Browsing Category

ରାଜ୍ୟ

ମା’ ପାଟଣେଶ୍ୱରୀଙ୍କ ଷୋହଳ ପୂଜା ଆରମ୍ଭ

ପାଟଣାଗଡ଼ : ପାଟଣାଗଡର ପ୍ରସିଦ୍ଧ ଶକ୍ତି ପୀଠ ତଥା ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀ ଦେବୀ ଓ ସମଲେଶ୍ୱରୀଙ୍କ ମନ୍ଦିରରେ ମା’ଙ୍କ ପ୍ରତିଷ୍ଠିତ ପାଟଖଣ୍ଡା ଧୁଆ ହେବା ସହ ଷୋହଳ ପୁଜା ଆରମ୍ଭ ହୋଇଯାଇଛି । ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଦଶହରା ନିମନ୍ତେ ଷୋହଳ ପୂଜା କରାଯାଇଥାଏ
Read More...

ଘୁନସର ସାପ୍ତାହିକ ବଜାରରେ ଲାଗିଲା ମାଓ ବ୍ୟାନର : ଉପସ୍ଥିତି ଜାହିର କଲା ଲାଲବାହିନୀ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଘୁନସର ଏବଂ ପୁଟକେଲଚୁଆଁ ମଝିରେ ଥିବା ବଜାର ପେଣ୍ଡାଲ ଠାରେ ପୃଥକ ପୃଥକ ସ୍ଥାନରେ ତିନୋଟି ମାଓ ବ୍ୟାନର ଲାଗିଛି । ଉଭୟ ହିନ୍ଦୀ ଓ ଓଡିଆ ଭାଷାରେ ଏହି ମାଓ ବ୍ୟାନର ଗୁଡିକ ଲେଖାଯାଇଛି । ରବିବାର ମଧ୍ୟରାତ୍ରୀରେ ଏହି
Read More...

ବିରୋଧୀ ଦଳ ଉପନେତାଙ୍କ ପରଲୋକ

ଭୁବନେଶ୍ୱର : ବିରୋଧୀ ଦଳର ଉପନେତା ବିଷ୍ଣୁଚରଣ ସେଠୀଙ୍କର ପରଲୋକ ହୋଇଯାଇଛି  । ଦୀର୍ଘଦିନ ଧରି ସେ କିଡ଼ନୀ ରୋଗରେ ଆକ୍ରାନ୍ତ ଥିଲେ  । ଚିକିତ୍ସାଧୀନ ଅବସ୍ଥାରେ ମାତ୍ର ୬୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି  । ଶ୍ରୀ ସେଠୀଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକବ୍ୟକ୍ତ କରିଛନ୍ତି
Read More...

ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡା ବ୍ଲକର ମା ବରାଳଦେବୀ ମନ୍ଦିର ପରିସର, ପିଲାସାଲୁଙ୍କି ଡ୍ୟାମ ଓ ପକାଡଝର ପର୍ଯ୍ୟଟନ ସ୍ଥଳୀ ପରିସର ମଧ୍ୟରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପର୍ଯ୍ୟଟନ ସ୍ଥଳୀକୁ
Read More...

ତୈଳିକ ବୈଶ୍ୟ ସାମାଜ ପକ୍ଷରୁ ଉପଖଣ୍ଡ ସ୍ତରୀୟ ନୂଆଁଖାଇ ଭେଟଘାଟ

ପାଟଣାଗଡ଼: ପାଟଣାଗଡ଼ ସ୍ଥାନୀୟ ଭୂଲିଆ ଧର୍ମଶାଳା ପରିସରରେ ଉପଖଣ୍ଡ ସ୍ତରୀୟ ତୈଳିକ ବୈଶ୍ୟ ସାମାଜର ୮ତମ ନୂଆଁଖାଇ ଭେଟଘାଟ ସ୍ଥାନୀୟ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମାଜର ଇଷ୍ଟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ସହ ସମାଜ ପତାକା ଉତ୍ତୋଳନ କରାଯାଇଥିଲା । ପାଟଣାଗଡ଼ ଏନ୍‌ଏସି ସଭାପତି
Read More...

ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରଠାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...

“ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଶୁଭାରମ୍ଭ

ଟିକାବାଲି: ଓଡିଶା ସରକାରଙ୍କ ପାନୀୟଜଳ ଓ ପଞ୍ଚାୟତରାଜ ବିଭାଗ ନିର୍ଦ୍ଦେଶକ୍ରମେ ଟିକାବାଲି ଠାରେ "ସ୍ୱଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଟିକାବାଲି ବ୍ଲକର ସମସ୍ତ କର୍ମଚାରୀ, ପଞ୍ଚାୟତ କର୍ମଚାରୀ, ମିଶନ ଶକ୍ତି ମା ଓ ଭଉଣୀମାନେ, ସ୍ୱୟଂ
Read More...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ଚା ଦୋକାନୀ

ପୁରୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ ତମ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ପୁରୀ ପୌର ସଦନ ଛକର ଚା ଦୋକାନୀ ଅକ୍ଷୟ ଜୟ ସିଂହ । ଅକ୍ଷୟ ଏହି ଅବସରରେ କେକ୍‌ କାଟି ପ୍ରଧାନ ମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ । ଏଥି ସହିତ ସେ ପ୍ରାୟ ୩ହଜାର ରସଗୋଲା ବାଣ୍ଟିବା ସହ ଜନ
Read More...

ରାଜ୍ୟସଭା ସାଂସଦ ମୁନା ଖାନଙ୍କ ଘୁ.ଉଦୟଗିରି ଗସ୍ତ, ଉଦଘାଟନ କଲେ ବୈଦ୍ୟୁତିକ ବିଜ୍ଞାପନ ଫଳକ ଓ ପରିଚୟ ଗୃହ

ଘୁ.ଉଦୟଗିରି : ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ତଥା ରାଜ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ସଭାପତି ମୁନା ଖାନ ପ୍ରଥମ ଥର କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଗସ୍ତରେ ଆସିଥିଲେ । ଆଜି ସକାଳ ୧୧.୩୦ ମିନିଟରେ କଳିଙ୍ଗା ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ପହଞ୍ଚିବା ପରେ ସ୍ଥାନୀୟ ନଗର ସଂଖ୍ୟାଲଘୁ
Read More...

ସାରଙ୍ଗଡିଆନ ଫୁଟବଲ ଲିଗ -୨୦୨୨ ଉଦଘାଟିତ

କ.ନୂଆଗାଁ: କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ ଠାରେ ଗାଲାକ୍ସି ସ୍ପୋର୍ଟସ ଏଣ୍ଡ କଲଚୁରାଲ କ୍ଲବ ପକ୍ଷରୁ ସାରଙ୍ଗଡିଆନ ଫୁଟବଲ ଲିଗ ୨୦୨୨ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନି ମ୍ୟାଚ କାର୍ଯ୍ୟକ୍ରମକୁ କ.ନୂଆଗାଁ ବ୍ଲକ ସାଂସଦ ପ୍ରତିନିଧି ସହଦେବ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ
Read More...