Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କ୍ୟାପିଟାଲ ହସ୍ପିଟାଲରେ ୫-ଟି ସଚିବ
ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ୫-ଟି ସଚିବ ଭିକେ ପଣ୍ଡିଆନ୍ । ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି ୫-ଟି ସଚିବ । ଟ୍ରମାକେୟାର, ପିଜି ଗ୍ରାଜୁଏଟ୍, ମେଡିକାଲ କଲେଜ, ସର୍ଜରୀ ବ୍ଲକ, ଜୁନିଅର ହଷ୍ଟେଲ ସହ ବରିଷ୍ଠ ଡାକ୍ତରଙ୍କ କ୍ବାର୍ଟର ଭିତ୍ତିଭୂମିର ବିକାଶ କାମ କେତେ!-->…
Read More...
Read More...
ରାଜ୍ୟରେ ବଢୁଛି ଶୀତ,୯ଟି ସ୍ଥାନରେ ୧୪ ଡିଗ୍ରୀ ତଳେ ପାରଦ
ଭୁବନେଶ୍ବର: ଗତ କିଛି ଦିନ ହେବ ନିର୍ମଳ ଆକାଶ ଓ ଖରାଟିଆ ପାଗ ରାଜ୍ୟରେ ଶୀତ ପାଇଁ ଅନୁକୂଳ ବାତାବରଣ ତିଆରି କରିଛି। ଓଡ଼ିଶାକୁ ଉତ୍ତର ଦିଗରୁ କ୍ରମାଗତ ଭାବେ ପ୍ରବେଶ କରୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ଆରମ୍ଭ ହୋଇଯାଇଛି। ଆଞ୍ଚଳିକ ପାଣିପାଗ!-->…
Read More...
Read More...
ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଟୁଡୁ
ଫୁଲବାଣୀ :ଆଦିବାସୀ କ୍ରାନ୍ତିବୀର ସ୍ୱାଧୀନତା ସଂଗ୍ରାମୀ, ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସ ପାଳନ କରାଯାଇଛି । ଏହି ଅବସରରେ ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ମଙ୍ଗଳବାର ସକାଳେ ଫୁଲବାଣୀ ସହରରେ ଏକ!-->…
Read More...
Read More...
କନ୍ଧମାଳରେ ରାସ୍ତା ଯନ୍ତ୍ରଣା : ରୋଗୀଙ୍କୁ ବୋହିଥିଲେ, ଶବକୁ ବି ୫ କି.ମି ବୋହିଲେ
ଫୁଲବାଣୀ: ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପରେ ଯୋଜନା କରିଥିଲେ ମଧ୍ୟ ତାହାର ସୁଫଳ କିନ୍ତୁ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନଥିବା ଜଣାପଡିଛି । କେଉଁଠି ରାସ୍ତା ନାହିଁ ତ କେଉଁଠି ଚିକିତ୍ସା ସୁବିଧାର ଘୋର ଅଭାବ ଦେଖିବାକୁ ମିଳୁଛି । ଆଜି ମଧ୍ୟ କେତେକ ଗ୍ରାମକୁ ଭଲ ରାସ୍ତା ନଥିବାରୁ!-->…
Read More...
Read More...
ବୌଦ୍ଧ ଜିଲ୍ଲା ଅମଲା ସଂଘ ତରଫରୁ ଏକଦଫା ଦାବି ନେଇ ଶୋଭାଯାତ୍ରା
ବୌଦ୍ଧ,୧୫/୧୧: ବୌଦ୍ଧ ଜିଲ୍ଲା ଅମଲା ସଂଘ ଶାଖା ପକ୍ଷରୁ ସ୍ଥାନୀୟ ମାଉସୀମା’ ମନ୍ଦିର ପରିସରରୁ ଶତାଧିକ କର୍ମଚାରୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର!-->…
Read More...
Read More...
ବଲାଙ୍ଗୀର ଜିଲ୍ଲାରେ ୨୫ରୁ ଆରମ୍ଭ ହେବ ଧାନମଣ୍ଡି
ବଲାଙ୍ଗୀର : ଚଳିତ ନଭେମ୍ବର ମାସ ୨୫ତାରିଖରୁ ଜିଲ୍ଲାରେ ଧାନମଣ୍ଡି ଆରମ୍ଭ ହେବ ବୋଲି ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟୀ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ, ଜିଲ୍ଲାରେ ପଞ୍ଜିକୃତ ୭୪,୪୫୦ ଚାଷୀଙ୍କ ଠାରୁ ୧୫୮ଟି ପେକ୍ସ ଓ ୧୬ଟି ମହିଳା ସ୍ୱୟଂ ସହାୟକ ଦଳ ଦ୍ୱାରା!-->…
Read More...
Read More...
ଡିସେମ୍ବର ୨୬ରୁ ଖରିଫ ଧାନ ସଂଗ୍ରହ
ପୁରୀ : ଆଜି ଅପରାହ୍ନରେ ସର୍କିଟ ହାଉସଠାରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।୨୦୨୨-୨୩ ଖରିଫ୍ ଧାନ ସଂଗ୍ରହ ଡିସେମ୍ବର ୨୬ ତାରିଖରୁ ଶୁଭାରମ୍ଭ ହେବ ଓ ବିଭିନ୍ନ ବ୍ଲକରେ ଧାନ ଅମଳକୁ ଦେଖି ଭିନ୍ନ ଭିନ୍ନ ତାରିଖରେ ଧାନସଂଗ୍ରହ କାର୍ଯ୍ୟ ଆରମ୍ଭ କରିବା!-->…
Read More...
Read More...
କନ୍ଧମାଳ ଜିଲ୍ଲା ଅମଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦାବୀପତ୍ର ପ୍ରଦାନ
ଫୁଲବାଣୀ :- କନ୍ଧମାଳ ଜିଲାର ଅମଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦଫା ଦାବୀପତ୍ର କନ୍ଧମାଳ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ୨୦୧୭ ମସିହାରେ ସରକାର ଜିଲ୍ଲା ସ୍ତରୀୟ କନିଷ୍ଠ ସହାୟକ ମାନଙ୍କର ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକଡିଗ୍ରୀ ସହିତ!-->…
Read More...
Read More...
କ୍ରୀଡାର ବିକାଶ ପାଇଁ ବୈଠକ ଅନୁଷ୍ଠିତ
ଫୁଲବାଣୀ/ଘୁ.ଉଦୟଗିର :- ୟୁଥ ୱାରିୟର ଯୁବ ସଂଗଠନ ମାଧ୍ୟମରେ ଟିକାବାଲି ବସ ଷ୍ଟାଣ୍ଡ ସ୍ଥିତ ମା ଭୈରବୀ କଲ୍ୟାଣ ମଣ୍ଡପ ଠାରେ କ୍ରୀଡାର ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଟିକାବାଲି ବ୍ଲକର କଣ ଅନୁକଣରେ କିପରି କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶ କରାଯିବ!-->…
Read More...
Read More...
ଅଧ୍ୟକ୍ଷା ଓ ଇଓଙ୍କ ଉପସ୍ଥିତିରେ ଏନଏସି କ୍ଷେତ୍ର ପରିଦର୍ଶନ କଲେ ଓଡ଼ିଶା ଅର୍ବାନ ହାଉସିଂ ମିଶନ ଟିମ
ଘୁ.ଉଦୟଗିରି: ଓଡ଼ିଶା ଅର୍ବାନ ହାଉସିଂ ମିଶନର ଟିମ୍ ଲିଡର ପାର୍ଥସାରଥୀ ସାହୁଙ୍କ ନେତୃତ୍ୱରେ ରାଜ୍ୟ ପ୍ରତିନିଧି ଦଳ ପ୍ରଥମେ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ସମୟରେ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, କନିଷ୍ଠ ଯନ୍ତ୍ରୀ ସସ୍ମିତା!-->…
Read More...
Read More...