Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନିରନ୍ତର ଟ୍ରାଫିକ ଜାମରୁ ଲୋକେ ନୟାନ୍ତ
ସମ୍ବଲପୁର: ସମ୍ବଲପୁର ନଗରରେ ଯେଉଁ ପରିମାଣରେ ବାହନ ସଂଖ୍ୟା ବଢ଼ିବାରେ ଲାଗିଛି, ସେହି ଅନୁସାରେ ଯିବାଆସିବା ପାଇଁ ସଡ଼କ ମିଳୁନାହିଁ । ଏହାର ପରିଣାମ ସ୍ୱରୂପ ପ୍ରତିଦିନ ବ୍ୟସ୍ତ ସମୟ ଅର୍ଥାତ୍ ସ୍କୁଲ କଲେଜ ଓ ଅଫିସ ଯିବା ଓ ସେହିପରି ଫେରିବା ସମୟରେ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଟ୍ରାଫିକ!-->…
Read More...
Read More...
ଟିଏନଟି ସ୍କିଲ ସେଣ୍ଟରରେ ୱେବସାଇଟ୍ ବିକାଶ କର୍ମଶାଳା
ଗଞ୍ଜାମ: ବ୍ରହ୍ମପୁର ସ୍ଥିତ ଟି.ଏନ.ଟି ସ୍କିଲ ସେଣ୍ଟରରେ ୱେବସାଇଟ୍ ବିକାଶ କର୍ମଶାଳା ସହ ସାର୍ଟିଫିକେଟ ପ୍ରଦାନ କରାଯାଇଛି ପୂର୍ବରୁ ଟି.ଏନ.ଟି ସ୍କିଲ ସେଣ୍ଟରରେ ତିନି ସପ୍ତାହର ଏକ ୱେବସାଇଟ୍ ବିକାଶ କର୍ମଶାଳା ଆୟୋଜିତ ହେଇଥିଲା । ୨୦ ଅଗଷ୍ଟରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଥିପାଇଁ!-->…
Read More...
Read More...
ଡଃ ନୃସିଂହାନନ୍ଦ ମହାପାତ୍ର ସମ୍ବର୍ଦ୍ଧିତ
ଫୁଲବାଣୀ : କନ୍ଧମାଳର ବିଶିଷ୍ଠ ସାହିତ୍ୟିକ ଡଃ ନୃସିଂହାନନ୍ଦ ମହାପାତ୍ରଙ୍କୁ କଟକ ସ୍ଥିତ ପରଜାପତି ଶିଶୁ ସାହିତ୍ୟ ସଂସଦ ତରଫରୁ ଶିଶୁ ସାହିତ୍ୟ ଉତ୍ସବ ୨୦୨୨ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି । ଶିଶୁ କବିତା ସଙ୍କଳନ "ଚାଲ ବୁଲିଯିବା କନ୍ଧମାଳ' ପୁସ୍ତକ ଆଧାରରେ ତାଙ୍କୁ ଏହି ପୁରସ୍କାର!-->…
Read More...
Read More...
ପ୍ରଜ୍ଞା ପ୍ରବାହ ପକ୍ଷରୁ ଏକାତ୍ମ ମାନବବାଦ ଦର୍ଶନକୁ ନେଇ ବ୍ୟାଖ୍ୟାନ ମାଳା
ସମ୍ବଲପୁର: ବିଶ୍ୱରେ ରହିଥିବା ଅନେକ ଦର୍ଶନ ମଧ୍ୟରୁ ପଣ୍ଡିତ ଦିନଦାୟଲ ଉପାଧ୍ୟାୟଙ୍କ ଏକାତ୍ମ ମାନବବାଦ ଦର୍ଶନ ଅନ୍ୟତମ । ପୁଞ୍ଜିବାଦ, ସମାଜବାଦ, ସାମ୍ରାଜ୍ୟବାଦ, ମାର୍କସବାଦରେ ସାମଗ୍ରୀକତା ନଥିବା ବେଳେ ଏକାତ୍ମ ମାନବବାଦ ବ୍ୟକ୍ତିଠୁ ବ୍ରହ୍ମାଣ୍ଡକୁ ସମାହିତ କରିବାରେ ସମର୍ଥ । ବିଶ୍ୱଗୁରୁ!-->…
Read More...
Read More...
ଜଙ୍ଗଲରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଠାବ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ପାବୁରିଆ ପଞ୍ଚାୟତର ମାଲେରିମାହା ଗାଁରେ ଅଭାବନୀୟ ଘଟଣା । ମାଲେରିମାହା ଗ୍ରାମର ଗାରାମାହା ଜଙ୍ଗଲରୁ ଦମ୍ପତିଙ୍କର ଝୁଲନ୍ତା ମୃତଦେହ ଠାବ । ମୃତ ଦମ୍ପତି ମନୋରଞ୍ଜନ ନାୟକ ଓ ସ୍ମିତାଞ୍ଜଳୀ ନାୟକ ହୋଇଥିବା ଜଣାପଡ଼ିଛି । ମନୋରଞ୍ଜନ ଗାଁ ସାଥି!-->…
Read More...
Read More...
ଦଳର ସଂଗଠନକୁ ମଜଭୂତ୍ କରିବାରେ ବିଷ୍ଣୁ ଭାଇଙ୍କ ଭୂମିକା ଅତୁଳନୀୟ : ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବିରୋଧୀ ଦଳର ଉପନେତା, ବିଜେପିର ବରିଷ୍ଠ ନେତା ତଥା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ!-->!-->!-->…
Read More...
Read More...
ବେଆଇନ ବାଲି ଚାଲାଣ, ଜରିମାନା ଆଦାୟ
ଦଶପଲ୍ଲା : ଗଣିଆ ମହାନଦୀରୁ ଦୈନିକ ହେଉଛି ବେଆଇନ ବାଲି ଚାଲାଣ । ଗଣିଆରୁ ଦଶପଲ୍ଲାକୁ ଦୈନିକ ଏହି ବେଆଇନ ବାଲି ଚାଲାଣ ହେଉଛି । ରବିବାର ଦିନ ଏହି ବେଆଇନ ବାଲି ଚାଲାଣ ସମୟରେ ଖବର ପାଇ ଦଶପଲ୍ଲାର ଅତିରିକ୍ତ ତହସିଲଦାର କେ. ଭେଙ୍କଟସ ରାଓ ଚଢାଉ କରି ଏକ ହାଇୱାକୁ କରି ଅଟକ ରଖିଥିଲେ । ପରେ!-->…
Read More...
Read More...
ଗଞ୍ଜେଇ ସହ କାର୍ ଜବତ : ଜଣେ ଗିରଫ
ଦଶପଲ୍ଲା : ରବିବାର ଦିନ ଦଶପଲ୍ଲା ପୋଲିସ ଏକ ଗଞ୍ଜେଇ ବୋଝେଇ କାର ସହ କାର ଭିତରେ ଥିବା ଜଣଙ୍କୁ ଗିରଫ କରିଥିବା ବେଳେ କାର ଡ୍ରାଇଭର ଫେରାର ହୋଇଯାଇଛି । ସୂଚନା ଯୋଗ୍ୟ ଯେ ବାଣୀଗୋଛା ପାର୍ଶ୍ୱରେ ଦଶପଲ୍ଲା ଅଭିମୁଖେ ଆସୁଥିବା ଏକ ଗଞ୍ଜେଇ ଭର୍ତ୍ତି କାରକୁ ପୋଲିସ ସ୍ଥାନୀୟ ଏସାର ପେଟ୍ରୋଲ!-->…
Read More...
Read More...
ବିଜେପିର କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ
ଫୁଲବାଣୀ : ଫୁଲବାଣୀ ନଗର ମଣ୍ଡଳ ତରଫରୁ ଏକ କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ ଫୁଲବାଣୀ ମାଷ୍ଟ୍ରପଡା ସ୍ଥିତ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କର୍ମରେ ମୁଖ୍ୟ ଅତିଥି ଭାବେ ଜିଲା ବିଜେପି ସଭାପତି ଜଗନ୍ନାଥ ସାହୁ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ!-->…
Read More...
Read More...
ପ୍ରଶାସନ ସହାୟତାରେ ଗାଁକୁ ଆସିଲା ଦାଦନ ଶ୍ରମିକଙ୍କ ଶବ
ବାଲିଗୁଡ଼ା : ବ୍ଲକ ଓ ଜିଲ୍ଲା ପ୍ରଶାସନ ସହାୟତରେ ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ଶବ । ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡି ପଞ୍ଚାୟତ ପୁଡ୍ରାଝୋଲା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତାବକ ଗ୍ରାମର ଲକ୍ଷେପତି ପ୍ରଧାନ ନିଜ ଅଞ୍ଚଳରେ କାମ ଧନ୍ଧା ଅଭାବରୁ ନିଜ ସ୍ତ୍ରୀ ସହିତ!-->…
Read More...
Read More...