Browsing Category

ରାଜ୍ୟ

ଆସନ୍ତାକାଲି ପ୍ରଥମାଷ୍ଟମୀ, ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ

ପୁରୀ : ଆସନ୍ତାକାଲି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର । ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ,
Read More...

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ୨୦୨୨ ଅନୁଷ୍ଠିତ

ନନ୍ଦାହାଣ୍ଡି,୧୫/୧୧- ଆଜି ନନ୍ଦାହାଣ୍ଡି ବ୍ଲକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୋଟ୍ରାଗୁଡା ଠାରେ ପଞ୍ଚାୟତ ସମିତି ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ମଙ୍ଗଳ
Read More...

ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ଅଧିବେଶନ ଉଦଯାପିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ପରିସରରେ ଭାଷା ସାହିତ୍ୟ କଳା ସଂସ୍କୃତିକୁ ଗଣାଭିମୁଖୀ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସୁଥିବା ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ଦ୍ୱିଦିବସୀୟ ଅଧିବେଶନ ଉଦଯାପିତ ହୋଇଯାଇଛି । ସମ୍ମିଳନୀର
Read More...

କଳାହାଣ୍ଡି ଜିଲ୍ଲା ଅମଲା ସଂଘ ତରଫରୁ ଏକ ଦଫା ଦାବି ନେଇ ଶୋଭାଯାତ୍ରା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଆମଲା ସଂଘ ଶାଖା ପକ୍ଷରୁ ସ୍ଥାନୀୟ ଆମଲା ଭାବନରୁ ୩୦୦ରୁ ଉଦ୍ଧ୍ୱର୍ କର୍ମଚାରୀ ଏକ ରାଲିରେ ବାହାରି ସହରର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଦଫା ଦାବି ସମ୍ବଳିତ
Read More...

ଜାତୀୟ ପ୍ରେସ ଦିବସ ଉପଲକ୍ଷେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା

ବୌଦ୍ଧ,୧୫/୧୧- ସ୍ଥାନୀୟ ଯୋଗେନ୍ଦ୍ରଦେବ ହାଇସ୍କୁଲ ପରିସରରେ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜୁନିଅର ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ଆର୍ଯ୍ୟ ନାରାୟଣ ଦେବ, ସେଣ୍ଟ
Read More...

ରାସ୍ତାକଡରୁ ଉଦ୍ଧାର ଶିଶୁଙ୍କୁ ବିଦ୍ୟାଳୟରେ ଭର୍ତ୍ତିକଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର,୧୫/୧୧- ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଳା ପ୍ରଶାସନ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନନ୍‌ହେ ଫରିସ୍ତେ "ମୁଁ ବି ପଢ଼ିବି’ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଶୁଭାରମ୍ଭ କରିଛନ୍ତି । ସୁରେଶ୍ୱରୀ ପ୍ରାଥମିକ ବିଦ୍ୟାଳୟ
Read More...

ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବୀର୍ସା ମୁଣ୍ଡା ଜୟନ୍ତୀ ପାଳନ

ପାଟଣାଗଡ଼:ପାଟଣାଗଡ଼ ସ୍ଥାନୀୟ ବ୍ରହ୍ମପୁରା ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆନୁକୂଲ୍ୟରେ ୧୪୭ତମ ସହିଦ ବୀର ବୀର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ରାଜ୍ୟସଭା ସାଂସଦଙ୍କ ପାଟଣାଗଡ଼ ବ୍ଲକ ପ୍ରତିନିଧି ଶ୍ରୀମତୀ ସନ୍ତୋସିନୀ ବିଶିଙ୍କ ଅଧ୍ୟକ୍ଷତାରେ ସଭା
Read More...

ଜିଲ୍ଲା ସମବାୟ ସଂଘ ଓ ପିପିସିଏସ ପକ୍ଷରୁ ୬୯ତମ ସମବାୟ ସପ୍ତାହ ପାଳିତ

ଫୁଲବାଣୀ : ନଭେମ୍ବର ମାସ ୧୪ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ସମବାୟ ସପ୍ତାହ ପାଳନ କରାଯାଉଛି । ଜିଲା ସମବାୟ ବିଭାଗ କାର୍ଯ୍ୟାଳୟଠାରେ ବିଭାଗୀୟ କର୍ମକର୍ତ୍ତା ଓ ପ୍ରାଥମିକ ସମବାୟ ସମିତି ସଦସ୍ୟଙ୍କ ଗହଣରେ ଜିଲ୍ଲା ସମବାୟ ସଂଘର ସଭପତି ସୁପ୍ରଭା ନାୟକ ସମବାୟ ପତକା ଉତ୍ତୋଳନ
Read More...

କାର୍ଯ୍ୟରତ ଆଉଟ୍‌ ସୋର୍ସିଂ କର୍ମଚାରୀଙ୍କ କଳା ବ୍ୟାଜ ପରିଧାନ କରି ସରକାରଙ୍କୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ନନ୍ଦାହାଣ୍ଡି : ଆଜି ଠାରୁ ଓଡ଼ିଶା ଆଉଟ୍‌ ସୋର୍ସିଂ କର୍ମଚାରୀ ସଂଘଙ୍କ ନିର୍ଦ୍ଦେଶକ୍ରମେ ନନ୍ଦାହାଣ୍ଡି ବ୍ଲକର ସମସ୍ତ ବିଭାଗରେ କାର୍ଯ୍ୟରତ ଆଉଟ୍‌ ସୋର୍ସିଂ କର୍ମଚାରୀ ବ୍ଲକ କାର୍ଯ୍ୟାଳୟ ପରିସରରେ କଳା ବ୍ୟାଜ ପରିଧାନ କରି ସରକାରଙ୍କୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି । ଆଜିଠାରୁ
Read More...

ଚାଷୀଙ୍କ ଲାଗି ଇନ୍‌ପୁଟ୍‌ ସବ୍‌ସିଡି ଘୋଷଣା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଚାଷୀଙ୍କ ପାଇଁ ଇନ୍‌ପୁଟ୍‌ ସବ୍‌ସିଡି ଘୋଷଣା କଲେ ରାଜ୍ୟ ସରକାର । ମରୁଡି ପ୍ରବଣ ଅଞ୍ଚଳରେ ଇନ୍‌ପୁଟ ସବ୍‌ସିଡି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ରାଜ୍ୟ ରାଜକୋଷରୁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।
Read More...