Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କାଦପଡାରେ ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ
କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କାଦପଡା ଜୟ ଜଗନ୍ନାଥ ୟୁଥ ଆସୋସିଏସନ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବର ସହକାରେ ଅଗ୍ରପୂଜ୍ୟ ଶ୍ରୀଗଣେଶ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂଜାରେ କର୍ତ୍ତା ଭାବେ କିଆକଟା ସରପଞ୍ଚ ଗାୟତ୍ରୀ ବେହରା ଓ ତାଙ୍କ!-->…
Read More...
Read More...
ଜ଼ିଲ୍ଲା ପ୍ରେସ କ୍ଲବରେ ଗଣେଶ ପୂଜା ପାଳିତ
ଫୁଲବାଣୀ : ଜିଲ୍ଲା ପ୍ରେସ କ୍ଲବ ଫୁଲବାଣୀ ଠାରେ ପବିତ୍ର ଗଣେଶ ପୂଜା ଧୁମଧାମରେ ପାଳିତ ହୋଇଥିଲା । ଏହି ପୂଜା କାର୍ଯ୍ୟରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ କର୍ତ୍ତା ଭାବରେ ପୂଜାର୍ଚ୍ଚନା କରିଥିବା ବେଳେ ଉପସଭାପତି ସୁନୀଲ ବିଶ୍ୱାଳ,ସତ୍ୟ ନାରାୟଣ ବେହେରା, ସଂପାଦକ ପ୍ରଶାନ୍ତ କୁମାର!-->…
Read More...
Read More...
ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାର ଭାଇ ଭଉଣୀ ବିଶେଷକରି ପଶ୍ଚିମା଼୍ଚଳର ଭାଇ ଭଉଣୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ।!-->…
Read More...
Read More...
ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ନିଷ୍କ୍ରିୟ ଥିବାରୁ ବଢୁଛି ଦିନର ତାପମାତ୍ରା। ଉଚ୍ଚ ଆର୍ଦ୍ରତା ଯୋଗୁ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଗୁଳୁଗୁଳି ଅନୁଭୂତ ହେଉଛି। ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା!-->…
Read More...
Read More...
ବୌଦ୍ଧ: ମା’ ଭୈରବୀଙ୍କ ମନ୍ଦିରରେ ଲାଗିହେଲା ନବାନ୍ନ
ବୌଦ୍ଧ,୧/୯- ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ବୌଦ୍ଧ ସହର ଚଳଚଞ୍ଚଳ ହୋଇଉଠିଛି । ବୈøଦ୍ଧ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ପୀଠରେ ଆଜି ଦିନ ୧୧ଟାରେ ନବାନ୍ନ ଲାଗି ହୋଇଥିଲା । ଏହି ଉପଲକ୍ଷେ ସକାଳ ସାଢେ ୮ଟାରେ କୁଲିପଡା ଘାଟ ମହାନଦୀରୁ ଜଳ ଅଣାଯାଇ ମନ୍ଦିରରେ ନବାନ୍ନ!-->…
Read More...
Read More...
ହାଇମାକ୍ସ ଲାଇଟ ସଂସ୍ପର୍ଶରେ ଆସି ଛାତ୍ରୀଙ୍କ ମୃତ୍ୟୁ
ଜୟପୁର: କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଦିଗାପୁର ହାଇସ୍କୁଲରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀଙ୍କ ନାମ ସବିତା ମାଠପଡିଆ ବୋଲି ଜଣାପଡିଛି । ତାଙ୍କ ଘର ବୈପାରୁଗୁଡ଼ା ବ୍ଲକ ଭାଲୁଗୁଡ଼ାରେ , ସେ ଏହି ବିଦ୍ୟାଳୟରେ!-->…
Read More...
Read More...
ସବ୍-ଜେଲ୍ର ପାଚେରୀ ଡେଇଁ ଦୁଷ୍କର୍ମ ଅଭିଯୁକ୍ତ ଫେରାର
ସୋର : ସବ୍-ଜେଲ୍ରୁ କଏଦୀ ଚମ୍ପଟ । ସୋର ସବ୍-ଜେଲ୍ର ପାଚେରୀ ଡେଇଁ ଦୁଷ୍କର୍ମ ଅଭିଯୁକ୍ତ ଫେରାର । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ତନାଘନା ।
ଖବର ଅନୁଯାୟୀ, ମୟୁରଭଞ୍ଜ ଠାକୁରମୁଣ୍ଡା ଅଞ୍ଚଳର ଅଭିଯୁକ୍ତ ସୁଦାମ ଦୁଷ୍କର୍ମ ମାମଲାରେ ସୋର ସବ୍-ଜେଲ୍ରେ ଥିଲେ । ହେଲେ ଗୁରୁବାର!-->!-->!-->…
Read More...
Read More...
କଳିଙ୍ଗା ଜିପିଏଲଏଫ ଗ୍ରୁପ ଦ୍ୱାରା ସଫେଇ କାର୍ଯ୍ୟକ୍ରମ
ଘୁ.ଉଦୟଗିରି :- ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ଜିପିଏଲଏ ଗ୍ରୁପର ମହିଳାମାନଙ୍କ ଦ୍ୱାରା ସଭାପତି ଭାରତୀ ପ୍ରଧାନ ଓ ସମ୍ପାଦିକା ନୀଳମା ଦିଗାଲଙ୍କ ସଭାପତିତ୍ୱରେ କଳିଙ୍ଗା ଛକ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଗ୍ରୁପ ମହିଳାମାନଙ୍କ ଦ୍ୱାରା ଛକ ନିକଟ!-->…
Read More...
Read More...
ଜିଲ୍ଲା ଚାଇଲ୍ଡ ଲାଇନର ବାର୍ଷିକ ଉତ୍ସବ
ସୁବର୍ଣ୍ଣପୁର : ଜିଲ୍ଲା ଚାଇଲ୍ଡ ଲାଇନକୁ ଦୁଇ ବର୍ଷ ପୂରଣ ହୋଇଛି । ଏହି ଅବସରରେ ସୋନପୁର ସଦର ଏନ୍ଜିଓସିସି ସଭାଗୃହ ଠାରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ପ୍ରଥମେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶିଶୁ ଗୃହ ସୋନପୁରର ଶିଶୁ!-->…
Read More...
Read More...
ଦଶପଲ୍ଲା ଏନଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
ଦଶପଲ୍ଲା : ଦଶପଲ୍ଲା ଏନଏସିରେ ବୁଧବାର ଦିନ ନିଖିଳ ଭାରତ ସ୍ୱାୟତ୍ତଶାସନ ଦିବସ-୨୦୨୨ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ବୃଦ୍ଧାଶ୍ରମ ଓ ଡାକ୍ତରଖାନାରେ ଫଳ ବଣ୍ଟନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏନଏସିର ନବନିର୍ମିତ!-->…
Read More...
Read More...