Browsing Category

ରାଜ୍ୟ

ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ସହ ପୋଲିସର ମିଳିତ ଚଢ଼ାଉ

ସୁବର୍ଣ୍ଣପୁର : ଜ଼ିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ, ମେଡିକାଲ ଟିମ ଓ ପୋଲିସ ଟିମର ମିଳିତ ଚଢ଼ାଉ ପରେ ସହରର ୨୫ ଗୋଟି ଦୋକାନରୁ ୩୫କେଜି ବାସି ଖାଦ୍ୟକୁ ଫିଙ୍ଗା ଯାଇ ସମୁଦାୟ ୨୯୦୦ ଟଙ୍କା ଫାଇନ ଆଦାୟ କରାଯାଇଥିଲା । ଆଗାମୀ ଦିନ ରେ ହୋଟେଲ ରେଷ୍ଟୁରାଣ୍ଟର ପରିଚାଳନାରେ ସୁଧାର ନ ଆସିଲେ…
Read More...

ସାତଦିନ ହେଲା ମିଣିଆ ପଞ୍ଚାୟତବାସୀ ଅନ୍ଧାରରେ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ ମିଣିଆ ପଞ୍ଚାୟତରେ ଆଜକୁ ସାତ ଦିନ ତଳେ କୌଣସି କାରଣବଶତଃ ଟ୍ରାନ୍ସଫର୍ମର ପୋଡ଼ି ଯିବା ଫଳରେ ପ୍ରାୟ ୧୦୦ ଉର୍ଦ୍ଧ୍ୱ ପରିବାର ଅନ୍ଧାରରେ ରହୁଛନ୍ତି । ଏପଟେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ସାପ ଆଦି ବିଷାକ୍ତ ଜନ୍ତୁ ପ୍ରତି ଭୟ…
Read More...

ଅକ୍ଟୋବର ୬ରୁ ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ କାର୍ତ୍ତିକ ନୀତି କାନ୍ତି ସହ ରାଧାଦାମୋଦର ବେଶ

ପୁରୀ : ଅକ୍ଟୋବର ୬ ତାରିଖରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି କାନ୍ତି ସହ ରାଧାଦାମୋଦର ବେଶ ଓ ବାଳ ଭୋଗ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପ୍ରଶାସନର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ…
Read More...

ଭିସୁଟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବୁଦ୍ଧ ନାଗରିକଙ୍କ କୃତଜ୍ଞତା ଜ୍ଞାପନ

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)କୁ ବିକଶିତ କରିବା ପାଇଁ ବିଗତ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ କୋଟି ଟଙ୍କା ଓ ୧୦୦ ଏକଡ଼ ଭୂମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏଥିପାଇଁ ଏଠାକାର ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ…
Read More...

ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ଆଙ୍କି ଚର୍ଚ୍ଚାରେ କୁନି ଛାତ୍ର ରିସବ

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫-ଟି ଅନ୍ତର୍ଭୁକ୍ତ ବାଉଁଶୁଣୀ ଉଚ୍ଚ ବିଦ୍ୟାଳୟର ନବମଶ୍ରେଣୀର ଛାତ୍ରଙ୍କ ପ୍ରତିଭା ଆଜି ଚର୍ଚ୍ଚା ପାଲିଟିଛି । କୁନି ଛାତ୍ର ରିସବ କୁମାର ମେହେର ନିଜ ହାତରେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୈଳ ଫଟୋ ଚିତ୍ର ଅଙ୍କିଛନ୍ତି ।…
Read More...

ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ; ଏନ୍‌ଏମ୍‌ଏ ସୁପାରିଶକୁ ଶ୍ରୀମନ୍ଦିର ପ୍ରଶାସନ ବିରୋଧ

ପୁରୀ : ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ଉପରେ ଏନ୍‌ଏମ୍‌ଏ ଦେଇଥିବା ସୁପାରିଶକୁ ବିରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସଂସ୍କୃତି ବିଭାଗକୁ ଏକ ଚିଠି ଲେଖି ଅବଗତ କରାଇଛି । ପୂର୍ବରୁ ୨୦୧୪ ମସିହାରେ ଏନ୍‌ଏମ୍‌ଏ ନୂଆ ପ୍ରଶାସନିକ କୋଠା ପାଇଁ…
Read More...

ବାଉଁଶ ହସ୍ତଶିଳ୍ପର ପୁଞ୍ଜସ୍ତରୀୟ କର୍ମଶାଳା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପରିସରରେ ଓଡିଶା ବାଉଁଶ ଉନ୍ନୟନ ସଂସ୍ଥାର ଆର୍ଥିକ ସହଯୋଗରେ ଆଜି ଏକ ବାଉଁଶ ହସ୍ତଶିଳ୍ପର ପୁଞ୍ଜସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସହକାରୀ ନିର୍ଦ୍ଦେଶକ (ହସ୍ତଶିଳ୍ପ…
Read More...

ଘୁ.ଉଦୟଗିରି ବ୍ଲକର ଦୁର୍ଗମ ଅଞ୍ଚଳ ହସ୍ତିନାପୁରରେ ପରିବର୍ତ୍ତନ ମେଳା

ଘୁ ଉଦୟଗିରି: ଆଜି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ ପଞ୍ଚାୟତର ଏକ ଅପହଞ୍ଚ ଇଲାକା ଯେଉଁଠିକୁ ରାସ୍ତା ନାହିଁ ଯେଉଁ ଗାଁକୁ ଆଜି ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡିନି ସେଇ ଗାଁ ହେଉଛି ହସ୍ତିନାପୁର । ସେହି ଗାଁରେ ଆଜି ପରିବର୍ତ୍ତନ ମେଳା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ…
Read More...

ବର୍ଷାରେ ଧୋଇନେଲା ଶଙ୍ଖ

ଘୁ ଉଦୟଗିରି:ଲଘୁଚାପ ଜନିତ ବର୍ଷାରେ କ.ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁଞ୍ଜିବାଡ଼ି ପଂଚାୟତ ମୁଣ୍ଡାଗୁଡା ଧରମପୁର ରାସ୍ତାର ଆମଲିପଡା ନିକଟସ୍ଥ ଶଙ୍ଖ ବର୍ଷା ପାଣିରେ ପୁରା ଭାଙ୍ଗି ଧୋଇ ନେଇଛି । ଯାହାଫଳରେ ଯାତାୟାତ ପୁରା ବନ୍ଦ ହୋଇଯାଇଛି । ଶଙ୍ଖଟି କାମ ହେବାର ବର୍ଷେ ନ ପୂରୁଣୁ ଟିକିଏ ବର୍ଷା…
Read More...

କୁଡୁତୁଲି ସରପଞ୍ଚଙ୍କୁ ଆକ୍ରମଣ, ଦୁଇ ଆକ୍ରମଣକାରୀ ଗିରଫ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ କୁଡୁତୁଲି ସରପଞ୍ଚ ଚୈତନ୍ୟ ମଲ୍ଲିକଙ୍କୁ ମଦ ବିକ୍ରେତାଙ୍କ ମାଡ ମାରିଥିବା଼ ଅଭିଯୋଗ ହୋଇଛି । ଘଟଣାରେ ଦୁଇଜଣ ଆକ୍ରମଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ ପୁଲିସ କରିଥିବା ଜଣାପଡିଛି । ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟା ୬ଟା ୩୦…
Read More...