Browsing Category

ରାଜ୍ୟ

ବିଦ୍ୟୁତ୍‌ କର୍ମଚାରୀଙ୍କ ସୁରକ୍ଷିତ କର୍ମ ସମ୍ପାଦନ ନିମନ୍ତେ ଶପଥ ଗ୍ରହଣ

ଘୁ.ଉଦୟଗିରି:- କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ପ୍ରେକ୍ଷାଳୟ ଠାରେ ସ୍ଥାନୀୟ ଟିପିଏସଓଡିଏଲର ବିଦ୍ୟୁତ୍‌ କାର୍ଯ୍ୟାଳୟ ଅଧିକାରୀ ଏସଡିଓ ଶ୍ୟାମ ସୁନ୍ଦର ବେହେରାଙ୍କ ତତ୍ତ୍ୱାବଧାନରେ ବିଦ୍ୟୁତ୍‌ କର୍ମଚାରୀଙ୍କ ସୁରକ୍ଷିତ କର୍ମ ସମ୍ପାଦନ କରିବା ନିମନ୍ତେ ପ୍ରତିଜ୍ଞା ବା ଶପଥ ଗ୍ରହଣ କରିବା
Read More...

ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଫୁଲବାଣୀ:-ଫୁଲବାଣୀ ଜିଲ୍ଲା ଦୌରାଜଜ ବିଚାରପତି ଶିତିକଣ୍ଠ ସାମଲ ଏକ ଗଞ୍ଜେଇ ମାମଲାର ବିଚାରଣା କରି ଘଟଣାର ୧୫ ଜଣଙ୍କର ସାକ୍ଷୀ ପ୍ରମାଣ ଗ୍ରହଣ ଆଧାରରେ ମାମଲାର ଅଭିଯୁକ୍ତ ଜଗଦୀଶ ସାହାଣୀଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ
Read More...

‘ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୁମିକା’ ଶୀର୍ଷକ ଉପରେ ଆଲୋଚନାଚକ୍ର

ବୌଦ୍ଧ,୧୬/୧୧ - ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ବନମାଳୀ ପାଣିଗ୍ରାହୀ, ରଜନୀକାନ୍ତ ଦାଶ, ରବିନ୍ଦ୍ର ରାଉତ, ଦେବାଶିଷ ପୁରୋହିତ, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ
Read More...

ସମ୍ବାଦିକଙ୍କ ସମସ୍ୟା ନେଇ ରାଜ ରାସ୍ତାରେ ଓଜେୟୁ, ରାଜ୍ୟପାଳଙ୍କ ସହ ଆଲୋଚନା ଓ ଦାବିପତ୍ର ପ୍ରଦାନ

ଭୁବନେଶ୍ୱର :ଓଡିଶା ରାଜ୍ୟ ତମାମ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ବହୁବିଧ ମୌଳିକ ସମସ୍ୟା ଗୁଡିକର ସମାଧାନ ପାଇଁ ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ଓଡିଶା ସାମ୍ବାଦିକ ସଂଘ (ଓ.ଜେ.ୟୁ.) ରାଜ୍ୟ କାର୍ଯ୍ୟକାରୀ କମିଟି ପକ୍ଷରୁ ଆଜି ଜାତୀୟ ପ୍ରେସ ଦିବସ ଅବସରରେ ଏକ ବିକ୍ଷୋଭ ଶୋଭାଯାତ୍ରା
Read More...

ନୟାଗଡ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ନୟାଗଡ: - ଆଜି ସାରା ଭାରତ ବର୍ଷରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଥିବା ବେଳେ ନୟାଗଡ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନୟାଗଡ ପଞ୍ଚାୟତ ସମିତି ସଭା ଗୃହ ପରିସରରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ
Read More...

ଗଜପତି ଜିଲ୍ଲାରେ ଜାତୀୟ ଗଣମାଧ୍ୟମ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରତିଷ୍ଠାନ ଠାରେ ଜାତୀୟ ଗଣମାଧ୍ୟମ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି
Read More...

ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା,ପ୍ରତିଶ୍ରୁତି ଦେଲେ ବିଜେଡି ସୁପ୍ରିମୋ

ପଦ୍ମପୁର: ୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା । ପଦ୍ମପୁର ଉପ ନିର୍ବାଚନ ଲାଗି ବିଜେଡି ଇସ୍ତାହାରରେ ବି ଏହା ସ୍ଥାନ ପାଇବ । ଆଜି ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କୁ ଏପରି ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦ୍ମପୁର
Read More...

ଜିଲ୍ଳା ପ୍ରେସ କ୍ଲବ ଫୁଲବାଣୀ ପକ୍ଷରୁ ୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ

ଫୁଲବାଣୀ :- ୧୬ ନଭେମ୍ବର ଆଜି ହେଉଛି ଜାତୀୟ ସାମ୍ବାଦିକ ଦିବସ । ଏହି ଅବସରରେ ଜିଲ୍ଳା ପ୍ରେସ କ୍ଲବ ଫୁଲବାଣୀ ଠାରେ ପ୍ରେସ କ୍ଲବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆଲୋଚନାଚକ୍ର
Read More...

ବେଲପଡ଼ା ସମ୍ବଲପୁରୀ କପଡା ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କପଡ଼ା ନଷ୍ଟ

ପାଟଣାଗଡ଼ : ବେଲପଡା ସ୍ଥାନୀୟ ଆଇଆଇଟି ନିକଟରେ ଥିବା ସମ୍ବଲପୁରୀ କପଡା ଦୋକାନରେ ନିଆଁ ଲାଗି ଲକ୍ଷାଧିକ କପଡା ପୋଡ଼ି ନଷ୍ଟ ହୋଇ ଥିବା ଜଣାପଡିଛି । ସୂଚନା ଅନୁସାରେ ବେଲପଡା ଚନ୍ଦ୍ରଶେଖର ମେହେରଙ୍କ ଷ୍ଟଲରେ ଦୀର୍ଘ ୪ ବର୍ଷ ଧରି ବେଲପଡାର ସାହାରା ସ୍ୱୟଂ ସହାୟକ ଗୋଷ୍ଠୀ ଉକ୍ତ କପଡା ଦୋକାନ
Read More...

ଖପ୍ରାଖୋଲ ବ୍ଳକରେ ଜାତୀୟ ପ୍ରେସ ଦିବସ ପାଳିତ

ଖପ୍ରାଖୋଲ : ଖପ୍ରାଖୋଲ ଖପ୍ରାଖୋଲ ବ୍ଳକ୍‌ ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଆଜି ସାରା ଭାରତରେ ନଭେମ୍ବର ୧୬ ତାରିଖକୁ ପ୍ରେସ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ସଂଘର ବରିଷ୍ଠ ସାମ୍ବାଦିକ ସଦାନନ୍ଦ ବେହେରାଙ୍କ ପୌରହିତରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରେସ
Read More...