Browsing Category

ରାଜ୍ୟ

ଟି-୨୦ ବିଶ୍ୱକପରୁ ବିଦା ହେଲା ୱେଷ୍ଟଇଣ୍ଡିଜ୍‌

ହୋବାର୍ଟ: ଟି-୨୦ ୱାର୍ଲଡ କପ୍‌ ୨୦୨୨ରେ ଏକ ବଡ ଧରଣର ପରିବର୍ତ୍ତନ ଦେଖାଯାଇଛି। ୨ ଥର ଟାଇଟଲ ଜିତିସାରିଥିବା ୱେଷ୍ଟଇଣ୍ଡିଜ୍ ଟିମ୍‌ କ୍ୱାଲିଫାଇଂ ରାଉଣ୍ଡରେ ବାହାରିଯାଇଛି। ଶୁକ୍ରବାର ୱେଷ୍ଟଇଣ୍ଡିଜ୍‌ର ଆୟରଲ୍ୟାଣ୍ଡ ବିରୋଧରେ କର ଅବା ମର ମୁକାବିଲାଥିଲା। ଏଥିରେ ୱେଷ୍ଟ ଇଣ୍ଡିଜ୍‌କୁ ୯
Read More...

ଅବ୍ୟବସ୍ଥା ଘେରରେ ଫୁଫୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ, ୮ ଟି ଶ୍ରେଣୀକୁ ୩ ଶିକ୍ଷକ

ନନ୍ଦାହାଣ୍ଡି,୨୧/୧୦- ଫୁପୁଗାଁ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୮ଟି ଶ୍ରେଣୀକୁ ୩ ଶିକ୍ଷକ ପାଠ ପଢାଉଥିବାରୁ ପାଠପଢାରେ ନାନା ସମସ୍ୟା ସୃଷ୍ଟି ହେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୯୪ ମସିହାରେ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଫୁପୁଗାଁ ଗ୍ରାମରେ ଏକ ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟ
Read More...

ମଡେଲ ଡିଗ୍ରୀ କଲେଜରେ ଏନଏସଏସର କର୍ମଶାଳା

ନବରଙ୍ଗପୁର,୨୧/୧୦:- ନବରଙ୍ଗପୁର ଜିଲ୍ଲାର ଟିର୍ଲିଅମ୍ବାଗୁଡ଼ା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ବର୍ଷରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଜାତୀୟ ସେବା ଯୋଜନାରେ ଯୋଗଦେବା ପାଇଁ ଉତ୍ସାହିତ କରାଯାଇଥିଲା ।
Read More...

୬୩ତମ ପୋଲିସ ସହିଦ ଦିବସ ପାଳିତ

ପୁରୀ : ରିଜର୍ଭ ପୋଲିସ ପଡିଆରେ ପାଳିତ ହୋଇଛି ୬୩ତମ ପୋଲିସ ସହିଦ ଦିବସ । ଏସପି କେ ବିଶାଲ ସିଂ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହିଦ ସ୍ତମ୍ବରେ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ । ସେ କହିଲେ ଯେ ସହିଦଙ୍କ ବଳିଦାନ ଆମ ପାଇଁ ପ୍ରେରଣାର ଉତ୍ସ । ପୋଲିସ ଲୋକମାନଙ୍କୁ
Read More...

ବାଇକ ଦୁର୍ଘଟଣାରେ ଜଣେ ଗୁରୁତର

ତେନ୍ତୁଳିଖୁଣ୍ଟି,୨୧/୧୦- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ଲାଗି ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ହେଲେ ଭଗତ ମାଝୀ ବୟସ ୩୨ ବର୍ଷ । ବାଇକରେ ବସିଥିବା ଅନ୍ୟଜଣେ ବ୍ୟକ୍ତିଙ୍କ କୌଣସି କ୍ଷତି
Read More...

ହାଟରେ ବଢୁଛି ଚୋରି, ରାସ୍ତାରୋକ କଲେ ବ୍ୟବସାୟୀ

ଗତସିଂହପୁର : ବାରମ୍ବାର ଚୋରି ଏବଂ ପୋଲିସର ନିଷ୍କ୍ରିୟତାକୁ ନେଇ ଜଗତସିଂହପୁର ହାଟ ବଜାର ଓ ମୁନିସିପାଲିଟି ଅଫିସକୁ ବନ୍ଦ କଲେ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନେ । ଜଗତସିଂହପୁର ବ୍ଲକ ଛକ ହାଟବଜାରରେ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହୋଇଛି । ବଜାରରେ ଥିବା ସୋମନାଥ ମନ୍ଦିର ହୁଣ୍ଡୀ
Read More...

ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ଗିରଫ

ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ଗିରଫ । ଜେରା ପରେ ଗିରଫ କରିଛି ପୋଲିସ । ଜଗବନ୍ଧୁ ଗିରଫ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଜଗବନ୍ଧୁଙ୍କ ନାଁରେ ଲାଗିଛି ସଂଗୀନ ଦଫା । ସ୍ତ୍ରୀଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର କରିଥିବା ଅଭିଯୋଗ
Read More...

ଦୁର୍ଦ୍ଦିନରେ ଦଶପଲ୍ଲାର ପରିବା ଚାଷୀ; ଚାଷୀ ପାଖରେ ୧୫ ଟଙ୍କା, ବଜାରରେ ୫୦

ଦଶପଲ୍ଲା : ନୟାଗଡ ଜିଲ୍ଲାରେ ସବୁଜ ପନି ପରିବା ଉପରେ ନିୟନ୍ତ୍ରଣ ରକ୍ଷା ହୋଇପାରୁନି । ଚାଷୀ ବିଲ ମୁଣ୍ଡରେ କେଜି ୧୫ ଟଙ୍କାରେ ବିକ୍ରି କରୁଥିବା ବେଳେ ବଜାରରେ କେଜି ପିଛା ୫୦ ଟଙ୍କାରେ ବିକ୍ରି ହେଉଛି । ଉକ୍ତ ଦ୍ରବ୍ୟ ଗୋଦାମରେ ୪୫ ଟଙ୍କାରେ ବିକ୍ରି ହେଉଛି । ଏଭଳି ପାର୍ଥକ୍ୟ ଉଭୟ ଖାଉଟି
Read More...

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍‌ଙ୍କୁ ଉଠାଇନେଇ ଜେରା କରୁଛି ପୋଲିସ

ଭୁବନେଶ୍ୱର : ଭୁବନେଶ୍ୱର ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ ଗିରଫ ମାମଲା । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍‌ଙ୍କୁ ଉଠାଇନେଇ ଜେରା କରୁଛି ପୋଲିସ । ସକାଳୁ ସକାଳୁ କମିଶନରେଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଉଠାଇ ଆଣିଛି ଥାନାକୁ । ଏହା ପୂର୍ବରୁ ମଧ୍ୟ ଥରେ ଜଗବନ୍ଧୁଙ୍କୁ ପୋଲିସ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଘଷିପଡ଼ା ନିକଟରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ରାଧାକୃଷ୍ଣପୁର ଗାଁର ବୁଲୁ ସ୍ୱାଇଁ, ପିଲି ମଲ୍ଲିକ ଓ
Read More...