Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କେସିଙ୍ଗାଠାରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର
ଭବାନୀପାଟଣା: ଆଜି କେସିଙ୍ଗା ବ୍ଲକ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ସୁଶାନ୍ତ କୁମାର ପଟେଲ, ଉପ ଜିଲ୍ଲାପାଳ ଡ଼ ବିଶ୍ୱଜିତ୍ ଦାସ ଅତିରିକ୍ତ!-->…
Read More...
Read More...
ଏଥର ରାଜଧାନୀରେ କଟକଣାମୁକ୍ତ ଦୂର୍ଗା ପୂଜା
ଭୁବନେଶ୍ୱର : କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ହେଲା ସମସ୍ତ ପୂଜାପର୍ବାଣୀ ବନ୍ଦ ହୋଇ ଯାଇଥିଲା। ଚଳିତ ବର୍ଷ ମହାମାରୀର କୋପ କମି ଯାଇଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ପୂଜା ମଣ୍ଡପ । ବେଶ୍ ଉତ୍ସାହ ଉଦ୍ଦୀପନାର ସହ ସମଗ୍ର ରାଜ୍ୟରେ ଗଣେଶ ପୂଜା ପାଳିତ ହୋଇଥିବା ବେଳେ ଆଗକୁ ଆସୁଛି ଦୂର୍ଗା!-->…
Read More...
Read More...
କାଟ୍ରାମାଲା ପର୍ଯ୍ୟଟନସ୍ଥଳୀକୁ ଭଲ ରାସ୍ତା ପାଇଁ ଦାବି
ଫୁଲବାଣୀ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତରେ ରହିଛି କାଟ୍ରାମାଲା ଜଳ ପ୍ରପାତ । ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳ ଭାବେ ଏହା ପରିଚିତ । ଶୀତ ଦିନରେ ଏହି ଜଳପ୍ରପାତ ସୌନ୍ଦର୍ଯ୍ୟ ଦେଖିବାକୁ ପାଇଁ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଏଥି ସହିତ ଜାନୁଆରୀ!-->…
Read More...
Read More...
କୁକୁଡାଖଣ୍ଡି ବ୍ଲକ ବିଜେଡିର ସାମ୍ବାଦିକ ସମ୍ମିଳନୀ,ଶୃଙ୍ଖଳିତ ଦଳରେ ବିଶୃଙ୍ଖଳିତକାରୀଙ୍କୁ ଦିଆଯିବ ଉଚିତ ଜବାବ
ରହ୍ମପୁର/କୁକୁଡାଖଣ୍ଡି :ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ କୁକୁଡାଖଣ୍ଡି ବ୍ଲକରେ ରବିବାର ଦିନ ୧୧ ଘଣ୍ଟା ସମୟରେ ସ୍ଥାନୀୟ ଡାକବଙ୍ଗଳା ପରିସରରେ ବ୍ଲକ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ କରାଯାଇଥିଲା । କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ!-->…
Read More...
Read More...
ଫୁଲବାଣୀ ବନଖଣ୍ଡରେ ନୂତନ ଡିଏଫଓ ଭାବେ ପ୍ରଶାନ୍ତଙ୍କ ଦାୟିତ୍ୱ ଗ୍ରହଣ
ଫୁଲବାଣୀ : ଯୁବ ଆଇଏଫଏସ ପ୍ରଶାନ୍ତ ପଟେଲ ନୂତନ ଭାବେ ଫୁଲବାଣୀ ବନଖଣ୍ଡ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପଟେଲ ଡେରାଡୁନରୁ ଦକ୍ଷତାର ସହ ଗତ ୩୧ /୦୮ /୨୨ ରେ ଟ୍ରେନିଂ ସାରି ଫୁଲବାଣୀ ଡିଭିଜନର ଇନଚାର୍ଜ ଡ଼ିଏଫଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।ଏଥ୍ ପୂର୍ବରୁ ଫୁଲବାଣୀ!-->…
Read More...
Read More...
ମହାନ ସଂଗ୍ରାହକ ଦାସିଆ ଅଜାଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକ ପାଳିତ
ଦଶପଲ୍ଲା :ନୟାଗଡ କଚେରୀ ବଜାର ସ୍ଥିତ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଠାରେ ପୂଜ୍ୟପୂଜା କମିଟି ନୟାଗଡ ତରଫରୁ ଓଡ଼ିଶା ରାଜ୍ୟରେ ପାଠାଗାର ଆନ୍ଦୋଳନର ମୁଖ୍ୟ ବିନ୍ଧାଣୀ ସ୍ୱର୍ଗତ ଦାଶରଥି ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନାରାୟଣ ମେହେରଙ୍କ ନାମରେ ସ୍ମୃତି ସମିତି ଗଠିତ
ସମ୍ବଲପୁର:ସମ୍ବଲପୁର ମହାନଗର ଅନ୍ତର୍ଗତ ଐତିହାସିକ ଦୁର୍ଗାପାଲି ଗାଁ'ର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସମାଜ ସଂସ୍କାରକ ସ୍ୱର୍ଗତ ନାରାୟଣ ମେହେରଙ୍କ କର୍ମଭୂମି ଭାବରେ ସୁଖ୍ୟାତି ଅର୍ଜନ କରିଛି । ରବିବାର ଅପରାହ୍ନରେ କାର୍ତ୍ତିକ ପ୍ରସାଦ ବହିଦାରଙ୍କ ଅଧ୍ୟକ୍ଷତାରେ ଦୁର୍ଗାପାଲି!-->…
Read More...
Read More...
ବିଶ୍ୱ ନିୟନ୍ତାଙ୍କ ରଥ ବିଶ୍ୱକର୍ମା ସମ୍ମାନ ପ୍ରଦାନ ସମାରୋହ
ପୁରୀ : ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଆନୁକୂଲ୍ୟରେ ବିଶ୍ୱ ନିୟନ୍ତାଙ୍କ ରଥ ବିଶ୍ୱକର୍ମା ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା,ବିଧାୟକ ଜୟନ୍ତ ଷଡ଼ଙ୍ଗୀ,ଲୋକ ସେବକ ମଣ୍ଡଳର ସଂପାଦକ ପ୍ରଭାସ!-->…
Read More...
Read More...
ସମ୍ବଲପୁରରେ ମହାନଦୀ ଘାଟରୁ ମୃତ ଥଣ୍ଟିଆ କୁମ୍ଭୀର ଉଦ୍ଧାର
ସମ୍ବଲପୁର: ସ୍ଥାନୀୟ ହାଟପଦା ଓ ଦଲେଇପଡା ଘାଟ ମଝି ଅଞ୍ଚଳ ମହାନଦୀ ଗର୍ଭରୁ ଆଜି ସକାଳୁ ଏକ ବୟସ୍କ ଥଣ୍ଟିଆ କୁମ୍ଭୀର ମୃତାବସ୍ଥାରେ ଉଦ୍ଧାର କରାଯାଇଛି । ସ୍ଥାନୀୟ ଜନସାଧାରଣ ମହାନଦୀରେ ଭାସୁଥିବା ଏକ କୁମ୍ଭୀରକୁ ଦେଖିଲା ପରେ ସେଠାରେ ହଇଚଇ ଦେଖାଯାଇଥିଲା ଓ କ୍ଷଣକ ମଧ୍ୟରେ ଏହି ଖବର ଶୁଣି!-->…
Read More...
Read More...
ଡାବୁଗାଁରେ ଓଜେୟୁର ଜିଲ୍ଲା ସ୍ତରୀୟ ବୈଠକ,ସଂଘ ପକ୍ଷରୁ ଦୁର୍ଘଟଣାଜନିତ ବୀମା ଘୋଷଣା
ନବରଙ୍ଗପୁର:ଡାବୁଗାଁ ବ୍ଲକ ପଞ୍ଚାୟତ ସମିତି ସଭା ଗୃହରେ ଜିଲ୍ଲା (ଓଜେୟୁ) ଓଡ଼ିଶା ସାମ୍ବାଦିକ ସଂଘର ୧୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶିବ ଶଙ୍କର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ!-->…
Read More...
Read More...