Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କଳାହାଣ୍ଡିରେ ରାଜ୍ୟ ଏକ୍ସକ୍ୟାଡର ମହାସଂଘର ସାଂଗଠନିକ ବୈଠକ
କଳାହାଣ୍ଡି:-ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡର) ମହାସଂଘର ଏକ ସାଂଗଠନିକ ବୈଠକ ଭବାନୀପାଟଣା ଠାରେ କଳାହାଣ୍ଡି ଜିଲା ସଭାପତି ସୁବ୍ରତ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସଭାପତି ଶରତ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ କଳାହାଣ୍ଡି ଜିଲା ସଂପାଦକ!-->…
Read More...
Read More...
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ କଲେଜର ରାଜନୀତି ବିଭାଗର ସେମିନାର
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ କଲେଜର ରାଜନୀତି ବିଭାଗର ସେମିନାର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଲେଜ ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ!-->…
Read More...
Read More...
ଭକ୍ତଙ୍କୁ ବୀର ନାଗା ବେଶରେ ଦର୍ଶନ ଦେଲେ ପ୍ରଭୁ ହନୁମାନ
ପୁରୀ : ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜି ମାର୍ଗଶୀର କୃଷ୍ଣ ପକ୍ଷ ପଞ୍ଚମୀ ତିଥି । ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ରରେ ଆଜି ଭକ୍ତ ମାନେ ପାଳନ କରିଛନ୍ତି ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମା । ସକାଳୁ ସକାଳୁ ଭକ୍ତମାନେ ପଞ୍ଚତୀର୍ଥରେ ସ୍ନାନ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ!-->…
Read More...
Read More...
ଓଡିଶା ରାଜ୍ୟ ଅସ୍ଥାୟୀ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ସଂଘର ଜରୁରୀକାଳୀନ ଅଧିବେଶନ
ଭୁବନେଶ୍ୱର : ଆଜି ନିୟନ୍ତ୍ରିତ ବଜାର କମିଟି ଅସ୍ଥାୟୀ କର୍ମଚାରୀ ସଂଘର ଏକ ଜରୁରୀ କାଳୀନ ଅଧିବେଶନ ସଂଘର ସଭାପତି ପରମେଶ୍ୱର ଦାଶଙ୍କ ଭୁବନେଶ୍ୱର ସ୍ଥିତ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଧିବେଶନରେ ରାଜ୍ୟ ସରକାରୀ ଅନଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତିର ସଂଯୋଜକ!-->…
Read More...
Read More...
ଟେକ୍ନୋ ଗୁରୁକୁଳ ଇଂରାଜୀ ମିଡ଼ିଅମ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀକୁ ଉଦଘାଟନ କଲେ ବିଧାୟକ
ନବରଙ୍ଗପୁର: ନବରଙ୍ଗପୁର ସହର ଚଉଁରିଆଗୁଡ଼ା ଠାରେ ଥିବା ଇଂରାଜୀ ମିଡ଼ିଅମ ସ୍କୁଲ "ଟେକନୋ ଗୁରୁକୁଳ' ସ୍କୁଲରେ ଏକ ବିଜ୍ଞାନ ପ୍ରଦର୍ଶନୀର ଉଦଘାଟନ କରିଛନ୍ତି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧନି । ପୂର୍ବାହ୍ନ ସାଢେ଼ ନଅଟା ସମୟରେ ବିଧାୟକ ସଦାଶିବ ପ୍ରଧନି ମହୋଦୟ ସ୍କୁଲ ପହଞ୍ଚି ଲାଲ ରିବନ!-->…
Read More...
Read More...
ମହାନଗର ଓ ଗ୍ରାମୀଣ ଅଞ୍ଚଳରେ ବିଶ୍ୱ ନିମୋନିଆ ଦିବସ ପାଳିତ
ସମ୍ବଲପୁର:ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗୋବିନ୍ଦତୋଲା ଓ ତବଡା ଗ୍ରାମରେ ବିଶ୍ୱ ନିମୋନିଆ ଦିବସକୁ ନେଇ ଜନ ସଚେତନତା ରାଲି ଓ ସଭା କରାଯାଇଥିଲା । ସେଠାରେ ଆଶା ଦିଦି କୁନି ହାତୀଙ୍କ ନେତୃତ୍ୱରେ ପ୍ରତିଭା ମହିଳା ଆରୋଗ୍ୟ ସମିତିର ସଦସ୍ୟା ମାନଙ୍କୁ ନେଇ ଓ କୁଦଗୁଣ୍ଡେରପୁର ସବ ସେଣ୍ଟର!-->…
Read More...
Read More...
ମାନବିକତା ଦେଖାଇଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚନ୍ଦ୍ରଗିରୀ ନିକଟରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ପଡିରହିଥିବା ବାପା ଝିଅଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଚନ୍ଦ୍ରଗିରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ସେମାନଙ୍କର ଚିକିତ୍ସା କରାଇ ମାନବିକତା ଦେଖାଇଲେ ଗଜପତି!-->…
Read More...
Read More...
ଆସନ୍ତାକାଲିଠାରୁ କଳାବ୍ୟାଜ୍ ପିନ୍ଧିବେ ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସଦର ମହକୁମା ସ୍ଥିତ ମୋହନ ଦାସ କରମଚାନ୍ଦ ସଂସ୍କୃତିକ ପରିଷଦ କକ୍ଷରେ କନ୍ଧମାଳ ଜିଲ୍ଲାର ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ସଭାପତି ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ବ୍ଲକ ସାଙ୍ଗଠନିକ ସମ୍ପାଦକ ଓ ଜିଲ୍ଲା କର୍ମକର୍ତ୍ତାଙ୍କ ମଧ୍ୟରେ!-->…
Read More...
Read More...
କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ତରଫରୁ ଦାବିପତ୍ର ପ୍ରଦାନ
ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ତରଫରୁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକା ଉଦ୍ଦେଶ୍ୟରେ ନବରଙ୍ଗପୁର ମାନିଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାନ କିଶୋର ନାୟକଙ୍କୁ ଗ୍ରାମବାସୀ ଏବଂ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ସମ୍ପର୍କୀୟମାନେ ମାଡ଼!-->…
Read More...
Read More...
ଲୋଚାପଡାରେ ଅତ୍ୟାଧୁନିକ ଦନ୍ତ ଚିକିତ୍ସାଳୟ ଉଦଘାଟିତ
ଗଞ୍ଜାମ:ବ୍ରହ୍ମପୁର ଉପକଣ୍ଠ ଲୋଚାପଡା ଠାରେ ଏସପି ଡେଣ୍ଟାଲ୍ କେୟାର୍ ନାମକ ଏକ ଅତ୍ୟାଧୁନିକ ଦନ୍ତ ଚିକିତ୍ସାଳୟ ସ୍ଥାନୀୟ ଅଞ୍ଚଳବାସୀଙ୍କ ହିତ ନିମନ୍ତେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଏମ.କେ.ସି.ଜି ମେଡ଼ିକାଲ କଲେଜର ଡେଣ୍ଟାଲ୍ ବିଭାଗର ପ୍ରଫେସର ଡ଼ଃ କିରଣ କୁମାର!-->…
Read More...
Read More...