Browsing Category

ରାଜ୍ୟ

ବନବିଭାଗର ଚଢ଼ାଉ : ଖଇର କାଠ ବୋଝେଇ ମିନିଟ୍ରକ ଜବତ, ଡ୍ରାଇଭର ଫେରାର

ଖପ୍ରାଖୋଲ : ଖପ୍ରାଖୋଲ ବ୍ଳକ ହରିଶଙ୍କର ବନବିଭାଗ ବାନାଞ୍ଚଳ ଧଣ୍ଡାମୁଣ୍ଡା ସେକ୍ସନ ବଡ଼ଉଡେନ-ଦାମେଇପାଳି ରାସ୍ତା ବଡ଼ଉଡେନ ଗାଁ ନିକଟରେ ବନବିଭାଗ ଚଢାଉ କରି ଗୁରୁବାର ବିଲମ୍ବିତ ରାତିରେ ଖଇର କାଠ ବୋଝେଇ ଏକ ମିନିଟ୍ରକ ଜବତ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ହରିଶଙ୍କର ବନବିଭାଗ ଏବଂ
Read More...

ମାନବିକତା ଦେଖାଇଲେ ରାଇକିଆ ଥାନା ଅଧିକାରୀ ଓ ବେରେଡାକିୟା ସରପଞ୍ଚ

ରାଇକିଆ: ଆଜି ସକାଳ ସମୟରେ ଅଜଣା ଗାଡ଼ିରେ ଧକ୍କାରେ ଜଣେ ମୋଟର ସାଇକେଲ ଆରହୀ ଦଣ୍ଡପାଣି ମାଝୀ ନାମକ (୪୫)ବର୍ଷର ଯୁବକ ମୃତ୍ୟୁ ବରଣ କରିଥିଲେ । ସେ ଦୁଶାରୀ ଥାନା ବ୍ରାହ୍ମଣିଗାଁ ପଞ୍ଚାୟତ ଗଦାପୁର ଗ୍ରାମର ବୋଲି ଜଣାପଡିଛି । ଋତୁଙ୍ଗିଆ ଅଞ୍ଚଳରେ ପ୍ରେସବିଟର ଭାବେ କାମ କରୁଥିଲେ ବୋଲି
Read More...

ବନ୍ୟା ପରେ, ଭଙ୍ଗା ଘରେ ବିତୁଛି ଜୀବନ:ଦୟନୀୟ ଅବସ୍ଥାରେ ୩ ପରିବାର

ହରଭଙ୍ଗା: ଚଳିତ ବର୍ଷ ଲଗାଣ ବର୍ଷା ଓ ବନ୍ୟାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଂଚଳରେ ବହୁ କ୍ଷୟକ୍ଷତି ଘଟିଛି । ଏହି କ୍ଷୟକ୍ଷତି ଭିତରେ ହରଭଙ୍ଗାର ବଜାର ସାହି ଓ ଟିକିରା ସାହିର ୩ଟି ଅସହାୟ ପରିବାରର ଘର ଭାଙ୍ଗି ଯିବା ଫଳରେ ସେହି ଭଙ୍ଗା ଘରେ ଦିନ ବିତୁଛି ଏହି ପରିବାରର ଜୀବନ । ୩ଟି ପରିବାର
Read More...

ସୁଡେଜୁ ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ ବିଫଳ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡେଜୁ ପଞ୍ଚାୟତ ଅନ୍ତର୍ଗତ ସୁଡେଜୁ ଗ୍ରାମରେ ସ୍ୱଚ୍ଛ ଭାରତ ଯୋଜନାରେ ନିର୍ମିତ ସର୍ବସାଧାରଣ ପାଇଖାନା ଗୃହର ଏକ ଭିନ୍ନ ରୂପ ନେଇଛି । ଆଜକୁ ପ୍ରାୟ ୧ବର୍ଷ ପୂର୍ବେ ନିର୍ମିତ ଶୌଚାଳୟ ଅଚଳ ହୋଇପଡ଼ିଛି, କାରଣ ଶୌଚାଳୟକୁ ସଂଯୋଗ
Read More...

ଜିଲ୍ଲା ସରପଞ୍ଚ ସଙ୍ଘର କାର୍ଯ୍ୟକାରିଣୀ ବୈଠକ

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ସରପଞ୍ଚ ସଂଘର କାର୍ଯ୍ୟକାରିଣୀ ବୈଠକ ଭବାନୀପାଟଣା ସହରସ୍ଥିତ ଅମଳା ଭବନ ଠାରେ ଜିଲ୍ଲା ସରପଞ୍ଚ ସଂଘ ସଭାପତି ସୁବୋଧ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକର ସରପଞ୍ଚ ସଭାପତି ଯୋଗ ଦେଇଥିବା ବେଳେ ଆଗାମୀ ଦିନରେ
Read More...

ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

ପାରଳାଖେମୁଣ୍ଡି : ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ସ୍ଥାନୀୟ ପାରଳାଖେମୁଣ୍ଡି ଟାଉନ ହଲ ପରିସରରେ ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ନୂଆଁଖାଇ ଭେଟଘାଟ ମାଧ୍ୟମରେ ଜିଲ୍ଲାର କଳା, ସଂସ୍କୃତି ମାଧ୍ୟମରେ
Read More...

ସଡ଼କ ଦୁର୍ଘଟଣାରେ ଧର୍ମଯାଜକଙ୍କ ମୃତ୍ୟୁ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ରାମମୁଣ୍ଡା ନିକଟସ୍ଥ ବୁଲାଣି ରାସ୍ତାରେ ମୋଟରସାଇକେଲ ଦୁର୍ଘଟଣାରେ ଜଣେ ଧର୍ମଯାଜକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଦାରିଙ୍ଗବାଡି ବ୍ଲକ୍‌ ଅଧୀନସ୍ଥ ବ୍ରାହ୍ମଣୀଗାଁ ଥାନା ଗଦାପୁର ଗ୍ରାମପଞ୍ଚାୟତର ଦୁଶାରୀ ଗ୍ରାମର ଦଣ୍ଡପାଣି ମାଝୀ
Read More...

୧୦ ବର୍ଷ ପରେ ପୁଅକୁ ଫେରି ପାଇଲେ ପରିବାର ଲୋକେ, ଜିଲା ପ୍ରଶାସନ ବଢାଇଲା ସହଯୋଗର ହାତ

ବୌଦ୍ଧ : ୧୦ ବର୍ଷ ହେଲା ନିଖୋଜ ରହିଥିବା ପୁଅ ମରିଯାଇଥିବ ଭାବି ଶୁଦ୍ଧିକ୍ରିୟା କରିବାକୁ ବନ୍ଧୁପରିଜନ ପରାମର୍ଶ ଦେଉଥିବା ବେଳେ ହଠାତ୍‌ ପୁଅ ଜୀବିତ ରହିଥିବା ନେଇ ଖବର ପାଇଥିଲେ ପରିବାର ଲୋକ । ପୁଅ ଜୀବିତ ରହିଥିବା ଖବର ପାଇ ଖୁସିରେ ଆତ୍ମହରା ହୋଇ ପଡିଥିଲେ ପରିବାରର ଲୋକେ । ବୌଦ୍ଧର
Read More...

କୋଣାର୍କ ଓ ରାମଚଣ୍ଡୀର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପୁରୀ ଜିଲାପାଳ

ପୁରୀ : କୋଣାର୍କ, ଚନ୍ଦ୍ର ଭାଗା, ରାମଚଣ୍ଡୀରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ପୁରୀ ଜିଲାପାଳ । କିଭଳି ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ, କାର୍ଯ୍ୟ ସଠିକ୍‌ ସମୟରେ ସରିବ ସେ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସମୀକ୍ଷା କରିଛନ୍ତି । ରାମ ଚାଣ୍ଡି ମନ୍ଦିର ସମେତ ରାମ ଚଣ୍ଡୀ
Read More...

ପାରଳା ଉପ କାରାଗାରରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ

ପାରଳାଖେମୁଣ୍ଡି : ସ୍ଥାନୀୟ ଉପ କାରାଗାରଠାରେ ଉପ କାରାଗାର ଅଧିକ୍ଷକ ହନୁ ସେଠୀଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ସହ କୋଭିଡ୍‌ ବୁଷ୍ଟର ଡୋଜର ଆବଶ୍ୟକତା ଏବଂ ତୁରନ୍ତ ଗ୍ରହଣର ସେବା ସଂପର୍କରେ ବିସଦ ଆଲୋଚନା କରାଯାଇଥିଲା । ଏହି
Read More...