Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସ୍ୱତନ୍ତ୍ର ପସ୍କୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା
କଟକ: ସ୍ୱତନ୍ତ୍ର ପସ୍କୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି | ଆଜି କଟକର ସିଡିଏ ସେକ୍ଟର -୯ ସ୍ଥିତ ସରକାରୀ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି | ମିଳିଥିବା ସୂଚନା ମୁତାବକ ତାଙ୍କୁ ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ!-->…
Read More...
Read More...
ଟି-୨୦ ବିଶ୍ୱକପ ପାଇଁ ଇଂଲଣ୍ଡ ଦଳ ଘୋଷଣା
ଲଣ୍ଡନ : ଅକ୍ଟୋବର ୧୬ ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୨ ପାଇଁ ଇଂଲଣ୍ଡ ସେମାନଙ୍କର ୧୫ ଜଣିଆ ଦଳ ଘୋଷଣା କରିଛି । ଦଳର ଦ୍ରୁତ ବୋଲର ଜୋଫ୍ରା ଆର୍ଚ଼ରଙ୍କୁ ସ୍ଥାନ ମିଳିନାହିଁ । ଆହତ କାରଣରୁ ସେ ଦୀର୍ଘ ସମୟ ଧରି ଦଳ ବାହାରେ ରହିଛନ୍ତି । ତାଙ୍କ!-->…
Read More...
Read More...
ଆସୁଛି ଦୁଇଟି ଲଘୁଚାପ,୫ରୁ ବର୍ଷା
ଭୁବନେଶ୍ବର: ଆଗକୁ ଆସୁଛି ଦୁଇଟି ଲଘୁଚାପ। ଏଥିମଧ୍ୟରୁ ଚଳିତ ମାସ ପ୍ରଥମ ସପ୍ତାହ ଅର୍ଥାତ ସେପ୍ଟେମ୍ବର ୨ରୁ ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ ଓ ଦ୍ଵିତୀୟଟି ସେପ୍ଟେମ୍ବର ୯ରୁ ୧୫ ମଧ୍ୟରେ ସୃଷ୍ଟି ହେବ। ୫ ତାରିଖରୁ ବଢ଼ିବ ବର୍ଷା। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ!-->…
Read More...
Read More...
ଶିକ୍ଷୟତ୍ରୀଙ୍କ ବାରିରେ ଫୁଟିଲା ବ୍ରହ୍ମକମଳ
ଫୁଲବାଣୀ: ବ୍ରହ୍ମକମଳ ଫୁଲ ଫୁଟିବା ଆଗକୁ ଏକ ଶୁଭ ସୂଚନା ମିଳିବାର ସଙ୍କେତ ଦେଇଥାଏ । ପ୍ରାୟତଃ ସମସ୍ତଙ୍କ ଘରେ ସବୁ ପରିବେଶରେ ଏ ଫୁଲ ଫୁଟିପାରିନଥାଏ । କେହି କେହି କହନ୍ତି ଭାଗ୍ୟ ପରିବର୍ତ୍ତନ ହେବାର ସୁଯୋଗ ଆସିଲେ ଏହିପରି ବ୍ରହ୍ମକମଳ ଫୁଟିବା, ଶ୍ୱେତା ଅପରାଜିତା, ତୁଳସୀ ଗଛ ଆପେ ଆପେ!-->…
Read More...
Read More...
ଏହି ନାୟିକାଙ୍କ ସହ ଧମାଲ କରିବେ ରୋହିତ, ଆସିଲା ଫିଲ୍ମର ଫାଷ୍ଟ ଲୁକ୍
ନୂଆଦିଲ୍ଲୀ:ଟିମ୍ ଇଣ୍ଡିଆର ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ବ୍ୟାଟ୍ ସହ ପଡିଆରେ ଅନେକ ବଡ ବଡ ସ୍କୋଲ କରିଥିବା ବେଳେ ଏବେ ସେ ଫିଲ୍ମ ଦୁନିଆରେ ମଧ୍ୟ ଧମାଲ କରିବାକୁ ପ୍ରସ୍ତୁତ ହେଉଛନ୍ତି । ରୋହିତ ଶର୍ମା ନିଜେ ଏହି ସୂଚନା ଦେଇଛନ୍ତି । ପ୍ରକୃତରେ ରୋହିତ ଶର୍ମା!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲାରେ ନୂଆଁଖାଇ ସଂପନ୍ନ: ଚାରିଆଡେ ଉତ୍ସାହର ମାହୋଲ
ସୁବର୍ଣ୍ଣପୁର: ଗତକାଲି ନୂଆଁଖାଇ ପାଇଁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ଉତ୍ସବମୁଖର ଥିଲା । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସୁରେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବାପରେ ସମଗ୍ର ଜିଲ୍ଲା ସମେତ ପଞ୍ଚରା ଅଞ୍ଚଳର ଲୋକେ ନିଜନିଜର ଘରେ!-->…
Read More...
Read More...
ଜାତୀୟ ପୁରସ୍କାର ପାଇବେ ପୁରୀ ମାଟିର ପୁଅ ଈଶ୍ୱର ଚନ୍ଦ୍ର ନାୟକ
ପୁରୀ : ଗୁରୁ ଶିଷ୍ୟ ସମ୍ପର୍କର ଏକମାତ୍ର ମାଧ୍ୟମ ହେଉଛି ଶିକ୍ଷାଦାନ । ଆମେ ଏଭଳି ଜଣେ ଶିକ୍ଷକଙ୍କ ବିଷୟରେ କହିବୁ ଯିଏ ଇଞ୍ଜିନିୟର ଚାକିରୀ ଛାଡି ପିଲାମାନଙ୍କୁ ପାଠ ପଢାଉଛନ୍ତି । ଏହା ତାଙ୍କର ନିଶା । ବୃତ୍ତିକୁ ବ୍ରତ କରି ସେ ଏହି ଧର୍ମ ପାଳନ କରୁଛନ୍ତି । ସେ ହେଉଛନ୍ତି ପୁରୀ ମାଟିର!-->…
Read More...
Read More...
କଳିଙ୍ଗ ଯୁବକଳା ପରିଷଦ ଓ ଯୁବକ ସଂଘ ତରଫରୁ ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ
ଘୁ.ଉଦୟଗିରି: ସ୍ଥାନୀୟ କଳିଙ୍ଗା ପଞ୍ଚାୟତ ଯୁବ କଳା ପରିଷଦ ଆନୁକୁଲ୍ୟରେ ଯୁବକ ସଂଘ ତରଫରୁ ଗଣେଶ ପୂଜାର ୧୫ ବର୍ଷ ପୂରଣ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗ୍ର ପୂଜ୍ୟ ଶ୍ରୀଗଣେଶ ମହାଦେବଙ୍କ ସାମୁହିକ ପୂଜା ପାଳନର ଦୀର୍ଘ ୧୫ ବର୍ଷ ପୂରଣ କରିପାରିଥିବା ବେଳେ ଏହି!-->…
Read More...
Read More...
ହଷ୍ଟେଲରୁ ପଳାଉଥିଲେ ୫ମ ଶ୍ରେଣୀ ଛାତ୍ର, ଉଦ୍ଧାର କଲା ପୁଲିସ
ଘୁ ଉଦୟଗିରି: ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୪ ନମ୍ୱର୍ ୱାର୍ଡ ଶ୍ରୀରାମପଦା ନିକଟରେ ସରକାର କୋଟି କୋଟି ଟଙ୍କା ବ୍ୟୟରେ ଅନ୍ୱେଷା ହଷ୍ଟେଲ ନିର୍ମାଣ କରିଛନ୍ତି,ଯେପରି ବେସରକାରୀ ଇଂରାଜୀ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ରହି ପାଠ ପଢିବେ ।କିନ୍ତୁ ଏଠାରେ!-->…
Read More...
Read More...
ଗଣେଶପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ
ବୌଦ୍ଧ,୨/୯- ବୌଦ୍ଧବ୍ଲକ ଅଁଳାପାଲି ଗ୍ରାମପଞ୍ଚାୟତ ଅଁଳାପାଲି ଠାରେ ଗଣେଶପୂଜା ଉପଲକ୍ଷେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ତଥା ସଂଗ୍ରାମୀ ଯୁବନେତା ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି!-->…
Read More...
Read More...