Browsing Category

ରାଜ୍ୟ

କାର୍ତ୍ତିକ ହବିଷ୍ୟାଳୀ ବ୍ରତ ପାଇଁ ୨୯ ଯାଏଁ ଫର୍ମ ଦାଖଲ

ସମ୍ବଳପୁର : ପବିତ୍ର କାର୍ତ୍ତିକ ମାସରେ ଶ୍ରୀ କ୍ଷେତ୍ର ପୁରୀରେ ରାଈଦାମୋଦର ବ୍ରତ ପାଳନ କରାଯାଏ । ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ହବିଷ୍ୟାଳୀ ମାନଙ୍କର ରହଣୀ, ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଏବଂ ଅନ୍ୟାନ୍ୟ ସମସ୍ତ ପୁରୀ…
Read More...

ସୁବର୍ଣ୍ଣପୁରରେ ଥିବା ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ସୁବର୍ଣ୍ଣପୁର : ସଦର ମହକୁମାରେ ରହିଥିବା ରାଜବାଟୀ, ଶଶିସେଣା ସ୍ମୃତିପୀଠ,(ନିମୁହିଁ ମନ୍ଦିର),ଦିଲବାହାଲପୁର ଜଙ୍ଗଲଠାରେ ରହିଥିବା ବୁଢାରାଜା କୋଠି, ଅର୍ଜୁନପୁର ଜଙ୍ଗଲ ମଧ୍ୟରେ ରହିଥିବା ରାଜାକୋଠି ଏବଂ ଛୀନଛାନ୍‌ ଡୁଙ୍ଗୁରି ଇତ୍ୟାଦି ଐତିହାସିକସ୍ଥଳୀ ସବୁକୁ ଐତିହ୍ୟ ସ୍ଥଳୀର ମାନ୍ୟତା ସହ…
Read More...

ବାଲନ୍ଦାପଡାରେ ପୋଷଣ ମାସ–୨୦୨୨ ପାଳିତ

ଫୁଲବାଣୀ: ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ କନ୍ଧମାଳ ଓ ଆର୍ନ୍ତଜାତୀୟ ଅନୁଷ୍ଠାନ କ୍ରାଏ, କୋଲକତାଙ୍କ ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲାର ଅପହଞ୍ଚ ଅଞ୍ଚଳ କୁହାଯାଉଥିବା ବାଲନ୍ଦାପଡା ଠାରେ ଆଞ୍ଚଳିକ ସ୍ତରୀୟ ପୋଷଣ ମାସ – ୨୦୨୨ ପାଳିତ ହୋଇଯାଇଛି । ଏହା ସହ…
Read More...

ଅକ୍ଷୟ ହେଲେ କନ୍ଧମାଳ ସାଂସଦଙ୍କ ଦାରିଙ୍ଗବାଡି ବ୍ଲକ ପ୍ରତିନିଧି

ବାଲିଗୁଡ଼ା: କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ଦାରିଙ୍ଗବାଡ଼ି ବ୍ଲକ ପ୍ରତିନିଧି ଅକ୍ଷୟ କୁମାର ନାୟକଙ୍କୁ ଚୟନ କରି ବ୍ଲକର ଦାୟିତ୍ୱ ଦିଆଯାଇଛି । କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ପତ୍ର ସଂଖ୍ୟା ୪୦/୨୨ ରେ ଅଗଷ୍ଟ ମାସ ୯ତାରିଖରେ ଚିଠି ପ୍ରେରଣ କରାଯାଇଥିବା ବେଳେ ବୁଧବାର ଦିନ…
Read More...

ଆଇଏଏସସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇଏଏସ ଅଫିସରସ୍ତରରେ ଏକ ଅଦଳବଦଳ କରିଛନ୍ତି । ଦୀର୍ଘଦିନ ଧରି ଅତିରିକ୍ତ ଦାୟିତ୍ୱରେ ଚାଲୁଥିବା ସ୍ୱାସ୍ଥ୍ୟ ବିଭାଗକୁ ଏବେ ଫୁଲଟାଇମ୍ ସଚିବ ମିଳିଛି । ଏନଏଚଏମ୍ ନିର୍ଦ୍ଦେଶିକା ତଥା ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ…
Read More...

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏବଂ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୨୦ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ରୋହିତ କହଁରକୁ ଦୋଷୀ…
Read More...

କରଡିରୁ ୧୦୦ ବ୍ୟାଞ୍ଜନ ପ୍ରସ୍ତୁତ, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ପାଇଁ ଏସ୍‌ଆଇଏଚ୍‌ଏମ୍‌ରେ ପ୍ରଦର୍ଶନୀ

ବଲାଙ୍ଗୀର : ଗଜା ବାଉଁଶରୁ କରଡି ଓ ହେଣୁଆ ତିଆରି ହୁଏ । କରଡିରୁ ବଲାଙ୍ଗୀର ସ୍ଥିତ ଷ୍ଟେଟ୍‌ ହୋଟେଲ ଓ ମାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ୧୦୦ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି । ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ପାଇଁ ମଙ୍ଗଳବାର ଦିନ ଏସ୍‌…
Read More...

ଟିକାବାଲି ବ୍ଲକରେ ବିଏଲବିସି ବୈଠକ

ଟିକାବାଲି : ଟିକାବାଲି ବ୍ଲକ ପରିସରରେ ଥିବା ସଭାଗୃହ ଠାରେ ବିଏଲବିସି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଲିଡ଼ ଡିଷ୍ଟ୍ରିଟ ମ୍ୟାନେଜର, ଏ.ଜି.ଏମ.ନାୱାର୍ଡ, ବ୍ଲକରେ ଥିବା ସମସ୍ତ ବ୍ୟାଙ୍କର ମ୍ୟାନେଞ୍ଜର, ଏଫ.ଆଇ. ସି. ଓ ଏଲ ଏମ, ମିଶନଶକ୍ତି ତଥା ସମନ୍ୱିତ ଶିଶୁ ବିକାଶ ଅଧିକାରୀ,…
Read More...

ଅକ୍ଟୋବର ୧୬ରେ ପଶ୍ଚିମାଞ୍ଚଳ ଏକତା ସମାବେଶ ପାଇଁ ପଶ୍ଚିମାଞ୍ଚଲ ଏକତା ମଞ୍ଚର ଆହ୍ୱାନ

ସମ୍ବଲପୁର:ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ପଶ୍ଚିମାଞ୍ଚଳର ସାଢେ ଦଶଟି ଜିଲ୍ଲାର ଅଧିକାର ଏବଂ ସ୍ୱତନ୍ତ୍ର ରାଜ୍ୟ ପାଇଁ ଲଢେଇ କରୁଥିବା ବିଭିନ୍ନ ସଂଗଠନ ଏବଂ ନେତୃତ୍ୱକୁ ଏକତ୍ରୀତ କରି ସମନ୍ୱୟ ଏବଂ ସହମତି ତିଆରି କରିବା ପାଇଁ ଯୋଜନା କରାଯାଉଥିବା ନେଇ ଆଜି ସାମ୍ବାଦିକ ସମ୍ମିଲନୀରେ…
Read More...

ଅବକାରୀ ଚଢାଉ, ବ୍ୟକ୍ତିଙ୍କଠାରୁ ମିଳିଲା ୩୩ ଲକ୍ଷ ୭୬ହଜାର ଟଙ୍କା

ଗଞ୍ଜାମ/ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟରେ ବ୍ରହ୍ମପୁର ଅବକାରୀ ବିଭାଗ ଗଞ୍ଜେଇ ଗାଡ଼ି ଯାଞ୍ଚ ବେଳେ ମିଳିଲା ପୁଳା ପୁଳା ଟଙ୍କା । ଉକ୍ତ ଟଙ୍କାଙ୍କୁ ଅବକାରୀ ବୈଦ୍ୟନାଥପୁର ଥାନା ପୁଲିସକୁ ହସ୍ତାନ୍ତର କରିଛି । ଆଜି ଗଞ୍ଜେଇ ଚୋରା ଚାଲାଣ ହେବ ବୋଲି…
Read More...