Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲିଗୁଡ଼ା ଏନ୍ଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
ବାଲିଗୁଡା,୩୧/୮- ଆଜି ସ୍ୱାୟତ୍ତ ଶାସନ ଦିବସ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ପକ୍ଷରୁ ଧୁମଧାମରେ ପାଳନ କରାଯାଇଛି ସ୍ୱାୟତ୍ତ ଶାସନ ଦିବସ । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ,ଏସଡିପିଓ!-->…
Read More...
Read More...
ବାଏଫ ସଂସ୍ଥା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଯୁଯୁମୁରା: ବାଏଫ ସଂସ୍ଥା ପକ୍ଷରୁ ଯୁଯୁମୁରା ବ୍ଲକର ବାଣ୍ଡିଝରଣ ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାକେଶ ୱାରିଓର, ଆଞ୍ଚଳିକ ନିର୍ଦ୍ଦେଶକ ବାଏଫ ସିପ୍ରିଆନ ସାଙ୍ଗ, ଆକାଉଣ୍ଟସ ଅଫିସର ଅଲେଖ ଦିଲା, ଶାଖା ପରିଚାଳକ ଏଚଡିଏଫସି ବ୍ୟାଙ୍କ ଯୋଗ ଦେଇ!-->…
Read More...
Read More...
ଆସନ୍ତାକାଲି ନୂଆଖାଇ,ସାପ୍ତାହିକ ବଜାରରେ ପ୍ରବଳ ଭିଡ
ବୌଦ୍ଧ/ଜହ୍ନ ।ପଙ୍କ,୩୧/୮: ସକାଳ ପାହିଲେ ନୂଆଖାଇ ସେଥିପାଇଁ ଜହ୍ନ ।ପଙ୍କ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି । ଏହାବ୍ୟତୀତ ବଘିଆପଡ଼ା ଅଞ୍ଚଳରେ ମଧ୍ୟ ନୂଆଖାଇ ପାଇଁ ଆଜି ଚଳଚଞ୍ଚଳ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଆଜି ବୌଦ୍ଧ ବ୍ଳକ ବଘିଆପଡ଼ା ସାପ୍ତାହିକ ବଜାର ଥିବାରୁ ଅଞ୍ଚଳବାସୀ!-->…
Read More...
Read More...
ସାପ କାମୁଡାରେ ସ୍ୱାମୀ ମୃତ୍ୟୁ ପତ୍ନୀ, ଗୁରୁତର
ଖଜୁରୀପଡ଼ା:କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁଡୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ରାଣୀପଥର ଗ୍ରାମରେ ଏକ ଦୁଃଖଦାୟକ ଘଟଣା ଘଟିଯାଇଛି । ଗତ କାଲି ସୋମବାର ରାତିରେ ଗ୍ରାମର ଦମ୍ପତି ଦ୍ୱୟ ସାଗର ମଳିକ (୫୫)ଓ ପତ୍ନୀ ଅନୁସୟା ମଳିକ (୫୦) ନିଜ ଘରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡି ଦେବାରୁ!-->…
Read More...
Read More...
୧୦ମ ଶ୍ରେଣୀ ଛାତ୍ରଙ୍କୁ କାମୁଡ଼ିଲା ବିଷଧର ସାପ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଘଟଣ ବିଦ୍ୟାଳୟରେ ୧୦ମ ଶ୍ରେଣୀ ରେ ଅଧ୍ୟୟନ କରୁଥିବା ଛାତ୍ର ଙ୍କୁ କାମୁଡ଼ିଲା ବିଷଧର ସାପ l ବିଦ୍ୟାଳୟ ର ୧୦ମ ଶ୍ରେଣୀ ଛାତ୍ର ଅଶୋକ ମଲ୍ଲିକ ଆଜି ବିଦ୍ୟାଳୟ ଆସିଥିବା ସମୟରେ ସ୍କୁଲ ନଳକୂପରୁ ହାତଧୋଇ ଫେରିବା ସମୟରେ!-->…
Read More...
Read More...
ବୃଦ୍ଧାଙ୍କୁ ଗରମ ପାଣି ଢାଳି ମାରିବାକୁ ଉଦ୍ୟମ,ଥାନାରେ ଏତଲା
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାରଂଗଡ଼ ଥାନା ଅଞ୍ଚଳରେ ଜଣେ ବୃଦ୍ଧାଙ୍କୁ ଗରମ ପାଣି ଢାଳି ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଜନ୍ମ କଲା ଝିଅ ଓ ଜ୍ୱାଇଁ ଏପରି କରିଥିବା ସାରଙ୍ଗଡ଼ ଥାନାରେ ଅଭିଯୋଗ ହୋଇଛି । ୭୦ ବର୍ଷିୟା ବୃଦ୍ଧା ଲୀଳାବତୀ ଦିଗାଲଙ୍କୁ ଗରମ ପାଣି ଢାଳି!-->…
Read More...
Read More...
ବ୍ରାଉନସୁଗାର ଜବତ, ପୁଣି ଜଣେ ମହିଳା ଗିରଫ
ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଅବକାରୀ ଥାନା ଉପ-ନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଓ ଜଟଣୀ ରାସ୍ତାରେ ଥିବା ପିପିଲି ଥାନା ଅଧୀନ ବନସରା ଛକରେ ଚଢ଼ାଉକରି ଏକ ମହିଳା ଯାହାଙ୍କ ନାମ ସୁଲୋଚନା ପଳେଇ!-->…
Read More...
Read More...
ନୂଆଁଖାଇ ପରଦିନ ସମ୍ବଲପୁର ଓ ବରଗଡ଼ ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା
ଭୁବନେଶ୍ୱର : ଆଉ ମାତ୍ର ଦୁଇଦିନ ପରେ ପଞ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏବେଠୁ ବିଭିନ୍ନ ଅଞ୍ଚଳ ହେଲାଣି ଉତ୍ସବମୁଖର । ଏହାକୁ ଜାକଜମକରେ ପାଳନ କରିବା ପାଇଁ ଲୋକେ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଏସବୁ ଆଖି ଆଗରେ ରଖି ରାଜ୍ୟ ସରକାର ଲୋକଙ୍କୁ ଦେଇଛନ୍ତି ଖୁସି ଖବର । ନୂଆଖାଇ ପରଦିନ!-->…
Read More...
Read More...
ଜାତୀୟ କ୍ରୀଡ଼ା ଦିବସ ପାଳିଲେ ରଟିଙ୍ଗିଆ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ
ଘୁ.ଉଦୟଗିରି :- ସ୍ଥାନୀୟ ପଞ୍ଚାୟତ ସମିତି ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ସମୁଦାୟ ୩୧ ଜଣ!-->…
Read More...
Read More...
ଘୁ. ଉଦୟଗିରିଠାରେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ
ଘୁ. ଉଦୟଗିରି :- ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟସ୍ଥିତ ସଭା ଗୃହରେ ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁ ସୁରକ୍ଷା ଅଧିକାରିଣୀ ସାବିତ୍ରୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ!-->…
Read More...
Read More...