Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓରମାସ ଦ୍ୱାରା ପାଟଣାଗଡ଼ ବ୍ଳକ ସ୍ତରୀୟ ପରାମର୍ଶ ଶିବିର
ପାଟଣାଗଡ : ପାଟଣାଗଡ ବ୍ଳକ କାର୍ଯ୍ୟାଳୟଠାରେ ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ଅଧିନସ୍ଥ ଓରମାସ ଓ ଜିଲ୍ଲାପ୍ରଶାସନ ଦ୍ୱାରା ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଦ୍ୱାରା ବ୍ଳକର ପଞ୍ଚମରୁ ତଦୁର୍ଦ୍ଧ ଶିକ୍ଷାଗତ ଥିବା ଯୁବକ ଯୁବତୀମାନଙ୍କ ନେଇ ବ୍ଳକସ୍ତରୀୟ ପରାମର୍ଶ!-->…
Read More...
Read More...
ପେଟ୍ରୋଲ ସନ୍ଧାନ ପାଇଁ ଗୋପରେ ପୋଖରୀ ଖୋଳା ଆରମ୍ଭ
ପୁରୀ :ପୁରୀ ଜିଲ୍ଲା ଗୋପ ଅଂଚଳରେ ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲ ସନ୍ଧାନ କରିଥିଲା ଅଏଲ୍ ଇଣ୍ଡିଆ । । ଗୋପ କୁୁଶୁପୁର ଠାରେ ପୁଣି କାମ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଚାଲିଛି ୩ଟି ପୋଖରୀ ଖୋଳା । ବୋରିଂ ପରେ ମାଟି ତଳୁ ବାହାରିଥିବା ପଙ୍କକୁ ଏହି ପୋଖରୀରେ ରଖାଯିବ । ପ୍ରାକୃତିକ!-->…
Read More...
Read More...
ମୁଣ୍ଡାପଡାରେ ଆମ ପୁଲିସ ସମିତିର ବୈଠକ
ଜହ୍ନାପଙ୍କ:ବୌଦ୍ଧ ଜିଲ୍ଲା ଆମ ପୁଲିସ ସମିତି ପକ୍ଷରୁ ବୌଦ୍ଧ ବ୍ଳକ ମୁଣ୍ଡାପଡା ପଂଚାୟତ ପରିସରରେ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିଥିଭାବେ ମୁଣ୍ଡାପଡା ପୂର୍ବତନ ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ଅବସରପ୍ରାପ୍ତ!-->…
Read More...
Read More...
ଖପ୍ରାଖୋଲରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି
ଖପ୍ରାଖୋଲ : ସ୍ଥାନୀୟ ବ୍ଲକ୍ ସଭା ଗୃହଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ବ୍ଲକସ୍ତରୀୟ ମିଳିତ ଜନ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଜିଲ୍ଲାପାଳ ଚଞ୍ଚଲ ରାଣା ଓ ଆରକ୍ଷୀ ଅଧିକ୍ଷକ ନିତିନ କୁସଲକର ଯୋଗଦେଇ ଲୋକଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ । ଏହି ଅବସରରେ!-->…
Read More...
Read More...
ଖଣ୍ଡା ଧୂଆ ବେଳେ ନିଶାନ ବାଦକଙ୍କ ମୃତ୍ୟୁ
ପାଟଣାଗଡ : ଖଣ୍ଡାଧୂଆ ବେଳେ ନିଶାନବାଦକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ପାଟଣାଗଡ଼ ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ପାଟଣେଶ୍ୱରୀଙ୍କ ପାଟଖଣ୍ଡାକୁ ଗତକାଲି ରାତିରେ ପଞ୍ଚବାଦ୍ୟ ସହ ଶୋଭାଯାତ୍ରାରେ ସ୍ଥାନୀୟ ପୋଖରୀକୁ ନିଆଯାଉଥିବା ବେଳେ ନିଶାନବାଦକ କୁଶ କାଲସାଏଙ୍କ ମୃତ୍ୟୁ!-->…
Read More...
Read More...
ବିଶିଷ୍ଟ କଂଗ୍ରେସ ନେତା ବରୁଣ ଭୋଇଙ୍କ ଦେହାନ୍ତ
ଟିକାବାଲି: କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳର ଜଣେ ଜଣାଶୁଣା କଂଗ୍ରେସ ଦଳର ଆଗଧାଡିର ନେତା ବରୁଣ ଭୋଇଙ୍କର ଆଜି ଦିନ ୧୨ ଘଣ୍ଟିକା ସମୟରେ ପରଲୋକ ହୋଇଯାଇଛି । ପରିବାର ଲୋକଙ୍କ ସୂଚନା ଅନୁସାରେ ମୃତ୍ୟୁ ବେଳକୁ ତାଙ୍କୁ ୬୭ ହେବ ସେ ଦୀର୍ଘ ୨ ବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡିତ ଥିଲେ ।!-->…
Read More...
Read More...
ବୃତ୍ତଙ୍ଗ ନଦୀରେ ବୁଡି ଜଣେ ମୃତ
ଟିକାବାଲି: ଚକାପାଦ ଥାନା ଅନ୍ତର୍ଗତ ଚକାପାଦ ଷ୍ଟେଟ ବ୍ୟାଙ୍କ ପିଅନ ପୃଥ୍ୱୀରାଜ ବେହେରା (୫୫)ଙ୍କ ସ୍ଥାନୀୟ ବୃତ୍ତଙ୍ଗ ନଦୀରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ କାଲି ସନ୍ଧ୍ୟାରେ ସ୍ୱର୍ଗତ ବେହେରା ନଦୀ ଆଡେ ଯାଇଥିଲେ କିନ୍ତୁ ସେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଆଉ ଫେରିନ!-->…
Read More...
Read More...
ବିରୋଧୀ ଦଳ ଉପନେତାଙ୍କ ବିୟୋଗରେ ବାଚସ୍ପତିଙ୍କ ଶୋକ, ବିଧାନସଭାରେ ଗାର୍ଡ ଅଫ୍ ଅନର୍
ଭୁବନେଶ୍ୱର:ବିରୋଧୀ ଦଳ ଉପନେତା ତଥା ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କବିୟୋଗରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଗଭୀର ଶୋକପ୍ରକାଶ କରିଛନ୍ତି ।ଆଜି ପୂର୍ବାହ୍ନରେ ସ୍ଵର୍ଗତ ସେଠୀଙ୍କ ମରଶରୀର ବିଧାନସଭା ପରିସରରେ ପହଞ୍ଚିବା ପରେ ତାଙ୍କୁ!-->…
Read More...
Read More...
ଇଟା ବୋଝେଇ ଟ୍ରକ ଓଲଟିଲା,୭ ଶ୍ରମିକ ଆହତ
ହରଭଙ୍ଗା: ଆଜି ସକାଳ ୧୧ଟା ସମୟରେ ବୌଦ୍ଧଠାରେ ଥିବା ବି.ଡି.ପି.ଏଲ ଇଟା ଫ୍ୟାକ୍ଟେରୀରୁ ଏକ ଟ୍ରକ ନମ୍ବର ଓଡି ୧୫ ଜି ୫୬୫ରେ ସିମେଣ୍ଟ ଇଟା ନେଇ ହରଭଙ୍ଗାଠାରେ ଏଲ.ଏଣ୍ଡ.ଟି ମେଗା ପାନୀୟ ପ୍ରକଳ୍ପକୁ ଇଟା ଦେଇ ଆସୁଥିଲା । ଏହି ଟ୍ରକଟି ହରଭଙ୍ଗା ପୋଷ୍ଟ ଅଫିସ ନିକଟରେ ଥିବା ଏକ ମାଟି ରାସ୍ତା!-->…
Read More...
Read More...
ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା
ଭୁବନେଶ୍ୱର: ପୂଜା ପୂର୍ବରୁ ରାଜ୍ୟ ସରକାରଙ୍କ ଭେଟି। ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା। ୩ ପ୍ରତିଶତ ଡିଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ଘୋଷଣା ପରେ ବର୍ଦ୍ଧିତ ମହଙ୍ଗା ଭତ୍ତା ୩୧%ରୁ ୩୪%କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରୀ କର୍ମଚାରୀଙ୍କ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା!-->…
Read More...
Read More...