Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସର୍ବଭାରତୀୟ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ
ସୁବର୍ଣ୍ଣପୁର,୮/୯- ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍)ରେ ସୋନପୁର ପଟାଭାଡିର ଗୋପାଳ ମେହେର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ୭୨୦ ମାର୍କରୁ ୬୨୭ ମାର୍କ ରଖି ସେ ଜିଲ୍ଲା ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି । ଏହି ଖବର ପ୍ରଚାରିତ ହେବାପରେ ଗୋପାଳଙ୍କୁ ବିଭିନ୍ନ ମହଲରୁ!-->…
Read More...
Read More...
ସୁନା ଇଟା ଦେଖାଇ ଲୁଟ ଘଟଣାରେ ଚାରି ଗିରଫ
ନବରଙ୍ଗପୁର: ସୁନା ଇଟା କାରବାର ନେଇ ନବରଙ୍ଗପୁର ପୋଲିସ ଚାରିଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ନକଲି ଇଟା ଦେଖେଇ ଲୁଟି ନେଇଥିଲେ ୧୦ ଲକ୍ଷ ଟଙ୍କା । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୪ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଛି । ଏହାସହ ଗୋଟିଏ ଖଣ୍ଡା,!-->…
Read More...
Read More...
ଗଙ୍ଗାଧର ମେହେର ସ୍ୱେଚ୍ଛାସେବି ସମିତି ତରଫରୁ ଅସହାୟ ମହିଳାଙ୍କ ଶବ ସତ୍କାର
ବୌଦ୍ଧ : ବୌଦ୍ଧ ଏନଏସିର ୯ ନମ୍ୱର ୱାର୍ଡରେ ରହୁଥିବା ସୁରୁବୁଢି ବେହେରା(୫୦ ବର୍ଷ) ନାମକ ଜଣେ ମହିଳା ଆଜି କୌଣସି କାରଣରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ତାଙ୍କର ବନ୍ଧୁବାନ୍ଧବ କେହି ନ ଆସିବାରୁ ବୌଦ୍ଧ ଥାନା ତରଫରୁ ବୁଟୁପାଲିର ଗଙ୍ଗାଧର ମେହେର ସ୍ୱେଚ୍ଛାସେବି ସମିତିକୁ ଜଣାଇବା!-->…
Read More...
Read More...
ଚଙ୍ଗରିଆରେ ସୁନ୍ଦରାକାଣ୍ଡ ପାରାୟଣ
ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ଚଙ୍ଗରିଆ ଗ୍ରାମରେ ଗଣେଶ ପୂଜା କମିଟି ଆନ୍ୟୁକଲ୍ୟରେ ଏକଦିବସିୟ ସୁନ୍ଦରାକାଣ୍ଡ ପାରାୟଣ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କଳସ ପାରାୟଣ ମଣ୍ଡପ ସ୍ଥାପନ ସ଼ହ ପୂଜାର୍ଚ୍ଚନା ପରେ ପୁରାଣ ପଠନ ହୋଇଥିଲା । ଏଥିରେ!-->…
Read More...
Read More...
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
ଭୁବନେଶ୍ୱର: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପ୍ରଭାବରେ ଆଗାମୀ ୪୮ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ!-->…
Read More...
Read More...
ସିଆରପିଏଫ୍ଙ୍କ ଦ୍ୱାରା ୧୬୪ କେଜି ଗଞ୍ଜେଇ ସହ ଟ୍ରାକ୍ଟର ଜବତ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ ପଞ୍ଚାୟତର କଟାପଙ୍ଗା ଗାଁ ନିକଟରେ ସିଆରପିଏଫ୍ ବାହିନୀ ଦ୍ୱାରା ୧୬୪ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ସୂଚନା ଅନୁଯାୟୀ, ଏକ ଟ୍ରାକ୍ଟରରେ ଗଞ୍ଜେଇ ବୋଝେଇ ହୋଇ ଯାଉଥିବା ସମୟରେ କଟାପଙ୍ଗା ଗାଁ ନିକଟରେ ସିଆରପିଏଫ୍!-->…
Read More...
Read More...
ଗଣିଆଁରେ ୮୨ଜଣ ଛାତ୍ରଛାତ୍ରୀ ଦେଲେ ମେଧାବୃତ୍ତି ପରୀକ୍ଷା
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୫ମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ବ୍ଳକର ୮୩ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ । ସେଥିମଧ୍ୟରୁ ୫୦ଜଣ ଛାତ୍ରୀ ଏବଂ ୩୩ ଜଣ ଛାତ୍ର । ତେବେ!-->…
Read More...
Read More...
ବାଲିଗୁଡ଼ା ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ମେଧାବୃତ୍ତି ପରୀକ୍ଷା
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବ୍ଲକ୍ ସ୍ତରୀୟ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ବ୍ଲକର ୪୪ଟି ବିଦ୍ୟାଳୟରୁ ତୃତୀୟ ଶ୍ରେଣୀର ୧୦୩ ଛାତ୍ରଛାତ୍ରୀ ଓ ପଞ୍ଚମ ଶ୍ରେଣୀର ୯୯ ଛାତ୍ରଛାତ୍ରୀ ସମୁଦାୟ ୨୦୨!-->…
Read More...
Read More...
ହୀରାକୁଦ ଥାନାରେ ରକ୍ତଦାନ ଶିବିର: ୧୦୮ ୟୁନିଟ ରକ୍ତ ସଂଗ୍ରହ
ସମ୍ବଲପୁର: ସ୍ଥାନୀୟ ହୀରାକୁଦ ଥାନାରେ ଆୟୋଜିତ ଆଜିର ରକ୍ତଦାନ ଶିବିରରେ ୧୦୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏ ବିଷୟରେ ପୁଲିସ ମୁଖ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ସ୍ଥାନୀୟ ପୁଲିସ ଉଚ୍ଚାଧିକାରୀ ଏସଡିପିଓ ସତ୍ୟବ୍ରତ ଦାସ ଏହି ଶିବିରର ଉଦାଟନ କରିଥିଲେ ଓ ସେଠାକାର ପୁଲିସ!-->…
Read More...
Read More...
୩ ମଦ ବେପାରୀ ଗିରଫ, ରନ୍ଧା ମଦ ଜବତ
ପୁରୀ : ପୁରୀ ଅବକାରୀ ବିଭାଗ ସଦର ଥାନା ଅଞ୍ଚଳରେ ଚଢ଼ାଉ କରି ୩ ଜଣ ମଦ ବେପାରୀଙ୍କୁ ଗିରଫ କରିବା ସହ ଦେଶୀ ରନ୍ଧା ମଦ ଓ ପୋଚ ନଷ୍ଟ କରାଯାଇଛି । ଖଣ୍ଡିଆବନ୍ଧ ବାରବାଟି ଅଞ୍ଚଳର ରଞ୍ଜୁ ଭୋଇ, କାଶୀହରିପୁରର ଛବି ଭୋଇ ଓ ବେଲଦଳର ରମେଶ ଭୋଇକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ସେମାନଙ୍କ!-->…
Read More...
Read More...