Browsing Category

ରାଜ୍ୟ

ଗୁରାଣ୍ଡି ଠାରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

ପାରଳାଖେମୁଣ୍ଡି,୨୧/୧୦- ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚବିଦ୍ୟାଳୟରେ ଗୋଶାଣୀ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆୟୋଜନକ୍ରମେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବାଜୀ କହଁରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱାଧୀନତାର
Read More...

ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଳାସ୍ତରୀୟ ଯୁବ ମହୋତ୍ସବ ପାଳିତ

ନବରଙ୍ଗପୁର,୨୧/୧୦- ନବରଙ୍ଗପୁର ଜିଲ୍ଳାର ଦଶଗୋଟି ବ୍ଲକରୁ ଆସିଥିବା ତିନିଶହ ଜଣ ଯୁବ ପ୍ରତିଭାଙ୍କୁ ନେଇ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ନବରଙ୍ଗପୁର ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ମାନନୀୟ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର
Read More...

ବୌଦ୍ଧ ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

ବୌଦ୍ଧ/ଜହ୍ନ ।ପଙ୍କ ,୨୧/୧୦: ପବିତ୍ର ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ଆଜି ବୌଦ୍ଧ ଜିଲ୍ଲା ବିଜେଡି ପକ୍ଷରୁ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ କମିରା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା । ଏହି ଜନସମ୍ପର୍କ
Read More...

୫ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ, ୨୮ ହଜାର ଟଙ୍କା ଜୋରିମାନା

ଫୁଲବାଣୀ,୨୧/୧୦: ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ୫ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୦ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଆଧାରରେ ମାମଲାର ଅଭିଯୁକ୍ତ ନିଲେଶ୍ୱର ପ୍ରଧାନକୁ ଦୋଷୀ ସାବ୍ୟସ୍ତ
Read More...

ନିର୍ମାଣଧିନ ଶ୍ରମିକ ସଂଘ ଓ ପିସ ପକ୍ଷରୁ ଡେଙ୍ଗୁ ସଚେତନତା

ପାରଳାଖେମୁଣ୍ଡି,୨୧/୧୦- ଗଜପତି ଜିଲ୍ଲା ମୋହନାସ୍ଥିତ ପିସ ଅନୁଷ୍ଠାନ ଓ ଆଞ୍ଚଳିକ ନିର୍ମାଣଧିନ ଶ୍ରମିକ ସଂଘ ପକ୍ଷରୁ ମୋହନା ସହରରୁ ଡେଙ୍ଗୁ ନିରାକରଣ ନିମନ୍ତେ ଏକ ସଚେତନତା ଶୋଭାଯାତ୍ରା ବିଜୁ କଲ୍ୟାଣ ମଣ୍ଡପ ଠାରୁ ବାହାରିଥିଲା । ଅନୁଷ୍ଠାନର କର୍ମକର୍ତ୍ତା ଓ ଶ୍ରମିକ ସଂଘର
Read More...

୬୩ ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପୁନଙ୍ଗ ସ୍ଥିତ ପୋଲିସ ରିଜର୍ଭ ପଡିଆରେ ଠାରେ ୬୩ ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହିଦ ସ୍ତମ୍ଭରେ ମାଲ୍ୟାପ୍ରଣ କରି ସ୍ମୃତି ଚାରଣ କରିଥିଲେ । ସହିଦ
Read More...

୩୨ ଦାଦନ ଶ୍ରମିକ ଉଦ୍ଧାର, ୨ ଦାଦନ ଦଲାଲ ଗିରଫ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ଶୁକ୍ରବାର ପେଟ୍ରୋଲିଂ ସମୟରେ ଗମ୍ଭାରୀ ଛକ ଠାରୁ ୧୦ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ଏହାପରେ ଦିନ ୧୧ଟାରେ ଭେଲୁଆଁଖୋଲ ନିକଟରୁ ପିଙ୍କି ନାମକ ଏକ ବସ୍‌ରୁ ୨୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଏହା ସହ
Read More...

ମହାନଗର ନିଗମର ଅବହେଳାରୁ ନବନିର୍ମିତ ପୋଲ ଉପରେ ବସୁଛି ପରିବା ବଜାର

ସମ୍ବଲପୁର: ସମ୍ବଲପୁର ମହାନଗର ଅନ୍ତର୍ଗତ ଗୋବିନ୍ଦତୋଲାରୁ ଧନୁପାଲି ରାସ୍ତା କଡରେ ଦୀର୍ଘ ବର୍ଷ ହେଲା ଛୋଟ ମୋଟ ପରିବା ବେପାରୀର ବଜାର ବସୁଥିଲା । ସେମାନଙ୍କ ଥଇଥାନ କରିବା ଉଦ୍ଦେଶ୍ୟରେ ଗୋବିନ୍ଦତୋଲା ଠାରେ ପାଞ୍ଚ ବର୍ଷ ପୂର୍ବେ ପ୍ରାୟ ୧୨.୫୩ ଲକ୍ଷ ଟଙ୍କା ବ୍ୟୟରେ ସମ୍ବଲପୁର ମହାନଗର ନିଗମ
Read More...

ଜିଲ୍ଲାସ୍ତରୀୟ ଆୟୋଡିନ ଅଭାବ ଜନିତ ରୋଗ ନିୟନ୍ତ୍ରଣ ଦିବସ ପାଳିତ

ସୁବର୍ଣ୍ଣପୁର : ମଣିଷ ଶରୀର ପାଇଁ ଆୟୋଡିନ ଏକ ଆବଶ୍ୟକୀୟ ଅଣୁ ପୋଷକ ତତ୍ତ୍ୱ, ଯାହା ସ୍ୱାଭାବିକ ଅଭିବୃଦ୍ଧି ଏବଂ ମାନସିକ ବିକାଶ ଘଟିବା ପାଇଁ ଅତି ଆବଶ୍ୟକ ହୋଇଥାଏ । ଉପଯୁକ୍ତ ମାତ୍ରାରେ ଆୟୋଡିନଯୁକ୍ତ ଲୁଣ ସେବନ ହିଁ ଆୟୋଡିନ୍‌ ଅଭାବ ଜନିତ ରୋଗ ନିରାକରଣର ଏକମାତ୍ର ଉପାୟ । ତେଣୁ ହସୁଥିବା
Read More...

ବୌଦ୍ଧ: ୬୩ ତମ ପୋଲିସ ସହିଦ ଦିବସ ପାଳିତ

ବୌଦ୍ଧ,୨୧/୧୦- ଆଜି ପଞ୍ଚମ ଆଇଆରବି ବାଟାଲିଅନ ବଲାସିଙ୍ଗା ପଡିଆଠାରେ ବୌଦ୍ଧ ପୋଲିସ ପକ୍ଷରୁ ୬୩ ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନା ଯୋଗଦେଇ ସହିଦ ସ୍ତମ୍ବରେ ମାଲ୍ୟାର୍ପଣ କରି ସହିଦମାନଙ୍କ ସୃୃତିଚାରଣ
Read More...