Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଭିନ୍ନ ଦାବି ନେଇ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ
ପାରଳାଖେମୁଣ୍ଡି: ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିସ ୱାକର୍ସ ଆସୋସିଏସନ ପକ୍ଷରୁ ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ ପଞ୍ଚାୟତର ଅଙ୍ଗନବାଡ଼ି କର୍ମୀମାନେ ମୋହନା ବ୍ୟାଙ୍କ୍ ନିକଟରେ ଏକତ୍ରିତ ହୋଇ ଶତାଧିକ କର୍ମୀ ବିଶାଳ ଶୋଭାଯାତ୍ରା ବାହରି ହାତରେ ପ୍ଲାକାର୍ଡ ଧରି ୮ ଦଫା ଦାବୀର ସ୍ଲୋଗାନ ଦେଇ!-->…
Read More...
Read More...
ପୁରୀ ଏସପିଙ୍କ ନାମରେ ଫେସବୁକରେ ଫେକ ଆକାଉଣ୍ଟ କରି ଟଙ୍କା ଲୁଟ ଉଦ୍ୟମ
ପୁରୀ : ପୁରୀ ଏସପିଙ୍କ ନାମରେ ଫେସବୁକରେ ଫେକ ଆକାଉଣ୍ଟ କରି ଟଙ୍କା ଲୁଟ ଉଦ୍ୟମ । ଅଭିଯୋଗ ପରେ ଗିରଫ ହେଲେ ଅଭିଯୁକ୍ତ ଯୁବକ ମନୋଜ ସାହୁ । ୨୨ ବର୍ଷୀୟ ଯୁବକଙ୍କ ଘର ଯାଜପୁର କୋରେଇ ଅଂଚଳରେ । ତାହାରପୁର କୋରେଇ ଅଞ୍ଚଳର ଏହି ଯୁବକ ଜଣକ ପୁରୀ ଏସ୍ପିଙ୍କ ନାମରେ ଫେକ ଫେସବୁକ ଆକାଉଣ୍ଟ କରି!-->…
Read More...
Read More...
ଦ୍ୱିତୀୟ ମା ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଘାଟିତ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚଳିତ ବର୍ଷ ଦ୍ୱିତୀୟ ମା ଭୈରବୀ ମହୋତ୍ସବ ଉଦଘାଟିତ ହୋଇଯାଇଛି । ପ୍ରଥମେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ମନ୍ଦିର ପ୍ରାଙ୍ଗଣ ଠାରୁ ମାଁଙ୍କ ଜ୍ୟୋତି ଓ ପ୍ରତିମାକୁ ନେଇ ଏକ ବିରାଟ ପଟୁଆର ସହିତ ଢୋଲ!-->…
Read More...
Read More...
ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଇଟାଲି ଦମ୍ପତି
ପାରଳାଖେମୁଣ୍ଡି : ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୩୩ ତମ ଶିଶୁକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ଇଟାଲି ଦେଶର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି । ପ୍ରାୟ ୫ ବର୍ଷ ତଳେ ଏହି ପୁଅଟିକୁ ମୋହନା ଅଞ୍ଚଳରୁ ଅସହାୟ ଅବସ୍ଥାରେ ଜିଲ୍ଲା ଶିଶୁ!-->…
Read More...
Read More...
ଉତ୍ତରାଞ୍ଚଳ ଆରଡିସିରେ ବୌଦ୍ଧଜିଲ୍ଲା ସାମିଲ ହୋଇଥିବାରୁ ନାଗରିକ କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ବୌଦ୍ଧ,୨୨/୧୧: ଗତକାଲି ରାଜ୍ୟସରକାରଙ୍କ ଦ୍ୱାରା ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସମ୍ବଲପୁରଙ୍କ ଅଧିନକୁ ନେବା ବିଷୟ ଘୋଷଣା କରିଥିବାରୁ ବୌଦ୍ଧ ନାଗରିକ କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନାଗରିକ!-->…
Read More...
Read More...
ଦେଓମାଳିରେ ଲାଗିଲା ୧୪୪ ଧାରା :
ସନ୍ଧ୍ୟା ପରେ ବୁଲିବା ମନା
କୋରାପୁଟ: କୋରାପୁଟ ଜିଲ୍ଲାରେ ଥିବା ଦେଓମାଳି ପର୍ବତରେ ରାତ୍ରିଯାପନ କିମ୍ବା ସଂଧ୍ୟା ପରେ ବୁଲିବା ଉପରେ କଟକଣା ଲଗାଯାଇଛି । କୋଟାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଦେଓମାଳି ପର୍ବତକୁ ବୁଲିବାକୁ ଆସିଥିବା ଅନେକ ପର୍ଯ୍ୟଟକ ସେଠାରେ ଟେଣ୍ଟ ପକାଇ ରାତ୍ରି ଯାପନ!-->…
Read More...
Read More...
ନନ୍ଦାହାଣ୍ଡିରେ ପାଳିତ ହେଲା ଶିଶୁଙ୍କ ପାଇଁ ଦିନ ଟିଏ
ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସ୍ଥିତ ସଭାଗୃହ ଠାରେ ଆଜି ବ୍ଲକସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ ତ୍ରୈମାସିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିଶୋରୀ ସଶକ୍ତିକରଣ, ବାଲ୍ୟବିବାହ ଉଚ୍ଛେଦ ଓ ଶିଶୁ ଶ୍ରମିକ ନିରାକରଣ ସହ ଜଣେ ଶିଶୁର ନିର୍ବିଘ୍ନରେ ସାମଗ୍ରୀକ!-->…
Read More...
Read More...
ଚାଷୀଙ୍କ ପାଇଁ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ କେବେ ?
ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗୁରୁପଡା ପଦାସାହିରେ ଚାଷୀଙ୍କ ସୁବିଧା ନିମନ୍ତେ ସରକାରଙ୍କ ତରଫରୁ ଚାଷ ଜମିକୁ ଜଳସେଚନ ସୁବିଧା ପାଇଁ ଉଠା ଜଳସେଚନ ତଥା ଲିଫ୍ଟ ମାଧ୍ୟମରେ ଯୋଗାଇ ଦିଆଯାଇଛି ସତ କିନ୍ତୁ ନିର୍ମାଣ ହେବାର ଆଠ ମାସ ବିତିଯାଇଥିଲେ ସୁଦ୍ଧା ଚାଷ!-->…
Read More...
Read More...
ବିଡିସିସି ଅଧକ୍ଷ ନିର୍ବାଚନ : ସ୍ମାରକ ମିଶ୍ର ବାଜି ମାରିଲେ
ବଲାଙ୍ଗୀର: ବଲାଙ୍ଗୀର କେନ୍ଦ୍ରୀ ସମବାୟ ବ୍ୟାଙ୍କ୍ ଅଧକ୍ଷ ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ସ୍ମାରକ ମିଶ୍ର ବିଜୟୀ ହୋଇଛନ୍ତି । ଅର୍ଦ୍ଧାଧିକ ବିଜେଡି ସମର୍ଥୀତ ନିର୍ଦ୍ଦେଶକ ଥିଲେ ସୁଦ୍ଧା ବିଜେଡି ଗଣିତ ବିଗାଡି ଦେଲେ ସ୍ମାରକ । ବଲାଙ୍ଗୀର ଓ ସୋନପୁର ଜିଲ୍ଲାକୁ ନେଇ ଗଠିତ ସମବାୟ!-->…
Read More...
Read More...
ଧାନଗଦାରେ ନିଆଁ ଲାଗି ଆଠ ଏକରର ଫସଲ ନଷ୍ଟ
ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ଅନ୍ତର୍ଗତ ହିରିଲ୍ୟାଗୁଡା ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଧାନ ଖଳାରେ ନିଆଁ ଲାଗି ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ଯାଇଛି ୮ ଏକର ଜମିର ଧାନ ଫସଲ । ସୂଚନା ମୁତାବକ ହିର୍ଲ୍ୟାଗୁଡା ଗ୍ରାମର ଧର୍ମା ବିଷୋୟୀଙ୍କ ଦୁଇ!-->…
Read More...
Read More...