Browsing Category

ରାଜ୍ୟ

ପଶୁ ଚିକିତ୍ସା ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ କୀରମା ପଞ୍ଚାୟତର ବିମାନାପୁର ଓ ନିଧିଗୁଡ଼ି ଗ୍ରାମରେ ଏକ ପଶୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପଶୁ ଚିକିତ୍ସା ଶିବିର ଭ୍ରାମ୍ୟମାଣ ପଶୁ ଚିକିତ୍ସା ଗାଡି ପହଞ୍ଚି ଗ୍ରାମରେ ପଶୁ ଚିକିତ୍ସା କରିବା ସହ ଔଷଧ ବଣ୍ଟନ
Read More...

ଗ୍ରାମ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଅଭିଯୋଗ ଶୁଣାଣି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ କୀରମା ଗ୍ରାମ ପଞ୍ଚାୟତଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ଗ୍ରାମ୍ୟ
Read More...

ଆମ ପୁଲିସ ବୈଠକ ଓ ରକ୍ତଦାନ ଶିବିର

ପୁରୀ : ଟାଉନଥାନା ପକ୍ଷରୁ ଆମ ପୁଲିସ ବୈଠକ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଏସପି ଡକ୍ଟର କେ ବିଶାଲ ସିଂ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶିବିରରେ ଶତାଧିକ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତଦାତା ମାନେ ଉତ୍ସାହର ସହ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ
Read More...

ଲଗାଣ ବର୍ଷାରେ ଧୋଇଗଲା ପୋଲ, ଦୁଇଟି ପଞ୍ଚାୟତବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ

ବାଲିଗୁଡ଼ା: ରାଜ୍ୟରେ ଲାଗିରହିଛି ଲଘୁଚାପଜନିତ ବର୍ଷା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଫଳରେ ବାଲିଗୁଡ଼ା ସମେତ ଆଖପାଖ ଅଞ୍ଚଳର ଲୋକେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଲଗାଣ ବର୍ଷାରେ ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ କୃର୍ତ୍ତମଗଡ଼ ଠାରୁ
Read More...

ଶ୍ରମିକମାନଙ୍କୁ ପାରିଶ୍ରମିକ ମିଳିନଥିବାରୁ ଅସନ୍ତୋଷ : ବନକର୍ମଚାରୀଙ୍କୁ ଆଠ ଘଣ୍ଟା ଅଟକ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ପାଟଣାଗଡ଼ ବନାଞ୍ଚଳ ରେଞ୍ଜ ଲରମ୍ଭା ସର୍କଲର ବାନ୍ଧେନମାଲ ଗ୍ରାମରେ ବନକର୍ମଚାରୀଙ୍କୁ ଦୀର୍ଘ ୮ ରୁ ୧୦ ଘଣ୍ଟା ଧରି ଅଟକ ରଖିଥିଲେ । ସୂଚନା ଅନୁୟାୟୀ, ଲରମ୍ଭା ସର୍କଲର ବାନ୍ଧେନମାଲ ଓ ଖୋଲାଗଡ଼ ଗ୍ରାମରେ ବନବିଭାଗ ତରଫରୁ ମନରେଗା ଯୋଜନାରେ କାମ ହୋଇଥିଲା । ଉକ୍ତ
Read More...

ବର୍ଷାରେ ବେହାଲ୍‌ ବାଲିଗୁଡ଼ା ଅଞ୍ଚଳ ; ଜାତୀୟ ରାଜପଥ ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ଜଳ, ଯାତାୟତ ବାଧାପ୍ରାପ୍ତ

ବାଲିଗୁଡ଼ା: ଲଘୁଚାପ ଜନିତ ବର୍ଷାରେ ବେହାଲ୍‌ ବାଲିଗୁଡ଼ା ଅଞ୍ଚଳ । ଲଗାଣ ବର୍ଷାରେ ଉବୁଟୁବୁ ବାଲିଗୁଡ଼ା ସହର । କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର ବସଷ୍ଟାଣ୍ଡ ନିକଟସ୍ଥ ରାସ୍ତାରେ ଥିବା ଦୁଇ ପାର୍ଶ୍ୱରେ ଥିବା ପୋଖରୀ ଜଳମଗ୍ନ ହୋଇ ସହର ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ ଉପରେ ୨ଫୁଟ ଉଚ୍ଚର
Read More...

ତେରା ପନ୍ଥ ଯୁବକ ପରିଷଦ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ଉତ୍କଳ ଚାମ୍ବର ଅଫ କମରସ ଇଣ୍ଡଷ୍ଟ୍ରି ଲଟିଡ଼ି ନୟାପଲ୍ଲୀ ଠାରେ ଏକ ବିଶାଳ ରକ୍ତଦାନ ଶିବିର ତେରା ପନ୍ଥ ଯୁବକ ପରିଷଦ ଆୟୋଜନ କରିଥିଲେ । ଏଥିରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, କର୍ପୋରେଟର ଶୁଭ୍ରାଂଶୁ
Read More...

ବର୍ଷିଆନ କଂଗ୍ରେସ ନେତା ବରୁଣ ଭୋଇଙ୍କ ପରଲୋକ

ଫୁଲବାଣୀ,୧୯/୯:-କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ଭୋଇସାହି ଗ୍ରାମର ସ୍ୱର୍ଗତ ବରୁଣ ଭୋଇ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଏହିପରି ମହାନ ବ୍ୟକ୍ତିଙ୍କୁ ଆଜି ଟିକାବାଲି ହରେଇଦେଇଛି । ଟିକାବାଲି ସମେତ କନ୍ଧମାଳ ଜ଼ିଲ୍ଲାରେ ରାଜନୀତି
Read More...

କଣ୍ଟାମାଳରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନଶୁଣାଣି ଶିବିର

ବୌଦ୍ଧ,୧୯ା୯ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନାଙ୍କ ଉପସ୍ଥିତିରେ ଏହି
Read More...

ଡୁମାଳ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ

ସୁବର୍ଣ୍ଣପୁର : ଜିଲ୍ଲାର ସଦରବ୍ଲକ ସ୍ଥିତ ଜନମୁରାଠାରେ ରାଜ୍ୟସ୍ତରୀୟ ଡୁମାଳ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ସମାଜ ତରଫରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସୋନପୁର ବିଧାୟକ ତଥା ଅର୍ଥ ଓ ସଂସଦୀୟ ବ୍ୟାପାରମନ୍ତ୍ରୀ ନିରଞ୍ଜନ ପୂଜାରୀ,
Read More...