Browsing Category

ରାଜ୍ୟ

ନବୀନତମ ବୈଷୟିକ ଜ୍ଞାନ ଉପଲବ୍ଧ କରାଇବା ପାଇଁ ଚୁକ୍ତିପତ୍ର ସ୍ୱାକ୍ଷରିତ

ସମ୍ବଲପୁର: ଆମେରିକାରେ ପ୍ରତିଷ୍ଠା ଲାଭ କରିଥିବା କିଛି ବୈଷୟିକ ଜ୍ଞାନ ଏଠାରେ ଉପଲବ୍ଧ କରାଇବା ପାଇଁ ସ୍ଥାନୀୟ ଯୁବ ଉଦ୍ୟମୀ ଇଞ୍ଜିନିୟର ସୁକାନ୍ତ ମେହେର ଆମେରିକାର ଜଣେ ପ୍ରତିଷ୍ଠିତ ଭାରତୀୟ ବୈଜ୍ଞାନିକ ଚନ୍ଦ୍ରଶେଖର ତୱାନଙ୍କ ସହିତ ଏକ ଚୁକ୍ତି କରିଛନ୍ତି । ଏହି ଅବସରରେ ସ୍ଥାନୀୟ
Read More...

ତିନି ମାତୃପିତୃହୀନ ଶିଶୁଙ୍କ ଇଂଜିନିୟରିଂ ଶିକ୍ଷାର ଦାୟିତ୍ୱ ନେଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଦୁଇ ଜଣ ମାତୃପିତୃ ହୀନ ଶିଶୁ କନ୍ୟା ଓ ଅଣ ଅନୁଷ୍ଠାନର ଜଣେ ମାତୃପିତୃ ହୀନ ଶିଶୁ କନ୍ୟା ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖି କୃତ କାର୍ଯ୍ୟ ହୋଇଥିବା ହେତୁ ସେମାନଙ୍କର ଭବିଷ୍ୟତକୁ ଦୁଷ୍ଟିରେ
Read More...

ଭାଲୁଡୁଙ୍ଗୁରି ଗାଁରେ ଦୁଗ୍ଧ ଚାଷୀଙ୍କ ସହ ଦିନଟିଏ କାର୍ଯ୍ୟକ୍ରମ : ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧନା

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଭାଲୁଡ଼ୁଙ୍ଗୁରି ଗାଁରେ ପ୍ରାଣୀ ସମ୍ପଦ ବିଭାଗ ଓ ଓମଫେଡର ମିଳିତ ଆନୁକୁଲ୍ୟରେ ଦୁଗ୍ଧ ଚାଷୀଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଡ଼ ସନ୍ତୋଷ କୁମାର ପଣ୍ଡା , ସି ଡି ଭି ଓ, ବଲାଙ୍ଗିର,
Read More...

ନୂଆଁଖାଇ ଭେଟଘାଟ ଓ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି

ବଲାଙ୍ଗୀର: ସହର ନିକଟସ୍ଥ ରାମେଶ୍ୱର ରାମଚଣ୍ଡି ମନ୍ଦିର ହର୍ଡାଟାଲ ଠାରେ ବାବା ବିଶାଶହେ କୁଲତା ସମାଜର ନୂଆଖାଇ ଭେଟଘାଟ ଧୁମ୍‌ଧାମରେ ପାଳନ କରାଯାଇଥିଲା । ଇଷ୍ଟଦେବ ରାମେଶ୍ୱର ରାମଚଣ୍ଡିଙ୍କ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଜିଲ୍ଲା ସଭାପତି ବେଲାର ସିଂ ଭୋଇଙ୍କ
Read More...

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ୨୫ ଶିଶୁ,ସୁବିଧାରେ ମିଳୁନି ରକ୍ତ

ଦଶପଲ୍ଲା : ନୟାଗଡ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ୨୫ ଜଣ ଶିଶୁ ଏବଂ ସେମାନଙ୍କ ଅଭିଭାବକମାନେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବାକୁ ଆସିଛନ୍ତି । ଶିଶୁମାନେ ଥାଲାସେମିଆ ଭଳି ଦୂରାରୋଗ୍ୟରେ ଆକ୍ରାନ୍ତ ଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଉଥିବା ଅଣଦେଖା ଓ
Read More...

କୁଇ ସମାଜ ସେବା ସମିତି ପକ୍ଷରୁ ନବ ନିର୍ବାଚିତ ସରପଞ୍ଚମାନଙ୍କ ତାଲିମ କାର୍ଯ୍ୟକ୍ରମ

ଫୁଲବାଣୀ :ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ କୁଇ ସମାଜ ସେବା ସମିତି ଫୁଲବାଣୀ ପକ୍ଷରୁ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମରେ ଫୁଲବାଣୀବିଧାୟକ ଅଙ୍ଗଦ କହଁର ଅତିଥିଭାବେ ଯୋଗଦେଇ ନିଜର ସରପଞ୍ଚ ଓ ସମିତି ଅଧ୍ୟକ୍ଷ ସମୟର
Read More...

ଦାରିଙ୍ଗବାଡ଼ିରେ ବିଜେପି ଓବିସି ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିଠାରେ କନ୍ଧମାଳ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚାର ଜିଲ୍ଲା ସଭାପତି ହରେନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ
Read More...

ବଡଚଣା ଡାକ୍ତରଖାନାରେ ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟଣା; ଡାକ୍ତର ଓ ନର୍ସଙ୍କ ବଦଳି

ଚଣ୍ଡିଖୋଲ : ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ପ୍ରସୂତି ମହିଳାଙ୍କ ମୁର୍ତ୍ୟୁକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିଲା । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ବଡଚଣା ଥାନା ଅଧିକାରୀ ସୁଶୀଲ କୁମାର ନାୟକ ଓ ଟିମ ପରିସ୍ଥିତି
Read More...

ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ପଥର ଖାଦାନ କ୍ଷତିଗ୍ରସ୍ତ ଗ୍ରାମବାସୀ

ଦଶପଲ୍ଲା : ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ତେଣ୍ଡାବାଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଙ୍କାଳ ସାହି ଗ୍ରାମ ନିକଟରେ ଥିବା କଳା ମୁଗୁନି ପାହାଡ଼ଟିକୁ ସରକାରଙ୍କ ପକ୍ଷରୁ ନିଲାମ କରାଯାଇଛି । ପାହାଡ଼ରେ ପ୍ରତ୍ୟେକ ଦିନ ବିସ୍ଫୋରଣ ଏବଂ ବଡ଼ବଡ଼ ଭାଇବ୍ରେଟର ମେସିନ ଦ୍ୱାରା ପଥର
Read More...

ପୂର୍ବତନ ଥାନା ଆଇଆଇସିଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ସନ୍ତୋଷ କୁମାର ଜେନା ଏକ ଲାଞ୍ଚ ମାମଲାର ବିଚାର କରି ପୂର୍ବତନ ଚକାପାଦ ଥାନା ଅଧିକାରୀ ହରିବନ୍ଧୁ ପରିଡ଼ାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକା ୪ ମାସ
Read More...