Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଣେଶ ପୂଜା ଓ ନୂଆଖାଇ ଉତ୍ସବରେ ଯୋଗଦେଲେ ସମାଜସେବୀ ଶ୍ରୀହରି ନାୟକ
ଦଶପଲ୍ଲା : ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସାମଗ୍ରୀକ ବିକାଶ ପାଇଁ ସଦାଚେଷ୍ଟିତ ସମାଜସେବୀ ଶ୍ରୀହରି ନାୟକ ପବିତ୍ର ଗଣେଶ ପୂଜା ଓ ନୂଆଖାଇ ଅବସରରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗଣିଆ, ନୂଆଗାଁ, ଦଶପଲ୍ଲା ବ୍ଲକ୍ର ସମସ୍ତ ଗ୍ରାମପଂଚାୟତର ଶତାଧିକ ଗ୍ରାମକୁ ଗସ୍ତକରି ପାର୍ବଣ ମହୋତ୍ସବରେ!-->…
Read More...
Read More...
ରଥ ପରିବାରର ୧୨୦ ସଦସ୍ୟ ଏକାଠି ଖାଇଲେ ନବାନ୍ନ
ବୌଦ୍ଧ,୨/୯- ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅଁଳାପାଲି ଗ୍ରାମପଞ୍ଚାୟତ ବାଦୀକଟା ଗ୍ରାମରେ ନୂଆଁଖାଇ ପର୍ବ ଆନନ୍ଦ ଉଲ୍ଲାସ ସହିତ ପାଳିତ ହୋଇଯାଇଛି । ଗ୍ରାମର ରଥ ପରିବାର ତଥା ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ଚାରିପିଢୀର ପରିବାର ୧୨୦ ସଦସ୍ୟ ଏକାଠି ନୂଆଁଖାଇଛନ୍ତି ।
Read More...
Read More...
ଜଙ୍ଗଲୀ ମାଂସ ସହ ଜଣେ ଗିରଫ, ଶିକାରୀ ଫେରାର
ଦଶପଲ୍ଲା : ସବୁଆଡେ ବନପାଳ ସନାତନ ସ୍ୱାଇଁଙ୍କ ପ୍ରଶଂସା । ସନାତନଙ୍କ ନାଁ ଶୁଣିଲେ ଜଂଗଲ ମାଫିଆଙ୍କ ମଧ୍ୟରେ ପସିଯାଉଛି ଛାନିଆ । ନୟାଗଡ଼ ଜିଲ୍ଲା ମହୀପୁର ବନାଞ୍ଚଳ ଅଧୀନ ବାହାଡ଼ାଝୋଲା ବନପାଳ ସନାତନ ସ୍ୱାଇଁ କାର୍ଯ୍ୟରେ ଯୋଗଦେବାପରେ ଘନ ଘନ ପାଟ୍ରୋଲିଂ କରାଯାଉଛି । ଯାହା କାଠ ମାଫିଆ ଏବଂ!-->…
Read More...
Read More...
ଏକାଠି ନବାନ୍ନ ଭକ୍ଷଣ କଲେ ମୁଣ୍ଡା ପରିବାର
ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଗାଁର ମୁଣ୍ଡା ପରିବାରର ୭ ପରିବାର ୪୦ ଲୋକ ଏକତ୍ର ହୋଇ ନବାନ୍ନ ଗ୍ରହଣ କରିଥିଲେ । ପ୍ରଥମେ ପରିବାରର ମୁଖ୍ୟ ନୂଆଁ ଧାନକୁ ନେଇ ନବାନ୍ନ ପ୍ରସ୍ତୁତ କରିଥିଲେ । ବଂଶୀୟ ଦେବାଦେବୀ ତଥା ସମଲେଶ୍ୱରୀ, ମହାଲକ୍ଷ୍ମୀଙ୍କଠାରେ ନବାନ୍ନ!-->…
Read More...
Read More...
ବନ୍ୟା ପରେ ପରିବା ଦର ଆକାଶ ଛୁଆଁ, ଚାଷୀ ପାଉନି ଉପଯୁକ୍ତ ମୂଲ୍ୟ
ଦଶପଲ୍ଲା : ବନ୍ୟା ପରେ ସବୁଜ ପନିପରିବାକୁ ନେଇ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି । ଅନେକ ପନିପରିବାର ଦର ୫୦ ପାର କରି ସାରିଥିବା ବେଳେ ଅନେକ କେଜି ପ୍ରତି ଶହେ ଟଙ୍କାଠାରୁ ଖୁବ୍ କମ ଦୂରତାରେ ରହିଛି । ଆଜି ନୟାଗଡ଼ ଓ ଦଶପଲ୍ଲା ସହରର ପରିବା ବଜାରଦର ନାହିଁ ନଥିବା ସ୍ଥିତିରେ ରହିଛି ।!-->…
Read More...
Read More...
ପୁଣି ପୁନମ ହେଲେ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ
ଫୁଲବାଣୀ: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନର୍ବାର ପୁନମ କହଁରଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି କନ୍ଧମାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଭାବେ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି । ତାଙ୍କର ଦଳ ପ୍ରତି ଥିବା ନିଷ୍ଠା, ସେବା ଓ!-->…
Read More...
Read More...
ବରିଷ୍ଠ ନାଗରିକ ସଂଘ ତରଫରୁ କୋଦଳାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୋଦଳା ପ୍ରଭୁ ଶ୍ରୀ ଦଣ୍ଡିଶ୍ୱରଙ୍କ ପ୍ରାଙ୍ଗଣରେ ୨୦୨୨ ଅଗଷ୍ଟ ୩୧ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳନ ହୋଇଯାଇଛି । କୋଦଳା ବରିଷ୍ଠ ନାଗରିକ ସଂଘ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ମୁଖ୍ୟଅତିଥି!-->…
Read More...
Read More...
ବିଜୁ ଜନତା ଦଳର ମିଶ୍ରଣ ପର୍ବ
ପାରଳାଖେମୁଣ୍ଡି,୧/୯- ଗଜପତି ଜିଲ୍ଲା ବିଜୁ ଜନତା ଦଳର ରାମନଗରସ୍ଥିତ ହାଇଟେକ ପ୍ଲାଜାରେ ଥିବା ନିର୍ବାଚନ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୂଆଗଡ ବ୍ଲକର ବିଜେପି ଓ କଂଗ୍ରେସ ଦଳରୁ ନବନିର୍ବାଚିତ ହୋଇଥିବା ସରପଞ୍ଚ, ସମିତି ସଭ୍ୟ ଓ ନୂଆଗଡ ବ୍ଲକ!-->…
Read More...
Read More...
ମହୁରୁଣ୍ଡି ଗଣେଶ ପୂଜା କମିଟି ପକ୍ଷରୁ ଧୁମଧାମରେ ଗଣେଶ ଚତୁର୍ଥୀ ପାଳିତ
ଖପ୍ରାଖୋଲ : ଭାଦ୍ରବ ଶୁକ୍ଳ ଚତୁର୍ଥୀକୁ ଆମେ ଗଣେଶ ଚତୁର୍ଥୀ ଭାବେ ପାଳନ କରୁ । ଶ୍ରୀ ଗଣେଶ ଭାଦ୍ରବ ଶୁକ୍ଳ ଚତୁର୍ଥୀ, ମଧ୍ୟାହ୍ନ, ସୋମବାର, ସ୍ୱାତୀ ନକ୍ଷତ୍ର ଯୋଗ ଓ ତୁଳା ରାଶିରେ ଶଙ୍କର ଭବାନୀଙ୍କ ପୁତ୍ର ରୂପେ ପ୍ରକଟ ହୋଇଥିଲେ । ତାଙ୍କର ଏହି ଜନ୍ମଦିବସକୁ ଆମେ ଗଣେଶ ଚତୁର୍ଥୀ ରୂପେ!-->…
Read More...
Read More...
ଚଣ୍ଡୀଗଡ଼ରେ ୧୩ ତମ ଗଣେଶ ପୂଜା ଅନୁଷ୍ଠିତ
ଜହ୍ନାପଙ୍କ,୧/୯: ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଚଣ୍ଡୀଗଡ଼ ଗୁଡିଘରଠାରେ ଶିବ ଶଙ୍କର ୟୁଥ କ୍ଲବ ଆନୁକୂଲ୍ୟରେ ୧୩ ତମ ଗଣେଶ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କର୍ତ୍ତାଭାବେ ପ୍ରଶାନ୍ତ ବଘାର ଦାୟିତ୍ୱ ତୁଲାଇଥିବା ବେଳେ ସୁବାଶିଷ ରଥ ପୂଜାକାର୍ଯ୍ୟ ତୁଲାଇ ଥିଲେ!-->…
Read More...
Read More...