Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଙ୍ଗାବାଡ଼ ସରପଞ୍ଚ ହରିବନ୍ଧୁ କାର୍ଯୀଙ୍କୁ ସମ୍ବର୍ଦ୍ଧିତ କଲେ କେରଳ ରାଜ୍ୟପାଳ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ସରପଞ୍ଚ ହରିବନ୍ଧୁ କାର୍ଯୀଙ୍କୁ ରାଜ୍ୟସ୍ତରୀୟ ସମାଜସେବୀ ଭାବେ ସମ୍ବର୍ଦ୍ଧିତ କରାଯାଇଛି । ସୂଚନା ଯୋଗ୍ୟ ଯେ, ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୮୯ତମ ଜୟନ୍ତୀ ଉତ୍ସବ ଅବସରରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ!-->…
Read More...
Read More...
ସମିତିସଭ୍ୟମାନଙ୍କ ତିନିଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସ୍ଥିତ ଜାଗୃତି ସଭାଗୃହ ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ, ପଞ୍ଚାୟତିରାଜ ବିଭାଗ ଓ ଜିଲ୍ଲା ଡିଆର୍ଡିଏର ମିଳିତ ଆନୁକୂଲ୍ୟରେ ୩ଦିନ ଧରି ଚାଲିଥିବା ସମିତିସଭ୍ୟ ମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।!-->…
Read More...
Read More...
ସିମନବାଡିରେ ସୁନେତ୍ର କାର୍ଯ୍ୟକ୍ରମ
ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏବିଇଓ ତଥା ବି.ଆର.ସି.ସି ସୁବାସିନୀ ଦିଗାଲ ଯୋଗଦେଇ ଥିଲେ । କୋଭିଡ ଯୋଗୁଁ ୨ବର୍ଷ ଧରି ବନ୍ଦ ଥିବା!-->…
Read More...
Read More...
ସଂକ୍ଷିପ୍ତ ଭୋଟର ସଚେତନତା ପ୍ରସ୍ତୁତି ନେ଼ଇ ବୈଠକ
ପାରଳାଖେମୁଣ୍ଡି,୧୯/୧୧- ଗଜପତି ଜିଲ୍ଲାସ୍ତରୀୟ ସଂକ୍ଷିପ୍ତ ଭୋଟର ସଚେତନତା ସମ୍ପର୍କରେ ଏକ ବୈଠକ ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ-ତଥା-ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାସ୍ତରୀୟ!-->…
Read More...
Read More...
ତୈଳିକ ବୈଶ୍ୟ ସମାଜର ପରିବାର ମିଳନ ଉତ୍ସବ
ବାଲିଗୁଡ଼ା,୧୯/୧୧: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧର ନିଖିଳ ଉତ୍କଳ ବଳଦିଆ ତୈଳିକ ବୈଶ୍ୟ ସମାଜର ପରିବାର ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଭବ୍ୟ ବଳଦିଆ ତୈଳିକ ବୈଶ୍ୟ ସମାଜର ପ୍ରାୟ ୧୫୦ ପରିବାରର ଏକ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା । ଏହି ପରିବାର ମିଳନ ଉତ୍ସବରେ!-->…
Read More...
Read More...
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୯ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ଘୁ ଉଦୟଗିରି:ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୯ତମ ବାର୍ଷିକ କ୍ରୀଡା ଉତ୍ସବ ଦୁଇ ଦିନ ଧରି ବନପାଳ ପ୍ରଶିକ୍ଷଣ କେନ୍ଦ୍ର ପରିସର ଖେଳପଡ଼ିଆର ଅନୁଷ୍ଠିତ ହୋଇ ଆଜି ଉଦଯାପିତ ହୋଇଯାଇଛି । ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥିଭାବେ ବନପାଳ ପ୍ରଶିକ୍ଷଣ କେନ୍ଦ୍ରର ବରିଷ୍ଠ ପ୍ରଶିକ୍ଷକ!-->…
Read More...
Read More...
ଖପ୍ରାଖୋଲ ପୋଲିସର ଚଢାଉ, ୧୮ ଦାଦନ ଶ୍ରମିକ ଉଦ୍ଧାର
ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ଶନିବାର ଅପରାହ୍ନରେ ଚଢାଉ କରି ୧୮ ଦାଦନ ଶ୍ରମିକ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଂ କଲା ବେଳେ ହରିଶଙ୍କର ଛକ ନିକଟରେ ଏକ କ୍ରୁଜର ଗାଡ଼ି ( ଓଡି ୧୭ ସି ୦୮୨୩ )ରେ କିଛି ଶ୍ରମିକ ଥିବା ଦେଖି!-->…
Read More...
Read More...
ସୁବର୍ଣ୍ଣ ଜଯନ୍ତୀ ଉପଲକ୍ଷେ ପାରମ୍ପାରିକ ଝୋଟି ଓ ପିଠା ପ୍ରତିଯୋଗୀତା
ନବରଙ୍ଗପୁର : ନବରଙ୍ଗପୁର କଲେଜର ୫୦ତମ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ ହେବାକୁ ଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ଝୋଟି ଓ ପିଠା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର କଲେଜ ପରିସରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପୁରାତନ ଛାତ୍ରୀ ମାନେ ଅଂଶ ଗ୍ରହଣ କରି!-->…
Read More...
Read More...
କଳାବ୍ୟାଜ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ
ଫୁଲବାଣୀ: ରାଜ୍ୟ ନେତୃମଣ୍ଡଳୀଙ୍କ ଆହ୍ୱାନ କ୍ରମେ କନ୍ଧମାଳ ଜ଼ିଲ୍ଳାର ବ୍ଲକଠାରୁ ଆରମ୍ଭ କରି ସଦରମହାକୁମା ତଥା ଜିଲ୍ଳା ଭିତରେ ଥିବା ସରକାରୀ ଦପ୍ତରରେ ବିଭିନ୍ନ ବିଭାଗର ସବୁ ବର୍ଗର ଆଉଟସୋର୍ସିଂ କର୍ମଚାରୀ ଶାନ୍ତିଶୃଙ୍ଖଳାର ସହ ତା.୧୪.୧୧. ୨୦୨୨ରିଖ ଠାରୁ ସୁଚାରୁରୂପେ କଳାବ୍ୟାଜ ପରିଧାନ!-->…
Read More...
Read More...
ନିସ୍ନାହାଣ୍ଡି ଗ୍ରାମରେ ବିଶ୍ୱ ପାଇଖାନା ଦିବସ ପାଳିତ
ନନ୍ଦାହାଣ୍ଡି:ପରିମଳ ବିଭାଗ ନନ୍ଦାହାଣ୍ଡି ତରଫରୁ ୧୯ ନଭେମ୍ବର ବିଶ୍ୱ ପାଇଖାନା ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ନନ୍ଦାହାଣ୍ଡି ବ୍ଲକ ନିସ୍ନାହାଣ୍ଡି ପଞ୍ଚାୟତ ସଦର ଗ୍ରାମରେ ସ୍ୱଚ୍ଛତାର ଦୌଡ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠି ଉନ୍ନୟନ!-->…
Read More...
Read More...