Browsing Category

ରାଜ୍ୟ

ଆପ୍‌ ଅଫିସ୍‌ରେ ରେଡ୍‌

ଅହମ୍ମଦାବାଦ: ଅହମ୍ମଦାବାଦସ୍ଥିତ ଆପ୍‌ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଗୁଜରାଟ ପୁଲିସ୍‌। ଆପ୍‌ ନେତା ଇସୁଦାନ ଗାଡବୀ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି। ଇସୁଦାନ ଗାଡବୀ କରିଥିବା ଟ୍ୱିଟ ଅନୁଯାୟୀ, ଆପ୍‌ କାର୍ଯ୍ୟାଳୟରେ ଗୁଜରାଟ ପୁଲିସ୍‌ ୨ ଘଣ୍ଟା ରେଡ କରିଥିବା ବେଳେ କିଛି ପାଇନାହିଁ।
Read More...

୧୦ ଲକ୍ଷର ଟଙ୍କାର ବ୍ରାଉନସୁଗର ଜବତ, ୫ ଗିରଫ

ରାଉରକେଲା: ବ୍ରାଉନସୁଗର କାରବାରକୁ ରୋକିବା ପାଇଁ ପୁଲିସ ସହ କ୍ରାଇମବ୍ରାଞ୍ଚର ଏସଟିଏଫ ବାରମ୍ବାର ଚଢଉ କରୁଛି । ତେବେ ରାଜ୍ୟରେ ଏହା ଥମିବାର ନା ନେଉନି । ବାରମ୍ବାର ଗିରଫଦାରୀ ସତ୍ତ୍ୱେ ଏହି କାରବାର ଲମ୍ବି ଚାଲିଛି । ୧୦ ଲକ୍ଷର ଟଙ୍କାର ଧଳାଜହର ଜବତ। ସୁନ୍ଦରଗଡ଼
Read More...

ଶିଶୁ ବାଟିକା ମାତୃ ସମ୍ମିଳନୀ ଅନୁଷ୍ଠିତ

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀ ଠାରେ ଶିଶୁ ବାଟିକା ମାତୃ ସମ୍ମିଳନୀ ମୁଖ୍ୟ ବକ୍ତା ଭାବରେ ଯତୀନ୍ଦ୍ର ନାଥ ପାଢୀ ଯୋଗ ଦେଇ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ସେହିପରି ପରିଚାଳନା କମିଟିର ସଭାପତି ତଥା
Read More...

ଡମରଗାଡ ମଠ ଠାରେ କୋଶଲ ସଂଗଠନର ବୈଠକ

ବୌଦ୍ଧ,୧୧/୯: ଆଜି ବୌଦ୍ଧବ୍ଲକ ସାହାଜପାଲ ନିକଟ ଡମରଗାଡ ମଠ ଠାରେ କୋଶଲ ସଙ୍ଗଠନର ଏକ ଜରୁରୀ ବୈଠକ ଜିଲ୍ଲା ଆବାହକ ଶୋଭନ କୁମାର କର୍ଣ୍ଣଙ୍କ ନେତୃତ୍ୱରେ ହୋଇଯାଇଛି । ଏହି ବୈଠକରେ ଅଲଗ କୋଶଲ ପ୍ରଦେଶ ଦାବି ସହିତ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି କୋଶଲ ଆନ୍ଦୋଳନକୁ ଜିଲ୍ଲାର କୋଣ
Read More...

ଷଷ୍ଠ ଗଡ଼ଜାତ ଲୋକ ମହୋତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ

ବୌଦ୍ଧ,୧୧/୯: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂପୁର ନର୍ସରୀ ପରିସରରେ ଷଷ୍ଠ ଗଡ଼ଜାତ ଲୋକ ମହୋତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଧାନଗର, ମଥୁରା, ସାଂପୋଚ, ବୀରନରସିଂପୁର ପଞ୍ଚାୟତର ସରପଞ୍ଚ଼, ସମିତିସଭ୍ୟ ତଥା ଗଡଜାତ ସାଂସ୍କୃତିକ ପରିଷଦର
Read More...

ଗୋପାଳ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ସ୍ଥାନୀୟ ଏସବିଆଇ ଆରସେଟି ଫୁଲବାଣୀ ଠାରେ ଗୋପାଳ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ତାଲିମ୍‌ ଶିବିର ଜିଲ୍ଲା ପ୍ରାଣୀ ମୁଖ୍ୟ ଚିକିତ୍ସାଧିକାରୀ ଡଃ ଅଶୋକ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଅଛି । ଆକାଂକ୍ଷା ଜିଲ୍ଲା ଅଧୀନସ୍ଥ
Read More...

ଦଶହରା ପାଇଁ ୟୁଥ ୱାରୀୟର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିକାବାଲି : ଆଜି ସକାଳ ୧୦ ଘଣ୍ଟିକାରେ ଟିକାବାଲି ପଞ୍ଚାୟତ ବୈଠକ ଗୃହରେ ୟୁଥ ୱାରୀୟର ତରଫରୁ ଦଶହରା ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଚଳିତ ବର୍ଷରେ ଆଗକୁ କେଉଁ କେଉଁ କାର୍ଯ୍ୟକ୍ରମ ସୁଚାରୁରୂପେ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହି
Read More...

ବୌଦ୍ଧ: ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ଜୀଙ୍କ ବିଶ୍ୱ ଆଦୃତ ଆନନ୍ଦ ଅନୁଭୂତି ଶିବିର ଉଦଯାପିତ

ବୌଦ୍ଧ,୧୧/୯- ବୌଦ୍ଧ ଏନଏସି ବନ୍ୟା ଆଶ୍ରୟସ୍ଥଳୀ ଠାରେ ସାରା ବିଶ୍ୱରେ ଆଦୃତ ସୁଦର୍ଶନ କ୍ରିୟା ଆନନ୍ଦ ଅନୁଭୂତି ଶିବିର ଗତ ୬ତାରିଖ ଠାରୁ ଆରମ୍ଭ ହୋଇ ୧୧ ତାରିଖରେ ସମାପନ ହୋଇଯାଇଛି । ବୌଦ୍ଧରେ ୬ ଦିନିଆ କର୍ମଶାଳାରେ ୨୫ ଜଣ ଅଂଶଗ୍ରହଣ କରିଥିଲେ । ଆର୍ଟ ଅଫ ଲିଭିଂର ଶିକ୍ଷକ ଓ ଶିକ୍ଷୟତ୍ରୀ
Read More...

ବୁଢ଼ୀବାହାଲରେ ବିଜୁ ଜନତା ଦଳର ନୂଆଁଖାଇ ଭେଟଘାଟ, ନବନିର୍ବାଚିତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

ଖପ୍ରାଖୋଲ,୧୧/୯: ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ବୁଢ଼ୀବାହାଲ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ବ୍ଲକସ୍ତରୀୟ ନୂଆଁଖାଇ ଭେଟଘାଟ ତଥା କର୍ମୀ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଜେଡି ବ୍ଲକ ସଭାପତି ତଥା ବିଧାୟକ ପ୍ରତିନିଧି ରମେଶ ପ୍ରଧାନ ଅଧ୍ୟକ୍ଷତା
Read More...

ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ସ୍ୱଚ୍ଛତା ପକ୍ଷ ପାଳିତ

ପାରଳାଖେମୁଣ୍ଡି : ଜଗଦଗୁରୁ ଶ୍ରୀ କୃପାଳୁ ମହାରାଜଙ୍କ ଜନ୍ମ ଶତ ବାର୍ଷିକୀ ଉତ୍ସବ ଅବସରରେ ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ପ୍ରତି ରବିବାର ଭ୍ରମ୍ୟମାଣ କରି ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଆଜି ରବିବାର ପବିତ୍ର ଅଶ୍ୱିନ ମାସ କୃଷ୍ଣ ପକ୍ଷ
Read More...