Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ଦ୍ୱିତୀୟ ସନ୍ଧ୍ୟା
ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ଯୋଗଦେଇ ଥିବା ବେଳେ!-->…
Read More...
Read More...
ବିଭିନ୍ନ ଦାବିନେଇ ଅଙ୍ଗନୱାଡି କର୍ମୀଙ୍କ ଗଣଧାରଣା ଓ ବିକ୍ଷୋଭ
ବୌଦ୍ଧ,୨୩/୧୧- ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କସ ଆସୋସିଏସନର ଡାକରାକ୍ରମେ ଆଜି ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗା ବ୍ଲକର ସମସ୍ତ ଅଙ୍ଗନୱାଡିକର୍ମୀ ମାନେ କାର୍ଯ୍ୟବନ୍ଦ କରି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଗୁଡିକ ଆଗରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।!-->…
Read More...
Read More...
ଅପହୃତା ନାବାଳିକାକୁ ଉଦ୍ଧାର କଲା ଖପ୍ରାଖୋଲ ପୋଲିସ, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ
ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁତୁଲାମହୁଲ ଗ୍ରାମରୁ ଜଣେ ନାବାଳିକାକୁ ଦଶ ଦିନ ପୂର୍ବରୁ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେଲେଙ୍ଗାନାର ସିକନ୍ଦରାବାଦରେ ଅପହରଣକାରୀ ଦ୍ୱୟଙ୍କୁ ପୋଲିସ!-->…
Read More...
Read More...
ସର୍ବୋଦୟ ନଗର ପାର୍କ ଉଦଘାଟିତ
ପୁରୀ : ହୃଦୟ ଯୋଜନାରେ ପ୍ରାୟ ୨୪ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସର୍ବୋଦୟ ନଗର ପାର୍କ ବୁଧବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏବଂ ଜିଲ୍ଲାପାଳ ସମର୍ଥ ବର୍ମା ରିବନ୍ କାଟି ଏହାକୁ ଉଦ୍ଦଘାଟନ କରିଥିଲେ । ଉଦଘାଟନ କାର୍ଯ୍ୟକ୍ରମରେ ପୌର ନିର୍ବାହୀ!-->…
Read More...
Read More...
ରୁଦ୍ରମାଧବ ରାୟଙ୍କ ଜନ୍ମଜୟନ୍ତୀ ପାଳିତ
ଦଶପଲ୍ଲା : ଦଶପଲ୍ଲା ମାଟିର ବୀର ସନ୍ତାନ ତଥା କନ୍ଧମାଳର ପୂର୍ବତନ ସାଂସଦ ତଥା ବିଧାୟକ , ସ୍ୱର୍ଗତ ରୁଦ୍ରମାଧବ ରାୟଙ୍କ ୮୫ ତମ ଜନ୍ମ ଜୟନ୍ତୀ ଉତ୍ସବ ଗଣିଆ ଗାନ୍ଧୀ ଛକ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ଛକ ତଳେ ଥିବା ରୁଦ୍ରମାଧବଙ୍କ ପ୍ରତିମୂର୍ତ୍ତିରେ ଜନ୍ମ ଜୟନ୍ତୀ ଉପଲକ୍ଷେ!-->…
Read More...
Read More...
ସୀମାନ୍ତବର୍ତ୍ତୀ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲା ଉତ୍କଳ ସମ୍ମିଳନୀ
ନବରଙ୍ଗପୁର:- ନବ ଗଠିତ ଉତ୍କଳ ସମ୍ମିିଳନୀ, ନବରଙ୍ଗପୁର ଶାଖାର ସଦସ୍ୟ ମାନେ ଜିଲ୍ଲାପାଳ ନବରଙ୍ଗପୁରଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଭାଷା, ସଂସ୍କୃତି, ପରମ୍ପରା ତଥା ସୀମାବର୍ତ୍ତୀ ଅଂଚଳ ମାନଙ୍କରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଅବଗତ କରେଇଥିଲେ ।ବିଭିନ୍ନ ସମୟରେ ପଡୋଶୀ!-->…
Read More...
Read More...
ଓଲଟିଲା ବାଲି ବୋଝେଇ ଟ୍ରକ
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଦଶପଲ୍ଲା- ଭଂଜନଗର ରାସ୍ତାର ପଙ୍କାଳ ସାହି ଜଙ୍ଗଲ ମଧ୍ୟରେ ଭାରସାମ୍ୟ ହରାଇ ଓଡି-୧୯ଇ-୨୬୫୪ ନମ୍ବର ଥିବା ଏକ ବାଲି ବୋଝେଇ ଟ୍ରକ ରାସ୍ତା କଡ଼ରେ ଓଲଟି ପଡିଛି । ସୂଚନା ଯୋଗ୍ୟ ଯେ ଟ୍ରକଟି ଗଣିଆଠାରେ ଥିବା ମହାନଦୀ ବାଲି ଘାଟରୁ ବାଲି!-->…
Read More...
Read More...
କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ବର : ଆପଣମାନେ ଜାଣନ୍ତି, ଆମ ରାଜ୍ୟରେ ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ଅଛନ୍ତି । ଏମାନେ ଗରିବ ଲୋକ ବହୁ ଜନଜାତି ମା ମାନେ ମଧ୍ଯ କେନ୍ଦୁପତ୍ର ତୋଳିବା କାମ କରନ୍ତି । କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ମୋ ସରକାର ସବୁବେଳେ!-->…
Read More...
Read More...
ବୀରମହାରାଜପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ଅନଶନ
ବୀରମହାରାଜପୁର : ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ୬ଶହରୁ ଉଦ୍ଧ୍ୱର୍ ଅଙ୍ଗନବାଡି କର୍ମୀ ଓ ସହାୟିକା ନିଜର ନିୟମିତ ସରକାରୀ ଚାକିରୀ ମାନ୍ୟତା ଦାବିରେ ବ୍ଲକ ସଭାନେତ୍ରୀ ଶ୍ରୀମତୀ ମମତା ପଣ୍ଡାଙ୍କ ନେତୃତ୍ୱରେ ଆଜି!-->…
Read More...
Read More...
ଆସିକାରେ ଓଡିଶା ସାମ୍ବାଦିକ ସଂଘ ଗଞ୍ଜାମ ଶାଖାର ଜରୁରୀ ଅଧିବେଶନ
ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଆସିକା ସମବାୟ ଚିନିଶିଳ୍ପ ଅତିଥି ଭବନ ଠାରେ ଆଜି ଓଡିଶା ସାମ୍ବାଦିକ ସଂଘ(ଓ.ଜେ.ୟୁ) ଗଞ୍ଜାମ ଶାଖର ଜରୁରୀ ଅଧିବେଶନ ଅନୁଷ୍ଠୀତ ହୋଇଯାଇଛି ।ଏହି ବୈଠକ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ଭଟ୍ଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ!-->…
Read More...
Read More...