Browsing Category

ରାଜ୍ୟ

ଟ୍ରକ୍‌ ଧକ୍କାରେ ବାପପୁଅ ଗୁରୁତର

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଗୌଡିପାଲି ନିକଟସ୍ଥ ପଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ଧକ୍କା ଦେବା ଫଳରେ ବାଇକରେ ଯାଉଥିବା ବାପା ପୁଅ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଉଭୟ ଗୁରୁତରଙ୍କୁ ବୁର୍ମା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଖବର ଅନୁଯାୟୀ
Read More...

କଲେଜ ସ୍ୱର୍ଣ୍ଣ ଜୟନ୍ତୀ ପାଳନର ସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ ପାଇଁ ସ୍ଥାନ ନିରୂପଣ

ନବରଙ୍ଗପୁର: ନବରଙ୍ଗପୁର କଲେଜ ସ୍ୱର୍ଣ୍ଣ ଜୟନ୍ତୀ ପାଳନ ପାଇଁ ବିଭିନ୍ନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଆଜି କଲେଜ ପରିସର ମଧ୍ୟରେ ଏକ ନୂତନ ସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରାଯାଇଛି । ଆଜି ଅପରାହ୍ନରେ କଲେଜ ଗଭର୍ଣ୍ଣିଂ ବଡ଼ି ପ୍ରେସିଡେଣ୍ଟ ତଥା ଏଡିଏମ ଭାସ୍କର
Read More...

“ସ୍ନେହ’ ପକ୍ଷରୁ ଆନ୍ତର୍ଜାତିକ ଶାନ୍ତି ଦିବସ ପାଳିତ

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ ପଞ୍ଚାୟତ ସଭା ଗୃହରେ ସ୍ୱେଚ୍ଛାସେବୀ ସଂଗଠନ "ସ୍ନେହ' ପକ୍ଷରୁ ଆନ୍ତର୍ଜାତିକ ଶାନ୍ତି ଦିବସ ପାଳିତ ହୋଇଯାଇଛି । ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ୨୦୦୯ ଠାରୁ ଶାନ୍ତି ସଦଭାବନା ରକ୍ଷା କରିବା ଉଦେଶ୍ୟରେ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ
Read More...

ବାଲୁକା କଳା ମଧ୍ୟମରେ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ : କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ବାଲୁକା କଳା ମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ସମସ୍ତଙ୍କ ପ୍ରିୟ ଅଭିନେତା କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ନିଧନରେ ସାରା ଭାରତ ବାସୀ ଦୁଃଖିତ । ତାଙ୍କ ନିଧନରେ ତାଙ୍କୁ ବାଲୁକା
Read More...

ବଣ୍ଡଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷଣ କାର୍ଯ୍ୟକ୍ରମ

କ.ନୂଆଗାଁ/ଘୁ ଉଦୟଗିରୀ:ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ମଦରସାହି ସାଧନ କେନ୍ଦ୍ର ତରଫରୁ ବଣ୍ଡଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଦିନିକିଆ ଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମିଳିତ ଉଦ୍ୟମରେ ପାଞ୍ଚଟି ଶିକ୍ଷଣ କାର୍ଯ୍ୟକ୍ରମ
Read More...

ବାଲ୍ୟ ବିବାହ ସଚେତନତା କର୍ମଶାଳା ଅନୁଷ୍ଠିତ

ଦଶପଲ୍ଲା : ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ଅଂଚଳରରେ ବାଲ୍ୟବିବାହ ନିରୋଧ ଓ ନିରାକରଣ ଉପରେ ଏକ କିଶୋରୀ ବାଳିକା କର୍ମଶାଳା ଦଶପଲ୍ଲାର ସାଇ ଗେଷ୍ଟହାଉସ୍‌ ହଲ୍‌ରେ ଦିଲ୍ଲୀସ୍ଥିତ ଇଉସେଡ୍‌ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଗ୍ରାମାଞ୍ଚଳର କିଛି କିଶୋର କିଶୋରୀ ମାନଙ୍କୁ ନେଇ ଏକ ତାଲିମ୍‌
Read More...

କେନ୍ଦ୍ରୀୟ ସଂଚାର ବ୍ୟୁରୋ ଫୁଲବାଣୀ ଶାଖା ତରଫରୁ ହିନ୍ଦୀ ପକ୍ଷ ପାଳିତ

ଫୁଲବାଣୀ :-ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ କ୍ଷତ୍ରୀୟ କାର୍ଯ୍ୟାଳୟ ଫୁଲବାଣୀ ପକ୍ଷରୁ ଆଜି " ହିନ୍ଦୀ ପକ୍ଷ-୨୦୨୨' କାର୍ଯ୍ୟାଳୟ ପରିସରରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଞ୍ଜୟ କୁମାର ସାହୁ, ଚିଫ ମ୍ୟାନେଜର,
Read More...

ପ୍ୟାଥୋଲୋଜୀ ଡାକ୍ତରଙ୍କୁ ଚପଲ ମାଡ଼: ଭିଡିଓ ଭାଇରାଲ

ସମ୍ବଲପୁର: ସମ୍ବଲପୁରରେ ନୂଆଁକରି ଖୋଲିଥିବା ଏକ ପ୍ୟାଥୋଲୋଜୀ ଲ୍ୟାବରେ ଜଣେ ରୋଗୀଙ୍କ ଚିକିତ୍ସାରେ ଲାଗିଥିବା ଡାକ୍ତରଙ୍କୁ ଚପଲ ମାଡ଼ ଘଟଣା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଗତକାଲି ଘଟିଥିବା ଏହି ଘଟଣାର ଭିଡିଓ ବର୍ତ୍ତମାନ ଭାଇରାଲ ହୋଇଯାଇଛି । ସ୍ଥାନୀୟ ଷ୍ଟେସନ ରୋଡ଼ ସ୍ଥିତ ଏହି
Read More...

୨ ବାଇକ ଚୋର ଗିରଫ, ୩ ବାଇକ ଉଦ୍ଧାର

ସମ୍ବଲପୁର: ଦୀର୍ଘ ଦିନ ଧରି ଚାଲିଥିବା ଏକ ବାଇକ ଚୋରି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୩ଟି ଚୋରି ବାଇକ ଉଦ୍ଧାର କରିବାରେ ରେଢ଼ାଖୋଲ ପୁଲିସକୁ ସଫଳତା ମିଳିଛି । ଏବିଷୟରେ ଜିଲ୍ଲା ପୁଲିସ ମୁଖ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ଅଗଷ୍ଟ ୩
Read More...

ଶିକ୍ଷକଅଭାବ ଓ ପାଠପଢାରେ ଅନିୟମିତତା ନେଇ ରାସ୍ତାରୋକ କଲେ ଗ୍ରାମବାସୀ

ଖପ୍ରାଖୋଲ,୨୧/୯: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ କର୍ଲାବାହାଳି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ସ୍କୁଲରେ ମାତ୍ର ୨ ଜଣ ଶିକ୍ଷୟିତ୍ରୀ ଅଛନ୍ତି । ଫଳରେ ବିଦ୍ୟାଳୟରେ ପାଠପଢା ଠିକ୍‌ ଭାବେ ହୋଇପାରୁନଥିବା ଅଭିଯୋଗ କରି
Read More...