Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଦିଙ୍ଗିଆ ଗ୍ରାମବାସୀଙ୍କ ପାଇଁ ମୌଳିକ ସେବା ସାତସପନ
ଘୁ.ଉଦୟଗିରି: ଗ୍ରାମାଞ୍ଚଳର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ବର୍ଷ ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କାର ଅର୍ଥ ବ୍ୟୟବରାଦ କରୁଛନ୍ତି । କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଳକର କଳିଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ!-->…
Read More...
Read More...
ଲକ୍ଷ୍ମୀ ନାଳରେ ଭାସି ଜଣେ ମୃତ, ଦୁଇଦିନ ପରେ ମୃତଦେହ ଉଦ୍ଧାର
ହରଭଙ୍ଗା : ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଲକ୍ଷ୍ମୀ ନାଳ ପାଣିରେ ଭାସି ଯାଇ ଜଣେ ଯୁବକ ମୃତ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ପୁରୁଣାକଟକ ଥାନା ଅନ୍ତର୍ଗତ ସାଲକଟା ଗ୍ରାମର ପ୍ରମୋଦ ଭୋକ୍ତା(୪୬) । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି ।!-->…
Read More...
Read More...
ବଡ଼ଚଣା ଡାକ୍ତରଖାନାରେ ପ୍ରସୂତି ମହିଳାଙ୍କ ମୃତ୍ୟୁ ନେଇ ଉତ୍ତେଜନା, ବ୍ୟାପକ ପୁଲିସ ମୁତୟନ
ଚଣ୍ଡିଖୋଲ: ମା ଓ ଶିଶୁ ସୁରକ୍ଷା ପାଇଁ ସରକାର ବହୁ ଯୋଜନା କରୁଛନ୍ତି, ହେଲେ ଡାକ୍ତରଙ୍କ ସାମାନ୍ୟ ଅବହେଳା ଯୋଗୁଁ ଅକାଳରେ ଝଡି ପଡୁଛି ମା । ଏମିତି ଚିତ୍ର ଆସିଛି ବଡ଼ଚଣାରୁ । ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବଡ଼ଚଣା ଗ୍ରାମର ପ୍ରଶାନ୍ତ ବାହାଲିଆଙ୍କ ପତ୍ନୀ ରୋଜାଲିନ୍ଙ୍କର ଆଜି!-->…
Read More...
Read More...
ବୈବାହିକ ଜୀବନରେ ଅସଫଳ ମହିଳାଙ୍କ ନିଆରା ପ୍ରୟାସ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଧରାକୋଟ ସ୍ଥିତ ବାଲ୍ମୀକିସ୍ୱର ଅନାଥ ଆଶ୍ରମରେ ଅନ୍ତେବାସୀଙ୍କୁ ସହାୟତାର ହାତ ବଢ଼ାଇଲେ ବୈବାହିକ ଜୀବନରେ ଅସଫଳ ହୋଇଥିବା ସମାଜସେବୀ ତଥା ଶିକ୍ଷୟତ୍ରୀ ରଶ୍ମିତା କୁମାରୀ ରାଉଳ ଓ ଓଡିଶା କିନ୍ନର ସଙ୍ଘ ସଦସ୍ୟ । ଶିକ୍ଷୟତ୍ରୀ ରଶ୍ମିତା ରାଉଳ କିଛି ମାସ ପୂ୍ର୍ବ!-->…
Read More...
Read More...
ଦଶପଲ୍ଲା ମାଟିର ଗୌରବ ଶୃତି ସୁଲଗ୍ନା
ଦଶପଲ୍ଲା : ତୁଳସୀ ଦୁଇପତ୍ରରୁ ବାସେ । ଏ କଥା ଆଜି ପ୍ରମାଣିତ ହୋଇସାରିଛି । ଦଶପଲ୍ଲା ମାଟି ମେଧାବୀ ଛାତ୍ରୀ, କୁନି ଅଭିନେତ୍ରୀ, ତଥା କୁନି ସଙ୍ଗୀତ ସାଧିକା ଶୃତି ସୁଲଗ୍ନା ରାଜ୍ୟର ବିଭିନ୍ନ ସ୍ଥାନରେ ସଂଗୀତ ପରିବେଷଣ କରି ସମ୍ମାନିତ ହୋଇଥିବାବେଳେ ଆଜି ଦଶପଲ୍ଲା ମାଟିକୁ ପୁଣି ଥରେ ଗୌରବ!-->…
Read More...
Read More...
ନୂଆରୂପ ପାଇବ ଶ୍ରୀ ଲୋକନାଥ ପୀଠ, ଅନୁଧ୍ୟାନ କଲେ ୫-ଟି ସଚିବ
ପୁରୀ : ଗତକାଲି ସନ୍ଧ୍ୟାରେ ପ୍ରସିଦ୍ଧ ଶ୍ରୀ ଲୋକନାଥ ପୀଠ ଅନୁଧ୍ୟାନ କରିଛନ୍ତି ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିୟାନ । ସେ ମନ୍ଦିର ନିକଟରେ ପହଁଚିବା ପରେ ଶ୍ରୀଲୋକନାଥଙ୍କ ମନ୍ଦିର ସେବାୟତ ନିଯୋଗ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ପ୍ରଥମେ ସେ ପ୍ରଦୂଷିତ ହୋଇଥିବା ଓ ପାଚେରୀ!-->…
Read More...
Read More...
ଅକ୍ଟୋବର ପହିଲାରୁ ବଦଳିଯିବ କ୍ରିକେଟର ନିୟମ,ଜାଣନ୍ତୁ ନୂଆ ନିୟମ ସଂପର୍କରେ..
ନୂଆଦିଲ୍ଲୀ : ୨୦୨୨ ଅକ୍ଟୋବର ପହିଲାରୁ ବଦଳିଯିବ କ୍ରିକେଟର ନିୟମ । ଏନେଇ ମଙ୍ଗଳବାର ଘୋଷଣା କରିଛି ଆଇସିସି । ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ପୁରୁଷ କ୍ରିକେଟ୍ କମିଟି MCC ର ୨୦୧୭ ନିୟମ ତୃତୀୟ ସଂସ୍କରଣରେ ଖେଳ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ସୁପାରିଶ!-->…
Read More...
Read More...
ଦଶପଲ୍ଲାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ଦଶପଲ୍ଲା : ଦଶପଲ୍ଲା ରାଧାମୋହନଜିଉ ନୋଡାଲ୍ ଉଚ୍ଚ ବିଦ୍ୟାଳୟଠାରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଅଛି । ଏହି ଶିବିର ଆଜି ପୂର୍ବାହ୍ନ ୮ଟାରୁ ଆରମ୍ଭ ହୋଇଥିଲା । ସରକାରଙ୍କ ନୂଆ ନିୟମ ପାଇଁ ଭିନ୍ନକ୍ଷମଙ୍କ ନିକଟରେ ଥିବା ହାତଲେଖା କିମ୍ବା ରାଜ୍ୟ ସରକାରଙ୍କ ଅନ୍ଲାଇନ୍!-->…
Read More...
Read More...
ବାଗେଡ଼ିଆ ଧର୍ମଶାଳାକୁ ନିଜ ଦଖଲକୁ ନେଲା ଜିଲ୍ଲା ପ୍ରଶାସନ
ପୁରୀ : ଶ୍ରୀମନ୍ଦିର ସମ୍ମୁଖ ନିକଟସ୍ଥ ବାଗେଡ଼ିଆ ଧର୍ମଶାଳାକୁ ନିଜ ଦଖଲକୁ ନେଲା ଜିଲ୍ଲା ପ୍ରଶାସନ । ସରକାରୀ ଖାତାରେ ରହିଥିବା ଏହି ଧର୍ମଶାଳାର ଜାଗା ଓ ଘରକୁ ନିଜ ଦଖଲକୁ ନେଇଛି ପ୍ରଶାସନ । ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଦଖଲ କରାଯାଇଥିବା ସୂଚନା । ପରବର୍ତ୍ତୀ ସମୟରେ!-->…
Read More...
Read More...
ରାସ୍ତାରେ ଭାସୁଛି ଅପରିଷ୍କାର ଜଳ, ନିଦା ବିଷ୍ଣୁ ସାଜିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଦୀର୍ଘ ଦିନ ହେଲା ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ରାସ୍ତାରେ ଭାସୁଛି ଅପରିଷ୍କାର ଜଳ । ରାସ୍ତା ପ୍ରଶସ୍ତିକରଣ ଓ ଜବରଦଖଲ ଉଚ୍ଛେଦ ନାରେ ଦୀର୍ଘ ଦିନ ହେଲା ନା ରାସ୍ତା କାମ ପରିସମାପ୍ତି ହେଉଛି ନା ଡ୍ରେନେଜ ବ୍ୟବସ୍ଥା ପରି!-->…
Read More...
Read More...