Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବଢିବନି ପୁରୀ ବଡଦାଣ୍ଡର ଓସାର : ଉପ ଜିଲ୍ଲାପାଳ
ପୁରୀ: ପୁରୀ ବଡ଼ଦାଣ୍ଡର ଓସାର ୪୦ ଫୁଟ ବଢିବ । ଦୁଇ ପାର୍ଶ୍ୱର ନିର୍ମାଣ ଭଙ୍ଗାଯାଇପାରେ । ଏଭଳି କିଛି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସହରବାସୀ ଆତଙ୍କିତ ହୋଇପଡିଛନ୍ତି । ତେବେ ଏ ନେଇ ସ୍ପଷ୍ଟ କରିଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ।ଏଭଳି କୌଣସି ଯୋଜନା କିମ୍ବା ପ୍ରସ୍ତାବ!-->…
Read More...
Read More...
ଷୋହଳ ବର୍ଷରୁ କମ ନବରଙ୍ଗପୁର କ୍ରିକେଟର ୧୫ଜଣିଆ ଟିମ୍ ଚୟନ
ନବରଙ୍ଗପୁର: କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ଷୋହଳ ବର୍ଷରୁ କମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନିମନ୍ତେ ସ୍ଥାନୀୟ ନବରଙ୍ଗପୁର ସାଇନ୍ସ ବ୍ଲକ ପଡିଆ ଠାରେ ଦୁଇ ଦିବସିୟ ଷୋହଳ ବର୍ଷରୁ କମ କ୍ରିକେଟ ଦଳର ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଚୟନ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର!-->…
Read More...
Read More...
ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ
ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ପ୍ରାୟ ୧ କେଜି ୩୮୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଆନୁମାନିକ ମୂଲ୍ୟ ୧ କୋଟି ୩୫ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ବାଲେଶ୍ୱର ସହଦେବଖୁଣ୍ଟା ଅରଡ଼ା ବଜାର ମସ୍ଜିଦ୍ ଗଳିରେ ରହି ଦୀର୍ଘଦିନ ହେବ!-->!-->!-->…
Read More...
Read More...
ନିଟ୍ ୟୁଜି ପରୀକ୍ଷା ଫଳ ପ୍ରକାଶିତ
ଭୁବନେଶ୍ବର: ନିଟ୍ ୟୁଜି ପରୀକ୍ଷା ଫଳ ପ୍ରକାଶ ପାଇଛି । ଅଣ୍ଡର ଗ୍ରାଜୁଏଟ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ହୋଇଥିବା ନ୍ୟାସନାଲ ଇଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଜାତୀୟ ପରୀକ୍ଷଣ ସଂସ୍ଥା ଦ୍ଵାରା ଘୋଷିତ ପରୀକ୍ଷା ଫଳ ଅନୁଯାୟୀ ଓଡ଼ିଶାର!-->…
Read More...
Read More...
ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ
ପାରଳାଖେମଣ୍ଡି : ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ସ୍ଥାନୀୟ ପାରଳାଖେମଣ୍ଡି ଟାଉନ୍ ହଲ୍ ପରିସରରେ ଉପ-ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ନୂଆଁଖାଇ ଭେଟଘାଟ ମାଧ୍ୟମରେ ଜିଲ୍ଲାର କଳା,ସଂସ୍କୃତି!-->…
Read More...
Read More...
ଆଜି ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେବ ବର୍ଷା । ଦକ୍ଷିଣ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପ ରୂପ ନେବ। ଯାହାର ପ୍ରଭାବରେ ଆଜିଠୁ ରାଜ୍ୟରେ ଜାରି ରହିବ ବର୍ଷା। ମାଲକାନଗିରି, କୋରାପୁଟ, ଗଜପତି, ଗଂଜାମ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି,!-->…
Read More...
Read More...
ଗଜପତି ମହାରାଜାଙ୍କ ପବିତ୍ର ସୁନିଆ ଉତ୍ସବ
ପୁରୀ : ଗଜପତି ମହାରାଜାଙ୍କ ଶ୍ରୀନହରରେ ଅନୁଷ୍ଠିତ ହୋଇଛି ପବିତ୍ର ସୁନିଆ ଉତ୍ସବ । ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ୧୪୩୦ ସାଲ ୬୫ ଅଙ୍କର ପ୍ରବେଶ । ଏହି ଅବସରରେ ଆଜି ସନ୍ଧ୍ୟାରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଛି ସୁନିଆଁ ଉତ୍ସବ । ଆଜିଠାରୁ ଗଜପତି!-->…
Read More...
Read More...
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ
ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାର ୧୩ ନମ୍ବର ୱାର୍ଡ କେନ୍ଦୁପଦର ସାହିରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଲେ ଲଷ୍ମୀ ରାଉତ ୩୮ ବର୍ଷ । ସାହିଲୋକ ପୋଲିସକୁ ଖବର ଦେଲାପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମେଡିକାଲକୁ ପଠାଇଛି!-->…
Read More...
Read More...
ପ୍ରେମିକକୁ ହତ୍ୟା ଘଟଣାର ପର୍ଦ୍ଦାଫାସ, ୭ ଗିରଫ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ଗ୍ରାମ ପଞ୍ଚାୟତର ପୁଟୁକିପାଲି ଜଙ୍ଗଲରୁ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଥିଲା ପୋଲିସ୍ । ଶବ ଉଦ୍ଧାରର ଦୁଇଦିନ ମଧ୍ୟରେ ହତ୍ୟାକାଣ୍ଡର ଗୁମର ଖୋଲିଛି ବାଲିଗୁଡ଼ା ପୋଲିସ୍ । ଏହା!-->…
Read More...
Read More...
ଜଗତସିଂହପୁର ବିଧାୟକଙ୍କ ଦ୍ୱାରା ବଜ଼ାର କମିଟିର ନୂତନ ଗୃହ ଉଦଘାଟିତ
ଜଗତସିଂହପୁର : ଜଗତସିଂହପୁର ନିୟନ୍ତ୍ରିତ ବଜାର କମିଟିର ନୂତନ ଗୃହର ଶୁଭ ଉଦଘାଟନ କରିଛନ୍ତି ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି । ଏହି ଉତ୍ସବରେ ଜ଼ିଲ୍ଲାପରିଷଦ ସଭାପତି ମନୋଜ କୁମାର ଭୋଇ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ!-->…
Read More...
Read More...