Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁବର୍ଣ୍ଣ ଜୟନ୍ତୀ ସମାରହ ପ୍ରସ୍ତୁତି : ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧୀଙ୍କୁ ନେଇ ବୈଠକ
ନବରଙ୍ଗପୁର : ଆଜି ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ନବରଙ୍ଗପୁର କଲେଜର ସ୍ୱର୍ଣ୍ଣ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ଛାତ୍ର ତଥା!-->…
Read More...
Read More...
ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ସମ୍ମାନ ପାଇଲେ ଅଭିନେତା ସୌରଭ ନନ୍ଦ
ଫୁଲବାଣୀ:-ନାଗେଶ୍ୱର ଫିଲ୍ମ ପ୍ରଡକ୍ସନ ପକ୍ଷରୁ ରାଜ୍ୟ ସ୍ତରୀୟ ସିନେ ସାହିତ୍ୟ ଆୱାର୍ଡ଼ -୨୦୨୨ ଅନୁଷ୍ଠିତ ହୋଇଯାଇଛି । ସେପ୍ଟେମ୍ବର ୧୧ ରବିବାର ପୂର୍ବାହ୍ନରେ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମ୍ମାନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ!-->…
Read More...
Read More...
ସାର ଗୋଦାମ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ
ପୁରୀ : ପୁରୀ ଜିଲ୍ଲା ସତ୍ୟବାଦୀରେ ଏକ ସାର ଗୋଦାମ ଉପରେ ଜିଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି । ନକଲି ସାର ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ନେଇ ଆଜି ଏହି ଚଢାଉ ହୋଇଛି । ସତ୍ୟବାଦୀର ବିରଗୋବିନ୍ଦପୁରରେ ଏହି ସାର କାରଖାନା ରହିଛି । କୃଷି ବିଭାଗ ପକ୍ଷରୁ ସାର ନମୁନା ସଂଗ୍ରହ କରାଯାଇଛି!-->…
Read More...
Read More...
ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ ସମିତିର ପ୍ରତିବାଦ ସଭା, ଯୋଗଦେଲେ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ତରଭା…
ବଲାଙ୍ଗୀର,୧୧/୯- ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ପକ୍ଷରୁ ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ଆଜି ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ ଜିଲ୍ଲା ଏବଂ ତରଭା ସମିତି ପ୍ରତିନିଧିଙ୍କ ଉପସ୍ଥିତିରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସମିତି ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ!-->…
Read More...
Read More...
କଳିଙ୍ଗା ଘାଟିରେ ଦୁର୍ଘଟଣା, ୨ ଆହତ
ଘୁ.ଉଦୟଗିରୀ:ଆଜି ସ୍ଥାନୀୟ ବ୍ଲକ ଅଧିନରେ ଥିବା କଳିଙ୍ଗା ପଞ୍ଚାୟତର କଳିଙ୍ଗା ଘାଟିରେ ଏକ ଦୁର୍ଘଟଣା ଘଟିଛି । ବରଗଡ଼ ଧାନ ମିଲରୁ ବ୍ରହ୍ମପୁର ଯାଉଥିବା ଏକ ପିକଅପ୍ ବୋଲେରୋ ଗାଡ଼ି ଓଡ଼ି ୦୩ ଏଫ୍ ୭୫୧୨ ନମ୍ୱର୍ ବିଶିଷ୍ଟ କିଛି ଧାନ ମିଲ୍ ଜିନିଷ ନେଇ ଯାଉଥିବା ବେଳେ ଗାଡ଼ିର ବ୍ରେକ ଫେଲ!-->…
Read More...
Read More...
ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ’ର ତ୍ୱରାନ୍ୱିତ ଦାବିରେ ୩ଜିଲ୍ଲା ପକ୍ଷରୁ ପ୍ରତିବାଦ ସଭା, ମିଳିତ ଯୋଜନାବଦ୍ଧ…
ବଲାଙ୍ଗୀର : ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ'ର ତ୍ୱରାନ୍ୱିତ ପାଇଁ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସଂଘର୍ଷ ସମିତି ବଲାଙ୍ଗୀର ଶାଖା ଆହ୍ୱାନ କ୍ରମେ ବୌଦ୍ଧ, ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ବହୁ ବୁଦ୍ଧିଜୀବୀ!-->…
Read More...
Read More...
ଜେଇଇ ଆଡଭାନ୍ସ ୨୦୨୨ ରେଜଲ୍ଟ ପ୍ରକାଶିତ
ଭୁବନେଶ୍ବର: ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ୨୦୨୨ ରେଜଲ୍ଟ । ରାଙ୍କ ୱାନରେ ରହିଛନ୍ତି ଆଇଆଇଟି ବମ୍ବେ ଜୋନ୍ର ଆର.କେ ଶିଶିର । ମୋଟ ୩୬୦ ନମ୍ବରରୁ ଶିଶିର ୩୧୪ ନମ୍ବର ରଖିଛନ୍ତି । ସେ କର୍ଣ୍ଣାଟକ କମନ ଏଣ୍ଟ୍ରାନ୍ସ ଟେଷ୍ଟରେ ଫାର୍ମାସି ଷ୍ଟ୍ରିମରେ ଟପ୍ କରିଥିଲେ ।
ରାଙ୍କ ୨ରେ!-->!-->!-->…
Read More...
Read More...
ଦିବଙ୍ଗତ ଶିକ୍ଷକ ଏବଂ ପୁରାତନ ଛାତ୍ରଙ୍କୁ ସ୍ମୃତି ସୌରଭ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି,୧୧/୯- ସ୍ଥାନୀୟ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ଼ ବିଦ୍ୟାଳୟ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଦିବଙ୍ଗତ ଶିକ୍ଷକ ଓ ପୁରାତନ ଛାତ୍ରଙ୍କୁ ସ୍ମୃତି ସୌରଭ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି!-->…
Read More...
Read More...
ଦାଦନ ଶ୍ରମିକ ମାନଙ୍କ ସଚେତନତା ଶିବିର
ଖପ୍ରାଖୋଲ,୧୧/୯- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ବ୍ରାହ୍ମଣୀ ଗ୍ରାମରେ ପ୍ରାଣୀସମ୍ପଦ ବିକାଶ ବିଭାଗ ଖପ୍ରାଖୋଲର ନେତୃତ୍ୱରେ ଦାଦନ ଶ୍ରମିକ ମାନଙ୍କ ସଚେତନତା ପାଇଁ ଗୋଟିଏ ଶିବିର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବ୍ଲକ୍ ପ୍ରାଣୀସମ୍ପଦ ଅଧିକାରୀ ଡ଼ ସୁଜିତ କୁମାର ଶତପଥୀ ଅଧ୍ୟକ୍ଷତା!-->…
Read More...
Read More...
ବନାନୀ କଳା ସଙ୍ଗମ ବୈଠକ
ଫୁଲବାଣୀ -କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସ୍ଥିତ ଜିଲ୍ଲା ପ୍ରେସକ୍ଲବ ଠାରେ ଜିଲ୍ଲାର ଏକ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ସାମ୍ବାଦିକ ତଥା ବନାନୀ କଳା ସଙ୍ଗମର ସାଧାରଣ ସମ୍ପାଦକ ଡ଼ଃ. ଅରୂପ କୁମାର!-->…
Read More...
Read More...