୀ ପଂଚାୟତର ସୁରୁକାବାରୀ ନିକଟରେ ଗତରାତ୍ରୀ ସମୟରେ ବନ କର୍ମଚାରୀମାନେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଶିକାର କରିବାକୁ ବାହାରି ଥିବା!-->…
Read More...
Read More...
ଦଣ୍ଡ ଯାତ୍ରାରେ କାଳିସୀର ମୃତ୍ୟୁ, ମୃତ୍ୟୁର କାରଣ ଅସ୍ପଷ୍ଟ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଦଣ୍ଡ ନୃତ୍ୟ ବେଳେ କାଳିସୀର ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଗତକାଲି ହରଭଙ୍ଗା ବ୍ଲକ କୁସଙ୍ଗ ପଂଚାୟତ ଅନ୍ତର୍ଗତ ଅତଲସରା ଗ୍ରାମରେ କରଡ଼ି ଓ ମାଳି ପଦର( ଓଡସିଙ୍ଗା) ଗ୍ରାମର ୨ ଦଣ୍ଡ ଯାତ୍ରା ଦଳ ଦଣ୍ଡ ନାଚ!-->…
Read More...
Read More...
ଅଷ୍ଟ ପ୍ରହରୀ ନାମଯଜ୍ଞ ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ
ସୋନପୁର : ସୋନପୁର ସଦର ବ୍ଲକ ମଲ୍ଲିକମୁଣ୍ଡା ପଂଚାୟତ ଅନ୍ତର୍ଗତ ଗଡିଆ ଗ୍ରାମରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମଣ୍ଡପ ପରିସରରେ ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ସଂକୀର୍ତ୍ତନ ଘଣ୍ଟ ଶଙ୍ଖ!-->…
Read More...
Read More...
ସିନାପାଲି ସହରରେ ଧୁମଧାମରେ ରାମ ନବମୀ ପାଳିତ
ନୂଆପଡା : ଆଜି ହେଉଛି ରାମ ନବମୀ, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ତିଥି । ରାମ ନାମରେ ମୁଖରିତ ହେଉଛି ସିନାପାଲି ସହର । ରାମ ନବମୀ ପାଇଁ ଆଜି ଦେଶ ସାରା ଉତ୍ସବର ମହୋଲ ଥିବାବେଳେ ନୂଆପଡ଼ା ଜିଲ୍ଲା ସିନାପାଲି ରେ ମଧ୍ୟ ହର୍ଷ ଉଲ୍ଲାସର ସହ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି ।!-->…
Read More...
Read More...
୨୦କେଜି ଗଞ୍ଜେଇ ଜବତ, ଦୁଇ ଗିରଫ
ଜହ୍ନାପଙ୍କ,:ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ୫୭ନଂ ଜାତୀୟ ରାଜପଥ କଣ୍ଠା ଛକ ନିକଟରେ ୨୦ କେଜି ଗଞ୍ଜେଇ ଜବତ ସହ ଦୁଇ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ବୌଦ୍ଧ ଏସପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ ବାଉଁଶୁଣି ଥାନା ଅଧିକାରୀ ଅରୁଣ କୁମାର ସିଂହଙ୍କ ପ୍ରତ୍ୟକ୍ଷ!-->…
Read More...
Read More...
ଜଗାଦର୍ଶନ କରି ଭାବବିହ୍ୱଳ ହେଲେ ଅଭିନେତ୍ରୀ ଜୟାପ୍ରଦା
ପୁରୀ : ଜଗାଦର୍ଶନ କରି ଭାବବିହ୍ୱଳ ହେଲେ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟାପ୍ରଦା । ଶତୁରୀ,ଅଶୀ,ନବେ ଦଶକରେ ସମସ୍ତଙ୍କ ହୃଦୟରେ ରାଜ କରୁଥିବା ତଥା ତିନି ଥରର ଫିଲ୍ମଫେୟାର ବିଜେତା ଜୟାପ୍ରଦା ସିଂହଦ୍ୱାରରେ ପହଁଚିବା ପରେ ତାଙ୍କୁ ସେବାୟତ ମଧୁସୂଦନ ସିଂହାରୀ ସ୍ୱାଗତ କରିଥିଲେ । ପରେ!-->…
Read More...
Read More...
ଜନସେବା କେନ୍ଦ୍ରରୁ ୬୦ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ଜିନିଷ ଲୁଟ୍
ହରଭଙ୍ଗା : ହରଭଙ୍ଗା ଥାନା ଅନ୍ତର୍ଗତ ଝାରଖମଣ ଛକ ସ୍ଥିତ ଏକ ଜନସେବା କେନ୍ଦ୍ରରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ଜିନିଷ ଦୁର୍ବୃତ୍ତ ମାନେ ଲୁଟି ନେଇଥିବା ଜଣାପଡିଛି । ସୂଚନା ମତେ ଜନସେବା ମାଲିକ ଅଜିତ କୁମାର ପ୍ରଧାନ ଗତକାଲି ରାତି ୮ଘଟିକା ସମୟରେ ନିଜର ଜନସେବା କେନ୍ଦ୍ରକୁ ବନ୍ଦ କରି!-->…
Read More...
Read More...
ଆରମ୍ଭ ହେଲା ଭାରତ ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡି ଯାତ୍ରା
ଦଶପଲ୍ଲା : ୧୮୦୨ ମସିହାରୁ ଆରମ୍ଭ ହୋଇଥିବା ଦଶପଲ୍ଲା ଲଂକାପୋଡି ଯାତ୍ରାର ଆଦ୍ୟ ଦିବସରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ, ମହାବୀରକ୍ଷେତ୍ର (କଳାଗ୍ରାମ) ଦଶପଲ୍ଲାର ଆରାଧ୍ୟ ଦେବ ପ୍ରଭୁ ଶ୍ରୀରଘୁନାଥ ଓ ମହାବୀରଙ୍କ ମନ୍ଦିର ପରିସରରେ, ବୈଦିକ ପରଂପରା କ୍ରମେ!-->…
Read More...
Read More...