Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଡଜାତ ମହୋତ୍ସବ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂପୁର ନର୍ସରୀ ସଭାଗୃହ ଠାରେ ଗଡଜାତ ଲୋକ ମହୋତ୍ସବ ଆନୁକୂଲ୍ୟରେ ଆଜି ମାଗଣା ଚକ୍ଷୁ ଚିକିତ୍ସା ଶିବିର ମହୋତ୍ସବ କମିଟିର ସଭାପତି ବିଶ୍ୱଜିତ ମିଶ୍ରଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଯାଇଛି । ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡାପାଲିଙ୍କ ତିନି!-->…
Read More...
Read More...
ଦୁଇ ଦାଦନ ଦଲାଲକୁ କୋର୍ଟଚାଲାଣ କଲା ବେଲପଡ଼ା ପୋଲିସ୍
ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବନମାଳ ଗାଁର ଦାଦନ ଶ୍ରମିକ ଶୁକଦେବ ପରାଭୁଏଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ୍ । ଆଜି ଦୁଇ ଦାଦନ ସର୍ଦ୍ଦାରଙ୍କୁ ବାନ୍ଧିଛି । ଗିରଫ ଦୁଇ ସର୍ଦ୍ଦାର ହେଲେ ବନମାଳ ଗାଁର ଘନ ସା ଓ ବିଦ୍ୟାଧର ସାହୁ । ଏମାନେ!-->…
Read More...
Read More...
ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସହ ଗ୍ରାମ୍ୟ ମୁଖୀ ପ୍ରଶାସନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ରାଗିଡି ଗ୍ରାମ ପଞ୍ଚାୟତଠାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସହ ଗ୍ରାମ୍ୟ ମୁଖୀ ପ୍ରଶାସନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ସର୍ବ ମୋଟ ୫୬ ଗୋଟି ଅଭିଯୋଗ ଆସିଥିଲା ବେଳେ ୨୭ ଗୋଟି ଅଭିଯୋଗ ତୁରନ୍ତ ପଦକ୍ଷେପ ନେଇ ସମାଧାନ!-->…
Read More...
Read More...
ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ
ଫୁଲବାଣୀ : ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଆବାହକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ସଭାନେତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡାଙ୍କ ନେତୃତ୍ୱରେ ଏବଂ ସାଧାରଣ ସମ୍ପାଦକ ଜିତେନ୍ଦ୍ର ମାର୍ଥାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ କନ୍ଧମାଳ!-->…
Read More...
Read More...
ପୁରୀ ସହରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ
ପୁରୀ : ପୁରୀ ବଡଦାଣ୍ଡର ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା ପରେ ପୁରୀ ସହରରେ ଥିବା ବିଭିନ୍ନ ହୋଟେଲ, ଲଜ୍ ଓ ମାର୍କେଟ କଂପ୍ଲେକ୍ସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ବଡପ୍ରଶ୍ନ ଠିଆ ହୋଇଛି । ବଡ଼ଦାଣ୍ଡ ସମେତ ସମୁଦ୍ର କୂଳ ଅଞ୍ଚଳରେ ଶହ ଶହ ହୋଟେଲ, ଲଜ୍, ସପିଙ୍ଗ!-->…
Read More...
Read More...
ସିନାପାଲି ପ୍ରାଥମିକ ଶିକ୍ଷକଙ୍କ ଦାବିପତ୍ର ପ୍ରଦାନ
ସିନାପାଲି:ନୂଆପଡ଼ା ଜିଲ୍ଲା ସିନାପାଲି ରାଜ୍ୟ ସଂଘର ଆହ୍ୱାନରେ ନୂତନ ପେନସନ୍ ଭୁକ୍ତ ପ୍ରାଥମିକ ଶିକ୍ଷକଙ୍କ ତିନି ଦଫା ଦାବି ପୂରଣ ନେଇ ଏକ ସ୍ମାରକପତ୍ର ସ୍ଥାନୀୟ ଶିକ୍ଷକ ସଂଘ ତରଫରୁ ସିନାପାଲି ଏବିଇଓ ପ୍ରଭାତ କୁମାର ପାତ୍ରଙ୍କୁ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଏବଂ ଗଣଶିକ୍ଷା!-->…
Read More...
Read More...
୧୫ରୁ ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର:ଅସହ୍ୟ ତାତିରେ ଛଟପଟ ହେଉଥିବା ରାଜ୍ୟବାସୀଙ୍କୁ ମିଳିଛି ଆଶ୍ୱସ୍ତିକର ଖବର । ରାଜ୍ୟକୁ ଆସୁଛି ପଶ୍ଚିମା ଝଡ଼ । ଫଳରେ ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ଅଞ୍ଚଳ ବର୍ଷାରେ ଭିଜିବ। ମିଳିବ ତାତିରୁ ଆଶ୍ୱସ୍ତି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ!-->…
Read More...
Read More...
ଗଛରେ ପିଟି ହେଲା ପିକଅପ ଭ୍ୟାନ୍: ଜଣେ ମୃତ, ୨ ଗୁରୁତର
ବରପାଲି: ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବନ୍ଧପାଲି ଗ୍ରାମ ନିକଟରେ ବିଜେପୁର ରାସ୍ତାରେ ଭୋର ୪ଟା୩୦ରେ ରାସ୍ତାକଡ଼ରେ ଥିବା ପିପ୍ପଳ ବୃକ୍ଷରେ ଧକ୍କାଦେଇ ଏକ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। ଆନ୍ଧ୍ର ପ୍ରଦେଶ ନମ୍ବର ଥିବା ଏକ ପିକଅପ ଭ୍ୟାନ (ଏପି ୩୯!-->…
Read More...
Read More...
ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ପକ୍ଷରୁ ଚଢ଼ାଉ, ପିକ୍ଅପ୍ ଭ୍ୟାନ୍ ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ
ବାଲିଗୁଡ଼ା : ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ପକ୍ଷରୁ ଚଢ଼ାଉ । ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନକୁ ଜବତ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଜଣେ ନାବାଳକକୁ ଗିରଫ କରିଛି ପୋଲିସ୍ । ଅନ୍ୟପଟେ ଘଟଣାସ୍ଥଳରୁ ଅନ୍ୟ ତିନି ଜଣ ମାଫିଆ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଘଟଣା!-->…
Read More...
Read More...
ଡାକ୍ତର ପରମାନନ୍ଦ ମିଶ୍ର ଅନ୍ତର୍ଜାତୀୟ ଫେମ ଆୱାର୍ଡ ପାଇଁ ମନୋନୀତ
ସୁବର୍ଣ୍ଣପୁର :- ଆସନ୍ତା ମାର୍ଚ୍ଚ ୧୮ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ଇଣ୍ଟରନେସନାଲ ଫେମ ଆୱାର୍ଡ଼ ପାଇଁ ଓଡ଼ିଶାର ସୋନପୁରର ଡାକ୍ତର ପରମାନନ୍ଦ ମିଶ୍ର ଶ୍ରେଷ୍ଠ ଦନ୍ତ ଚିକିତ୍ସକ ବିଭାଗରେ ମନୋନୀତ ହୋଇଛନ୍ତି । ଦିଲ୍ଲୀର ଏକ ତାରକା ହୋଟେଲରେ ଆୟୋଜିତ ହେବାକୁ ଥିବା ଏହି ସ୍ୱତନ୍ତ୍ର!-->…
Read More...
Read More...