Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗୌରହରି ପାଠାଗାର ତରଫରୁ ଭାଗବତ ଜନ୍ମ ଉତ୍ସବ
ପାରଳାଖେମୁଣ୍ଡି : ସ୍ଥାନୀୟ ଗୌରହରି ପାଠାଗାର ଭାଗବତ ଟୁଙ୍ଗୀ ତରଫରୁ ଷଷ୍ଠ ତମ ଭାଗବତ ଜନ୍ମ ଉତ୍ସବ ଚିତ୍ରକର ସାହିସ୍ଥ ରାଜଗୁରୁ ମଠ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂସ୍କୃତି ବିଭାଗ ପୁଷ୍ଟପୋଷକତା ଓ ପାରଳାଖେମୁଣ୍ଡି ପୌର ପରିଷଦର ତଦରଖରେ ପ୍ରତି ବର୍ଷ ଏହି ଉତ୍ସବ ଆୟୋଜିତ!-->…
Read More...
Read More...
ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ପୂଜାର୍ଚ୍ଚନା ଆରମ୍ଭ
ପୁରୀ : ଆଜି ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଆସନ୍ତା ଅମାବାସ୍ୟା ପର୍ଯ୍ୟନ୍ତ ୧୫ଦିନ ବ୍ୟାପି ପିତୃପକ୍ଷ ଦିବସ ଅବସରରେ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ନିଜର ପିତୃପୁରୁଷଙ୍କ ମୋକ୍ଷ ଓ ଶାନ୍ତି ପାଇବା!-->…
Read More...
Read More...
ବିପୁଳ ପରିମାଣର ନକଲି ନୋଟ ଜବତ, ଜଣେ ଗିରଫ
ଭୁବନେଶ୍ୱର : ବିପୁଳ ପରିମାଣର ନକଲି ନୋଟ ଜବତ । ରାଉରକେଲା ସେକ୍ଟର ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ ହୋଇଛି। ଏହା ସହ ଘଟଣାସ୍ଥଳରୁ ଏକ ଲାପଟପ୍, ଗୋଟିଏ କଲର ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ଜଣେ ଆନ୍ତଃରାଜ୍ୟ ଅପରାଧୀକୁ ଗିରଫ କରିଛି ଏସଟିଏଫ୍।
!-->!-->!-->…
Read More...
Read More...
୬ ବର୍ଷ ଧରି ଭଡାରେ ଚାଲିଛି ଦୂଡା ପଞ୍ଚାୟତ କାର୍ଯ୍ୟାଳୟ
ଦଶପଲ୍ଲା : ପଞ୍ଚାୟତ ଗଠନ ହେବାର ୬ ବର୍ଷ ପରେ ବି ଭଡ଼ାରେ ଚାଲିଛି ଦୁଡା ପଞ୍ଚାୟତ କାର୍ଯ୍ୟାଳୟ । ୨୦୧୬ ମସିହାରେ ନୂତନ ଭାବେ ଗଠିତ ହୋଇଥିଲା ଦୁଡ଼ା ପଞ୍ଚାୟତ । ନୂତନ ଭାବେ ଗଠିତ ହୋଇଥିବା ଏହି ପଞ୍ଚାୟତର ନିଜସ୍ୱ ଗୃହ ନଥିବାରୁ ଦୁଡା ଗ୍ରାମର କୋଠଘରେ ପଞ୍ଚାୟତ କାର୍ଯ୍ୟାଳୟ ଆରମ୍ଭ!-->…
Read More...
Read More...
ଖଜୁରୀପଡା ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଅନୁପମା ଘୋଷ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକର ନୂତନ ବିଡ଼ିଓ ଭାବେ ଅନୁପମା ଘୋଷ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ଥିବା ବିଡ଼ିଓ ରବୀନ୍ଦ୍ର ନାଥ କହଁରଙ୍କୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିଡ଼ିଓ ଭାବେ ବଦଳି କରାଯାଇଛି । ନୂତନ ବିଡ଼ିଓ ଅନୁପମା ଘୋଷଙ୍କୁ ବ୍ଲକ କର୍ମଚାରୀ ମାନେ!-->…
Read More...
Read More...
ଟାକରା ହାଇସ୍କୁଲରେ ଅଭିଭାବକ ଓ ଶିକ୍ଷକ ସଂଘ ବୈଠକ
ଦଶପଲ୍ଲା : ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟର ୫-ଟି ଅନ୍ତର୍ଭୁକ୍ତ ସମସ୍ତ ହାଇସ୍କୁଲରେ ପିଟିଏ ବୈଠକ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ସେହି ଆଧାରରେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ( ଟାକରା) ତରଫରୁ ବିଦ୍ୟାଳୟରେ ଅଧ୍ୟୟନ!-->…
Read More...
Read More...
ଛାତ୍ରଛାତ୍ରୀଙ୍କ ଦ୍ୱାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ
ଦଶପଲ୍ଲା : ଦଶପଲ୍ଲା ନିକଟସ୍ଥ ଖମାରସାହି ନୋଡାଲ ଉଚ୍ଚ ବିଦ୍ୟାଳୟର ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କ ଦ୍ୱାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଟୋମୋଟିଭ ଓ ଇଲୋକ୍ଟ୍ରୋନିସ ଦୁଇଟି ବିଭାଗର ଛାତ୍ରଛାତ୍ରୀଙ୍କ ମାନେ!-->…
Read More...
Read More...
ରାଜ୍ୟରେ ଜାରି ରହିଛି ବର୍ଷା, ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଦକ୍ଷିଣ ଓଡିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅବପାତରେ ପରିଣତ ହୋଇଛି ।ଅବପାତ ପ୍ରଭାବରେ ଉପକୂଳ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଛି । ସୋମବାର ୮ ଜିଲ୍ଲା- ନବରଙ୍ଗପୁର,!-->…
Read More...
Read More...
ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ମୃତ
ସିମଲା: ଉନା ଜିଲ୍ଲା ମୁଖ୍ୟାଳୟ ନିକଟ କୁଠାର କାଲାଂରେ ଭୟଙ୍କର ସଡକ ଦୁର୍ଘଟଣା । ଏକ କାର ଭାରସାମ୍ୟ ହରାଇ ପୋଲକୁ ଧକ୍କା ପଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଶନିବାର ବିଳମ୍ବିତ ରାତିରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶନିବାର ବିଳମ୍ବିତ ରାତିରେ ସନ୍ତୋଷଗଡରୁ ଉନା ଅଭିମୁଖେ!-->…
Read More...
Read More...
ଘୁନସର୍ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ୫-ଟି ହାଇସ୍କୁଲ ରୂପାନ୍ତରିତ ସମ୍ପର୍କିତ କାର୍ଯକ୍ରମ
ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଘୁନସରରେ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ୫-ଟି ରୂପାନ୍ତରିତ କାର୍ଯ୍ୟକ୍ରମ ସମ୍ପର୍କିତ ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରଧାନ ଶିକ୍ଷକ ଐଶର୍ଯ୍ୟ କୁମାର ଦେବତାଙ୍କ ଅଧ୍ୟକ୍ଷତା କରିଥିବା ବେଳେ ୫-ଟି ସମ୍ବନ୍ଧୀୟ କାର୍ଯ୍ୟ ଗୁଡ଼ିକର!-->…
Read More...
Read More...