Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜହ୍ନାପଙ୍କ ଗାୟତ୍ରୀ ପୀଠରେ ବାସନ୍ତିକ ନବରାତ୍ର ବ୍ରତ ଉଦଯାପିତ
ଜହ୍ନାପଙ୍କ,୩୦/୩: ବୌଦ୍ଧ ଜିଲ୍ଲା ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗାୟତ୍ରୀ ପ୍ରଜ୍ଞା ପୀଠରେ ବାସନ୍ତିକ ନବରାତ୍ର ବ୍ରତ ପାଳନ ଓ ଉଦଯାପନୀ ଉତ୍ସବ ଗାୟତ୍ରୀ ମିଶନର ମୁଖ୍ୟ ନବୀନ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ ଗାୟତ୍ରୀ!-->…
Read More...
Read More...
ସିଆରପିଏଫ୍ କ୍ୟାମ୍ପ ଭାଇଁସାଦାନୀ ପରିସରରେ ଜନସଂପର୍କ ଶିବିର
ନୂଆପଡ଼ା : ପ୍ରତିଥର ଭଳି ଏଥର ମଧ୍ୟ ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଭଇଂସାଦାନି ଗ୍ରାମପଞ୍ଚାୟତ ସ୍ଥିତ ଭଇଂଶାଦାନି ସିଆରପିଏଫ କ୍ୟାମ୍ପଠାରେ ବି୧୯ ବାଟାଲିୟନର ସିଆରପିଏଫ୍ ଯବାନମାନଙ୍କ ଦ୍ୱାରା( ସିବିକ୍ସ ଆକ୍ସନ ପ୍ରୋଗ୍ରାମ) ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି!-->…
Read More...
Read More...
ଜିଲ୍ଲାର ଉନ୍ନୟନ ପାଇଁ ସରକାରଙ୍କଠାରେ ଚାପ ପ୍ରୟୋଗ ପାଇଁ ପବିତ୍ର ରାମ ନବମୀରେ ସଂକଳ୍ପ ନେଲା ସଚେତନ ନାଗରିକ ମଞ୍ଚ
ସୁବର୍ଣ୍ଣପୁର : ସଚେତନ ନାଗରିକ ମଞ୍ଚର ଏକ ବୈଠକ ସଭାପତି ସିତାଂଶୁ ଶେଖର ମିଶ୍ରଙ୍କ ବାସଭବନରେ ଆଜି ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ପବିତ୍ର ରାମନବମୀ ଉପଲକ୍ଷେ ସଚେତନ ନାଗରିକ ମଞ୍ଚ ଜିଲ୍ଲାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ତାଙ୍କର ସୁଖ,ଶାନ୍ତି ଓ ସମୃଦ୍ଧି କାମନା!-->…
Read More...
Read More...
ପୁରପଲ୍ଲୀରେ ରାମ ନବମୀ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଜାର ଛକ ନିକଟରେ ଥିବା ରାମନବମୀରେ ସକାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଭକ୍ତମାନେ ନଡ଼ିଆ, କଦଳୀ,ଧୂପ ଦୀପ ଧରି ପୂଜାର୍ଚ୍ଚନା କରିଥିଲେ । ସେହିଭଳି ସହରର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ରାମ ମନ୍ଦିରରେ ଓ!-->…
Read More...
Read More...
ଗଞ୍ଜେଇ ସହ ଦେଶୀ ବନ୍ଧୁକ ଜବତ, ୨ ଗିରଫ
ମନମୁଣ୍ଡା : ମନମୁଣ୍ଡା ପୋଲିସର ବଡ଼ସଫଳତା । ୧୫ କୁଇଣ୍ଟାଲ ୫୦ କେଜି ଗଂଜେଇ ସହ ଦେଶୀ ବନ୍ଧୁକ ଜବତ ସହ ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ମତେ ଶଗଡ଼ା ପାଣ୍ଡୀ ଅନ୍ତର୍ଗତ ସେସକାପଡା ଜଙ୍ଗଲ ନିକଟରେ ଗଂଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବୌଦ୍ଧ ଏସ ପି. ରାଜ ପ୍ରସାଦ କୌଣସି!-->…
Read More...
Read More...
କ୍ୟାମେରାରେ କଏଦ ହେଲା ମଣିଷ ଖିଆ କଲରାପତରିଆ ବାଘ
ନୂଆପଡ଼ା : ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ସୋସେଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଳମଡ଼ାଇ ଗ୍ରାମରେ ଜଣେ ବୃଦ୍ଧାଙ୍କୁ ଗତ ୧୯ ତାରିଖ ଦିନ ଏକ କଲରାପତରିଆ ବାଘା ମାରି ଖାଇଥିବା ଜଣାପଡିଥିଲା । ସୁନାବେଡା ଅଭୟାରଣ୍ୟରେ ମଣିଷ ଖିଆ ସେହି କଲରାପତରିଆ ବାଘ କ୍ୟାମେରାରେ କଏଦ ହୋଇଥିବା!-->…
Read More...
Read More...
ରାମ ନବମୀରେ ରଥ କାଠ ଚିରଟର ଶୁଭାରମ୍ଭ
ପୁରୀ : ପବିତ୍ର ଶ୍ରୀରାମ ନବମୀରେ ଖପୁରିଆ କରତ କଳରେ ରଥ କାଠ ଚିରଟ ଶୁଭାରମ୍ଭ ହୋଇଛି । ଜୁନ ୨୦ ତାରିଖରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ଶ୍ରୀରାମ ନବମୀ ଅବସରରେ ପରମ୍ପରା କ୍ରମେ ରଥ କାଠ ଚିରଟ ଅନୁକୂଳ ହୋଇଛି । ଏପ୍ରିଲ ୨୩ ତାରିଖରେ ମହାପ୍ରଭୁ ଚନ୍ଦନ ଯାତ୍ରା ଶୁଭାରମ୍ଭ!-->…
Read More...
Read More...
ତୁମୁଡିବନ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାମ ନବମୀ ପାଳିତ
ଫୁଲବାଣୀ :ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧଠାରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରତ୍ୟୁଷରେ ରାମ ଭଜନ ପୂର୍ବକ ନଗର ଭ୍ରମଣ କରାଯାଇଥିଲା । ରାମଙ୍କ ତୈଳଚିତ୍ରରେ ପୁଷ୍ପମାଳ ପୂର୍ବକ ପୂଜା ଅର୍ଚ୍ଚନା କରାଯିବା ପରେ ଆୟୋଜିତ ସଭାରେ ଭାରତୀୟ ସଂସ୍କୃତି ପରମ୍ପରା!-->…
Read More...
Read More...
ଗୋଡାଳ ନନୀ ମା’ଙ୍କ ଚୈତ୍ର ପର୍ବ, ରକ୍ତ ରଞ୍ଜିତ ହେଲା ଦେବୀ ପୀଠ
ସିନାପାଲି:ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋଡାଳ ଅଞ୍ଚଳର ଐତିହ୍ୟ ଓ ସଂସ୍କୃତିର ମିଳନର ପର୍ବ ଚୈତ୍ର ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ପର୍ବ ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଜନସାଧାରଣ ତଥା ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଗୋଡାଳରେ କେଉଁ କାଳରୁ ଏହି ପର୍ବ ପାଳିତ ହେଉଛି ।!-->…
Read More...
Read More...
ଶ୍ରୀମନ୍ଦିରରେ ରାମ ନବମୀ ନୀତି
ପୁରୀ : ପବିତ୍ର ଶ୍ରୀରାମ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଛି । ସ୍ୱୟଂ ପ୍ରଭୁ ଶୀଜଗନ୍ନାଥ ମାତା ରୂପରେ ବିଳମ୍ବିତ ରାତ୍ରରେ ଶ୍ରୀରାମଙ୍କୁ ଜନ୍ମଦେବେ, ତେଣୁ ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ଅଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଯେଉଡ଼!-->…
Read More...
Read More...