Browsing Category

ରାଜ୍ୟ

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟ ନବ ନିଯୁକ୍ତ ବିଜେପି ସଭାପତି

ପୁରୀ : ନବ ନିଯୁକ୍ତି ହୋଇଥିବା ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ରାଜ୍ୟ ବିଜେପି ସଭାପତି ହେବା ପରେ ପ୍ରଥମ କରି ପୁରୀ ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନ ସିଂହାସନରେ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ନିକଟରେ ପହଞ୍ଚିବା
Read More...

୩୦ ଜିଲ୍ଲା ପାଇଁ ୨୫ ବରିଷ୍ଠ ବିଜେଡି ନେତାଙ୍କୁ ମିଳିଲା ପର୍ଯ୍ୟବେକ୍ଷକ ଦାୟିତ୍ବ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାସ୍ତରରେ ସାଙ୍ଗଠନିକ ସ୍ଥିତି ସୁଦୃଢ କରିବାକୁ ବିଜେଡି ୨୫ଜଣ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି। ଏଥିରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସର୍ବାଧିକ ୪ ଜିଲ୍ଲାର ଦାୟିତ୍ବ ମିଳିଥିବା ବେଳେ
Read More...

ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

କଟକ ୨୭।୦୩ : ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ । ରାଜ୍ୟର ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ ସ୍ଥାପନ ନେଇ ଘୋଷଣା ହୋଇଛି । ଏନେଇ ହାଇକୋର୍ଟ ମୁଖ୍ୟ ବିଚାରପତି ଘୋଷଣା କରିଛନ୍ତି ।  ରାଜ୍ୟରେ ୧୦ ଜିଲ୍ଲାରେ ହେବାକୁ ଥିବା ଭର୍ଚୁଆଲ୍‌ ହାଇକୋର୍ଟ ଗୁଡିକ ଯଥାକ୍ରମେ- ଅନୁଗୁଳ,
Read More...

ଦଣ୍ଡ ରଖିବାକୁ ନେଇ ଗୋଷ୍ଠୀ ସଂଘର୍ଷ: ଉଭୟ ପକ୍ଷରୁ ୮ ଆହତ

ଜହ୍ନ ।ପଙ୍କ,୨୬/୩:- ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଚଣ୍ଡୀଗଡ଼ ଗ୍ରାମରେ ଦଣ୍ଡ ରଖିବାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ଗୁରୁତର ୭ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଚଣ୍ଡୀଗଡ଼ ଶୈବ ପୀଠ ସ୍ୱପ୍ନେଶ୍ୱର ମନ୍ଦିରରୁ ଶନିବାର ମଧ୍ୟରାତ୍ରିରେ ନୀତିକାନ୍ତି
Read More...

ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପ୍ରତିବାଦରେ କଂଗ୍ରେସ ଦଳର ସତ୍ୟାଗ୍ରହ

ନବରଙ୍ଗପୁର:- ସାଂସଦ ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ଓ ଦୁଇ ବର୍ଷ ସଜା ମାନ୍ୟବର କୋର୍ଟ ଶୁଣାଇବା ପରେ ଏହାକୁ ଦୃଢ଼ ବିରୋଧ କରି ଆଜି ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଗାନ୍ଧୀ ନଗର ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସତ୍ୟାଗ୍ରହ କରାଯାଇଛି । ଜିଲ୍ଲା କଂଗ୍ରେସ
Read More...

ସିନାପାଲି ମହାବିଦ୍ୟାଳୟରେ ସଡକ ସୁରକ୍ଷା ସଚେତନତା

ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ଡିଗ୍ରୀ କଲେଜ ଏନଏସଏସ ୟୁନିଟ ତରଫରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଏନଏସଏସ ୟୁନିଟ ମୁଖ୍ୟ ଜିତେନ୍ଦ୍ର ରାଉତଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା । ଏହି ଅବସରରେ ସିନାପାଲି ଗୋଷ୍ଠୀ
Read More...

କୋଶଳିଆ ମାଳି ସମାଜର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଚୟନ

ସୁବର୍ଣ୍ଣପୁର: ଆଜି ଜିଲ୍ଲାର ବାଞ୍ଜିପାଲି ଅନ୍ତର୍ଗତ ସାନଫବସି ଗାଁରେ କୋଶଳିଆ ମାଳି ସମାଜର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଚୟନ ତଥା ଜିଲ୍ଲାକମିଟି ଗଠନ କରାଯାଇଛି ।ପ୍ରାରମ୍ଭରେ ବାବା କୁଶଳେଶ୍ୱରଙ୍କ ପୂଜାର୍ଚ୍ଚନା ପରେ ସମସ୍ତ ଜାତି ବ୍ୟକ୍ତିବିଶେଷଙ୍କ ଆର୍ଶିବାଦ ନେଇଥିଲେ । ଏଥିରେ ମୁଖ୍ୟ
Read More...

ବିକାଶ ଶିକ୍ଷାନୁଷ୍ଠାନରେ ବିକାଶ ମେଧାବୀ ପରୀକ୍ଷା ଅନୁଷ୍ଠିତ

ଭବାନୀପାଟଣା: ଭବାନୀପାଟଣା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନରେ ଉଭୟ ସି.ଏଚ.ଏସ. ଇ. ଓ ସି.ବି.ଏସ. ଇ କ୍ଷେତ୍ରରେ ବିକାଶ ମେଧାବୀ ପରୀକ୍ଷା/ଭାଟ୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ପ୍ରଥମ ପୁରସ୍କାର ୧୫ହଜାର ଟଙ୍କା, ଦ୍ୱିତୀୟ ପୁରସ୍କାର ୧୦ହଜାର ଟଙ୍କା ଏବଂ ତୃତୀୟ ପୁରସ୍କାର ୫ହଜାର
Read More...

ଆଇଟିଡିଏ ପକ୍ଷରୁ ୧୦୦୦ଗୋଟି ଅଣ୍ଡାଦିଆ କୁକୁଡ଼ା ପାଳନ କେନ୍ଦ୍ର ଉଦଘାଟିତ

ଫୁଲବାଣୀ: ଜାମଝରି ପଂଚାୟତ ଅନ୍ତର୍ଗତ କିଲୁପଙ୍ଗା ଗ୍ରାମରେ ଆଇଟିଡିଏ ତରଫରୁ ଆନନ୍ଦେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀକୁ ମିଶନ ଜୀବିକା ଯୋଜନାରେ ୧୦୦୦ ଗୋଟି ଅଣ୍ଡାଦିଆ କୁକୁଡ଼ା ଓ ଆନୁସଙ୍ଗିକ ଜିନିଷ ଯୋଗାଇ ଦିଆଯାଉଛି । ଏହି କୁକୁଡ଼ା ପାଳନ କେନ୍ଦ୍ରକୁ ମାନ୍ୟବର ବିଧାୟକ ଅଙ୍ଗଦ କହଁର ଫୁଲବାଣୀ
Read More...

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ:
୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର, ହିଞ୍ଜିଳି ଓ କବିସୂର୍ଯ୍ୟନଗର ଆଦି ସ୍ଥାନରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।ଛତ୍ରପୁର ରେ ୧୦୦୦ କୋଟି, ହିଂଜିଲିରେ ୫୯୦ କୋଟି ଓ କବିସୂର୍ଯ୍ୟନଗରରେ ୩୧୬ କୋଟିରୁ ଅଧିକ
Read More...