Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ,
କେନ୍ଦ୍ରରେ ତାଲା ପକାଇଲେ ଶତାଧିକ ମହିଳା
ବାଲିଗୁଡ଼ା: ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ବହିଷ୍କାର ଦାବିରେ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇଲେ ଶତାଧିକ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଉପାନ୍ତ କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ବି.ରାଣିପାଙ୍ଗା ଗ୍ରାମରେ । ସୂଚନା ପ୍ରକାରେ!-->…
Read More...
Read More...
ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍
ଆଠମଲ୍ଲିକ : ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍। ଅନୁଗୁଳ ଜିଲ୍ଲାର ହଣ୍ଡପା ଥାନା ଅନ୍ତର୍ଗତ ମଣ୍ଡାମ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ହଣ୍ଡପା ମେଡିକାଲରେ!-->…
Read More...
Read More...
ଲୁଟେରା ଗିରଫ
ପୁରୀ : ସହରରେ ଲଗାତାର ଲୁଟପାଟ କରିଥିବା ଜଣେ ଲୁଟେରାକୁ ପୁରୀ ସମୁଦ୍ରକୂଳ ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଲୁଟେରା କଣାସ ଗଡବଡପୁଟ ଗାଁର ସୁବ୍ରତ କୁମାର ବରାଳ । ତାଠାରୁ ବାଇକ୍ ଓ ସୁନା ଅଳଙ୍କାର ଜବତ ହୋଇଛି । ଗତ ଡ଼ିସେମ୍ବର ୧ ତାରିଖରେ ପଶ୍ଚିମବଙ୍ଗର ଜଣେ!-->…
Read More...
Read More...
ସୁବର୍ଣ୍ଣପୁରଠାରେ ପ୍ରଗତିଶୀଳ ଡୁମାଳ ସମାଜର ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର: ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରକୁ ସୁଦୃଢ କରିବାର ସଂକଳ୍ପ ନେଇ ସୋନପୁର ସହରରେ ରହୁଥିବା ଡୁମାଳ ପରିବାରର ଏକ ସାଂଗଠନିକ ବୈଠକ ସୁବର୍ଣ୍ଣପୁର ଛିନଛାନ ଡୁଙ୍ଗୁରିଠାରେ ଗତକାଲି ନଗର ସଭାପତି ଲକ୍ଷ୍ମଣ ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଁ!-->…
Read More...
Read More...
ବିଜେଡି ବିଧାୟକଙ୍କ ନାମରେ ମାମଲା ରୁୁଜୁ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଜେଡି ବିଧାୟକ ଭାଗିରଥି ସେଠୀଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି । ଆନନ୍ଦପୁର ବ୍ଲକ ୩ ନଂ ଜିଲ୍ଲା ପରିଷଦ ଜୋନର ବିଜେପି ସଦସ୍ୟା ଅସୀମା ମିଶ୍ରଙ୍କ ଅଭିଯୋଗକୁ ଭିତ୍ତି କରି ଏହି ମାମଲା ଦାୟର ହୋଇଥିବା ଜଣାପଡିଛି ।ଗତବର୍ଷ ଅଗଷ୍ଟ ୩୦ ତାରିଖ!-->…
Read More...
Read More...
ନିଯୁକ୍ତି ନାମରେ ଆଦିବାସୀ ମହିଳାଙ୍କଠାରୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ ୨ଗିରଫ
ବାଲିଗୁଡ଼ା/ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଆଦିବାସୀ ମହିଳାଙ୍କୁ ନିଯୁକ୍ତି ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇ କୋଟିଏ ରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଦାରିଙ୍ଗବାଡ଼ି ପୋଲିସ । ଗିରଫ ଦୁଇ ଜଣ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା!-->…
Read More...
Read More...
ଗଛକୁ ଧକ୍କା ଦେଲା ବାଇକ; ଜଣେ ମୃତ, ଜଣେ ଗୁରୁତର
ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ବଡବନ୍ଧଛକ ନିକଟରେ ରବିବାର ଦିନ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ!-->…
Read More...
Read More...
ଚଳିତବର୍ଷ ବୌଦ୍ଧ ଜ଼ିଲ୍ଲାର ୭୬ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ୬୫୯୪ ଜଣ ଛାତ୍ରଛାତ୍ରୀ
ବୌଦ୍ଧ,୫/୨- ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହରେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ସବମେଟିଭ ଏସ. ଏସ. ମେଣ୍ଟ ୨!-->…
Read More...
Read More...
ଠାକୁରଙ୍କ ଗଜ ଉଦ୍ଧାରଣ ବେଶ ଦେଖିବା ସକାଶେ ଭକ୍ତଙ୍କ ସମାଗମ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଜଗନ୍ନାଥ ମନ୍ଦିରରେ ଆଜି ମାଘ ପୂର୍ଣ୍ଣିମା ହୋଇଥିବାରୁ ଠାକୁରଙ୍କ ଗଜ ଉଦ୍ଧାରଣ ବେଶ ଦେଖିବା ପାଇଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ମାଘ ପୂର୍ଣ୍ଣିମା ହୋଇଥିବାରୁ ଆଜି ସକାଳୁ ଭକ୍ତମାନେ ଧୂପ, ଦୀପ, ନଡ଼ିଆ,!-->…
Read More...
Read More...
୧୧ତମ ଜେବିସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସର୍ଗିପାଲି ଚାମ୍ପିୟନ
ଖପ୍ରାଖୋଲ : ଖପ୍ରାଖୋଲ ବ୍ଳକ ବଡ଼ଗୁର୍ଜିଭଟା ଜେବିସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ସର୍ଗିପାଲି ଓ ଚାଉଳବାଞ୍ଜି ମଧ୍ୟରେ ହୋଇଥିଲା । ଫାଇନାଲ ଖେଳରେ ପ୍ରଥମେ ଚାଉଳବାଞ୍ଜି ଦଳ ବ୍ୟାଟିଙ୍ଗ କରି ସମସ୍ତ ଉଇକେଟ ହରାଇ ୮୦ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ସର୍ଗିପାଲି ଦଳ ୬!-->…
Read More...
Read More...