Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅହିଂସା ରଥକୁ ସ୍ୱାଗତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
ପାରଳାଖମୁଣ୍ଡି : ଚଳିତ ମାସ ୨୧ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ପରିଭ୍ରମଣ କରିବାକୁ ଥିବା ଅହିଂସା ରଥକୁ କିଭଳି ଭାବରେ ମହା ଆଡମ୍ବରରେ ଗଜପତି ଜିଲ୍ଲାରେ ସ୍ୱାଗତ କରାଯିବ ସେଥି ସକାଶେ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ!-->…
Read More...
Read More...
ଧରା ପଡିଲା ଆନ୍ତଃଜିଲ୍ଲା ବାଇକ ଚୋରି ର୍ୟାକେଟ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପୋଲିସ ଦ୍ୱାରା ମୋଟ ୧୨ଟି ଚୋରୀ ବାଇକ ଉଦ୍ଧାର ହୋଇଛି । ତାହା ସହ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସେଥି ମଧ୍ୟରୁ ୨ ନାବାଳକ ଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଏହି ଚୋର ଦଳ ରାଜ୍ୟର ବିଭିନ୍ନ ସହରରୁ ବାଇକ ଚୋରି କରି!-->…
Read More...
Read More...
ସ୍ୱାଧୀନତା ସଂଗ୍ରାମୀଙ୍କ ଶ୍ରାଦ୍ଧ ଦିବସ ପାଳିତ
ନବରଙ୍ଗପୁର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଓଡିଶା ମାଟିର ଗୌରବ ଡ଼ଃ ସଦାଶିବ ତ୍ରିପାଠୀଙ୍କ ୪୨ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଆଜି ସକାଳ ଆଠ ଘଣ୍ଟ ସମୟରେ ଜିଲ୍ଲାପାଳ ଡ଼ଃ କାମଳ ଲୋଚନ ମିଶ୍ର, ଏଡିଏମ ଭାସ୍କର ରଇତ, ମୁନିସିପାଲିଟି ନିର୍ବାହୀ ଅଧିକାରୀ!-->…
Read More...
Read More...
ଦାଶରଥି ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ରଙ୍ଗ ଓ ପ୍ରଲେପ ଦାବିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ପ୍ରବାଦ ପୁରୁଷ ତଥା ପାଠାଗାର ଆନ୍ଦୋଳନର ସ୍ରଷ୍ଟା, ପ୍ରତିଷ୍ଠିତ ସଂଗ୍ରାହକ ଦାଶରଥି ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନୟାଗଡ଼ କଚେରୀ ବଜାରଠାରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାପନ କରାଯାଇଥିଲା । ସ୍ଥାପନର ମାତ୍ର ୫ ବର୍ଷ ପରେ ମୂର୍ତ୍ତିରୁ!-->…
Read More...
Read More...
ଶାଳ କାଠ ବୋଝେଇ ଟ୍ରକ ଜବତ, ୨ କୋର୍ଟ ଚାଲାଣ
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ପ୍ରାକୃତିକ ସମ୍ପଦ ଦିନକୁ ଦିନ ଲୋପ ପାଉଛି । କାଠ ମାଫିଆ ମାନେ ଭିନ୍ନ ଭିନ୍ନ ତରିକାରେ ଜଙ୍ଗଲର ବଡ ବଡ ଗଛ କାଟି କାଠ ଗଣ୍ଡି ସହ ପଟା ଚୋରି କରି ନେଉଛନ୍ତି ଓ ଜଙ୍ଗଲ ନଷ୍ଟ କରୁଛନ୍ତି । ଏହିପରି ଏକ କାଠ ମାଫିଆ ମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଆଜି କରଡ଼ା ରେଞ୍ଜ!-->…
Read More...
Read More...
ହରଭଙ୍ଗା ବ୍ଲକରେ ନୂତନ ବିଡିଓଙ୍କ ନିଯୁକ୍ତି
ହରଭଙ୍ଗା: ହରଭଙ୍ଗା ବ୍ଲକରେ ନୂତନ ବି.ଡି.ଓ ରବୀନ୍ଦ୍ରନାଥ କହଁର କାର୍ଯ୍ୟରେ ଯୋଗ ଦେଇଛନ୍ତି । ହରଭଙ୍ଗା ବ୍ଲକରେ ଥିବା ବି.ଡି.ଓ ସ୍ମିତା ରଥଙ୍କୁ ଭୁବେନେଶ୍ୱର ବଦଳି ହୋଇଥିବା ଫଳରେ ୧୦ ଦିନ ପରେ ଆଜି ହରଭଙ୍ଗା ବ୍ଲକର ନୂତନ ବି.ଡି.ଓ ଭାବେ ଶ୍ରୀ କହଁର ଯୋଗ ଦେଇଛନ୍ତି । ବି.ଡି.ଓ ଶ୍ରୀ କହଁର!-->…
Read More...
Read More...
ବରିଷ୍ଠ ନାଗରିକଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ଚିକିତ୍ସା କୋଠରୀ
ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସରରେ ଓପିଡ଼ି-୨ କୋଠରୀ ନଂ୫ ମଧ୍ୟରେ ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କ ଚିକିତ୍ସା ନିମନ୍ତେ ଏକ ସ୍ୱତନ୍ତ୍ର କୋଠରୀ ଚିକିତ୍ସା ପାଇଁ ଖୋଲାଯାଇଛି ।ଡାକ୍ତର ସୁଶ୍ରୀତ କୁମାର ସାହୁଙ୍କୁ ବରିଷ୍ଠ ନାଗରିକ ମାନଙ୍କ!-->…
Read More...
Read More...
ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମହାମହିମ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଯେ, “ଆମ ସମୟର ଜଣେ ମହାନ ବ୍ୟକ୍ତି ଭାବେ ମହାମହିମ ରାଣୀ ଏଲିଜାବେଥ ଦ୍ୱିତୀୟ ସ୍ମରଣୀୟ ହୋଇରହିବେ । ନିଜ!-->!-->!-->…
Read More...
Read More...
ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ
ରାଜନଗର: ବିଶ୍ବପ୍ରସିଦ୍ଧ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଆଜିଠାରୁ ଆରମ୍ଭ ହୋଇଛି। କନିକା ରେଂଜ୍ର ଲକ୍ଷ୍ମୀପ୍ରସାଦଡିଆ, ଦୁର୍ଗାପ୍ରସାଦଡିଆ ଓ ମଠଆଡିଆରେ ୩ଟି ଟିମ୍ ପକ୍ଷୀ ଗଣନା କରୁଛନ୍ତି। ଏହି ଟିମ କେତୋଟି ଗଛରେ, କେତୋଟି ବସାରେ ଓ କେତେ ବଡ଼ପକ୍ଷୀ ଓ କେତେ ପକ୍ଷୀ ଶାବକ ସେ ନେଇ!-->…
Read More...
Read More...
ଡିସେମ୍ୱରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ : ସୁରେଶ ରାଉତରାୟ
ଭୁବନେଶ୍ୱର : ୨୦୨୪ ପାଇଁ ଅଣ୍ଟା ଭିଡୁଛି କଂଗ୍ରେସ । ନିଜ ମିଶନ ପୂରା କରିବାକୁ ଦଳ ପକ୍ଷରୁ ଜୋରଦାର କସରତ ଚାଲିଛି । ଏବେ କଂଗ୍ରେସ ପକ୍ଷରୁ ଭାରତ ଯୋଡୋ ଅଭିଯୋନକୁ ଜୋରଦାର କରାଯାଇଛି । ଓଡିଶାରେ ମଧ୍ୟ କଂଗ୍ରେସ ତାର ସ୍ଥିତି ମଜଭୁତ କରିବାକୁ ପ୍ରୟାସ ଆରମ୍ଭ କରିଛି ।
ଏହି!-->!-->!-->…
Read More...
Read More...